ସପ୍ତାହକ ମଧ୍ୟରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମ୍ସିକୁ ମିଳିଲା ଅନୁମତି
ଭୁବନେଶ୍ୱର, ୮।୧ (ବନ୍ଦନା ସେଠୀ): ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍ଶୀଘ୍ର ଆରମ୍ଭ ହେବ। ଏନେଇ ସୋମବାର ହାଇକୋର୍ଟ ବିଏମ୍ସିକୁ ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟରେ…
ଇଂଲିଶ ଉଚ୍ଚାରଣ ଶିଖାଇ ଚର୍ଚ୍ଚାରେ ଧୀରଜ
ଭୁବନେଶ୍ୱର, ୮।୧(ଅସମାପିକା ସାହୁ) : ସୋସିଆଲ ମିଡିଆରେ ଇଂଲିଶ ଉଚ୍ଚାରଣ ଶିଖାଇ ଭାଇରାଲ ହେଉଛନ୍ତି ଓଡ଼ିଆ ପୁଅ ଧୀରଜ ଟକ୍ରୀ। ନିଜ ୟୁନିକ୍ ଷ୍ଟାଇଲରେ ଇଂଲିଶ ଉଚ୍ଚାରଣ କିପରି କରିବେ, ଫରେନରଙ୍କ ଭଳି ଇଂଲିଶ କିପରି କହିବେ, ତା’ର ଶୈଳୀ ଶିଖାଉଛନ୍ତି।…
ଖାଦ୍ୟ ଖରାପ କହିବାରୁ ସଂଘବଦ୍ଧ ଆକ୍ରମଣ, ୨ ଅଟକ
ଭୁବନେଶ୍ୱର,୮।୧(ସୂର୍ଯ୍ୟକାନ୍ତ ବେହେରା) : ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଜଣେ ଯାତ୍ରୀ ଆକ୍ରମଣର ଶିକାର ହୋଇଛନ୍ତି। ଖାଇବା ଖରାପ ହୋଇଥିବା କହିବାରୁ ହୋଟେଲ ମାଲିକ ଓ ତାଙ୍କ କର୍ମଚାରୀମାନେ ସଂଘବଦ୍ଧ ଭାବେ ତାଙ୍କୁ ରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଯାତ୍ରୀଙ୍କ…
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼
ଭୁବନେଶ୍ୱର,୮।୧: ହାଇଟେକ ସୋମବାର ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି ଦେଇଛନ୍ତିି। ଅନ୍ୟପକ୍ଷେ…
‘ଜଣେ କଳାକାର ସବୁ ରିସ୍କ ନେବା ଦରକାର’
ଓଲିଉଡ୍ରେ ଏବେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ନାୟକ। ଭିନ୍ନ ଭିନ୍ନ ଚରିତ୍ରରେ ଦମ୍ଦାର ଅଭିନୟ ତାଙ୍କ ସିନେମା କ୍ୟାରିୟରକୁ ଆହୁରି ମଜଭୁତ୍ କରିଛି। ଜଗତ୍ସିଂହପୁରରେ ଜନ୍ମିତ ସୁପ୍ରିୟା ୨୦୧୭ରେ ‘ଲଭ୍ ପାଇଁ କୁଛ୍ ବି କରେଗା’ ଚଳଚ୍ଚିତ୍ରରୁ ଓଲିଉଡ୍ରେ…
ଓଡ଼ିଶାରେ କଳାବାଘ ପରିବାର
ଭୁବନେଶ୍ୱର, ୮।୧(ଅସମାପିକା ସାହୁ): ଓଡ଼ିଶା ଜଙ୍ଗଲରେ ବାରମ୍ବାର କଳାବାଘ ଦେଖିବାକୁ ମିଳୁଛି। ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି କଳାବାଘ ଏକାଥରକେ ବୁଲୁଥିବା ଦେଖାଯାଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ…
ଅରାଚଣ୍ଡୀରେ କମିଲେ ପକ୍ଷୀ
ଭୁବନେଶ୍ୱର,୮।୧(ଅସମାପିକା ସାହୁ): କଟକ ଜିଲା ବାଙ୍କୀ ଅରାଚଣ୍ଡୀ ପାଟରେ ଦେଶୀ, ବିଦେଶୀ ପକ୍ଷୀଙ୍କ କୋଳାହଳ ଦେଖିବାକୁ ମିଳୁଛି। ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ପକ୍ଷୀ ଚିହ୍ନଟ ହୋଇଥିବା ସେଣ୍ଟର ଫର୍ ରୁରାଲ ଟୁରିଜମ ଡେଭଲପ୍ମେଣ୍ଟ(ସିଆର୍ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା ସୂଚନା…
ପୁଣି ଧର୍ମଘଟ, ତୈଳ ସଙ୍କଟ
ଭୁବନେଶ୍ୱର,୮।୧(ସୁନିତ୍ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରର ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍-୨୦୨୩)ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଆହ୍ବାନ…
ସୋମବାରଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା
ଭୁବନେଶ୍ୱର, ୭।୧(ସୁନିତ୍ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି…
କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ, ରାଜଧାନୀର କାନ୍ଥବାଡ଼ରେ ଲାଗିଲା ମୋଷ୍ଟ ଓ୍ବାଣ୍ଟେଡ ପୋଷ୍ଟର
ଭୁବନେଶ୍ୱର,୭ା୧: ଚୋରଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାଜଧାନୀର କାନ୍ଥବାଡ଼ରେ ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର ମାରିଛି। ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ପୋଲିସ ଅନୁରୋଧ କରିଛି। ଚୋର ଧରାଇ ଦେଲେ ୧୦…
କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ
ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, କାହାକୁ…
କଂଗ୍ରେସ ଛାଡ଼ିଥିବା ନେତାଙ୍କୁ ଫେରାଇ ଅଣାଯିବ: ଅଜୟ କୁମାର
ଭୁବନେଶ୍ୱର,୭।୧(ଅନିଲ ଦାସ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଭୁବନେଶ୍ୱର ଆସିଛନ୍ତି। କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ…
Archives


