ମେଟ୍ରୋ

ରାଜ୍ୟକୁ ପୁଣି ଫେରିଲା ତାତି, ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧୩ା୪: ରାଜ୍ୟକୁ ପୁଣି ତାତି ଫେରିଛି। ବର୍ଷା ହୋଇଥିବାରୁ କିଛିଦିନ ପାଗ ଟିକେ ଥଣ୍ଡା ଥିଲା। ତେବେ ଶନିବାର ପୁଣି ତାତିରେ ସିଝିଛନ୍ତି ଲୋକେ। ଆଜି ରାଜ୍ୟର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଥିବା ବେଳେ ପାରଳାଖେମୁଣ୍ଡି ସବୁଠୁ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି…

ଭାଜପାରେ ସାମିଲ ହେଲେ ବିଧାୟକ ବ୍ୟାମକେଶଙ୍କ ମାମୁ

ଭୁବନେଶ୍ୱର,୧୩।୪: ଭାଜପାରେ ସାମିଲ ହେଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ। ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଅଜୟ। ତେବେ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ…

‘ବିଜେଡିକୁ ହାରିବା ଭୟ ଘାରିଛି’

ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର…

ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ତୋମାର ସୂଚନା ଦେଇଛନ୍ତି। ଭାଜପା…

ଛିଣ୍ଡୁନି ୧୩ ଅଙ୍କ, ଛକାପଞ୍ଝାରେ ୩ ଦଳ

ଭୁବନେଶ୍ୱର,୧୩।୪: ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକାପଞ୍ଝା ସ୍ଥିତିରେ ୩ ଦଳ। ଛିଣ୍ଡୁନି ୧୩ଟି ବିଧାନସଭା ଆସନ। ବିଜେଡି, ଭାଜପା ଓ କଂଗ୍ରେସ…

ବିଧାୟକ ପଦ ରଦ୍ଦ ହେବା ପରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି

ଭୁବନେଶ୍ୱର,୧୩।୪: ବିଧାୟକ ପଦ ରଦ୍ଦ ହେବା ପରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ଭାଜପା ପ୍ରାର୍ଥୀ ଅରବିନ୍ଦ ଢାଲି ଆଇନର ଆଶ୍ରୟ ନେବେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ଏହା କହିଛନ୍ତି ।…

ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ…

ରୋଡ୍‌ଶୋରେ ବିଜେଡି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ବାଳକାଟୀ,୧୩ା୪(ମନୋଜ ମଣ୍ଡଳ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଲେଣି। ଶୁକ୍ରବାର ଭୁବନେଶ୍ୱର ଲୋକ ସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନବ କିଶୋର ମଲିକ ବାଳକାଟୀରେ…

‘ପ୍ରଧାନ ଶିକ୍ଷକଙ୍କୁ ବିଜେଡି ସପକ୍ଷରେ କାମ କରିବାକୁ ଷଡ଼ଯନ୍ତ୍ର’

ଭୁବନେଶ୍ୱର,୧୩।୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଲଜ୍ଜାର ସବୁ ସୀମା ଅତିକ୍ରମ କରିଗଲେଣି। ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ୮ ଜଣ ଅଫିସରଙ୍କୁ ବଦଳିକଲେ। ସମସ୍ତ ସରକାରୀ ପୋର୍ଟାଲରୁ ୫-ଟିର ଉଲ୍ଲେଖକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ…

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ଶନିବାର ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ। ଏହି ଅବସରରେ ସକାଳ ୭ଟା ୩୦ରେ ମୁଖ୍ୟ…

୧୪ରୁ ଅସହ୍ୟ ଗୁଳୁଗୁଳି, ୧୭ରୁ ଅସମ୍ଭାଳ ତାତି

ଭୁବନେଶ୍ୱର, ୧୩ା୪ (ଅସମାପିକା ସାହୁ): ରାଜ୍ୟରେ ପୁଣି ଗରମ ଓ ଗୁଳୁଗୁଳି ଲେଉଟିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୬.୨ ଓ ଜଗତ୍‌ସିଂହପୁରରେ ୩୬ ଡିଗ୍ରୀ ରହିଥିଲା। ବୌଦ୍ଧ ଓ ରାୟଗଡ଼ାର କିଛି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?