କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ
ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି। କାମିଆ ଗୋ…
ଜାନୁୟାରୀ ୧୫ ସୁଦ୍ଧା ଦାବି ପୂରଣ ନ ହେଲେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ
ଭୁବନେଶ୍ୱର,୨୩।୧୨: ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବେ। ଆରବିଏସ୍କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର ସଭାପତି ପ୍ରଭାତ ମହାନ୍ତି…
କରୋନା ନେଇ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ: ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର,୨୩।୧୨: ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ…
ଓଡ଼ିଶାକୁ ଫେରିଲା କରୋନା: ଜଣେ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୩।୧୨: ଓଡ଼ିଶାକୁ ପୁଣି କରୋନା ଫେରିଛି। ଓଡ଼ିଶାରୁ ଜଣେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥଥିବା ବେଳେ ହସ୍ପିଟାଲ ଯାଇ ନାହାନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜରିମାନାରେ ସୀମିତ ପ୍ଲାଷ୍ଟିକ ମୁକ୍ତ ସହର ସ୍ବପ୍ନ
ଭୁବନେଶ୍ୱର, ୨୩।୧୨ (ବନ୍ଦନା ସେଠୀ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରକୁ ପଲିଥିନ୍ମୁକ୍ତ ସହର କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍ସି। ଏଥିପାଇଁ ବିଭିନ୍ନ ଦୋକାନ ବଜାର ଚଢାଉ କରି ପଲିଥିନ୍ ସିଲ୍ କରିବା ସହ ଜରିମାନା ମଧ୍ୟ ଆଦାୟ…
ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ…
ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ
ଭୁବନେଶ୍ୱର, ୨୨।୧୨(ଅନୁରାଧା ମହାରଣା): ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୮୪୬୪ ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ବେଙ୍ଗାଲୁରୁଠାରୁ ଆସନ୍ତା ୨୯ ତାରିଖରେ…
ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମିର ପୋଲିସର ଓ୍ବାଣ୍ଟେଡ୍ ଥିବା ସୟଦ ଇଶାନ ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମାରାଥନ୍ ଜେରା କରୁଛି। ଏଭଳିସ୍ଥିତିରେ ଶୁକ୍ରବାର ବୁଖାରୀଙ୍କ କଲ୍ ଡିଟେଲ୍ସ ରିପୋର୍ଟ (ସିଡିଆର୍) ଏସ୍ଟିଏଫ୍ ନିକଟରେ ପହଞ୍ଚତ୍ଛି।…
କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ
ଭୁବନେଶ୍ୱର,୨୨।୧୨ (ସତ୍ୟଜିତ୍ ରାଉତ): ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଭିଜିଲାନ୍ସ ଶୁକ୍ରବାର ଗିରଫ କରିଛି। ପ୍ରଶାନ୍ତଙ୍କଠାରୁ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୩୪ ପ୍ରତିଶତ ଅଧିକ ବୋଲି…
୧୦ ଡିଗ୍ରୀ ତଳେ ୧୬ ସହର
ଭୁବନେଶ୍ୱର,୨୨ା୧୨: ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଲୋକେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରୁନାହାନ୍ତି। ତେବେ ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି…
ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’
ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ। ମାତ୍ର…
ଓପିସିସି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ହେଲେ ଅମିୟ ପାଣ୍ଡବ
ଭୁବନେଶ୍ୱର, ୨୨।୧୨(ସୁନିତ୍ ମିଶ୍ର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ବିଶିଷ୍ଟ ସାହିତି୍ୟକ ଅମିୟ ପାଣ୍ଡବଙ୍କୁ ଓପିସିସିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଯୁକ୍ତି ପ୍ରଦାନ…
Archives


