ମେଟ୍ରୋ

ବାଣୀବିହାର କ୍ୱାର୍ଟର୍ସରୁ ଉଚ୍ଛେଦ ହେଲା ଜବରଦଖଲ, ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରି…

ଭୁବନେଶ୍ୱର,୧୧ା୯: ବାଣୀବିହାର କ୍ବାର୍ଟର୍ସରୁ ଗୁରୁବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ପରେ କ୍ବାର୍ଟର୍ସ ଖାଲି କରାଯାଉଛି। ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସ ଆଜି ଖାଲି କରାଯାଉଛି। ଉଚ୍ଛେଦବେଳେ ପୋଲିସ ଫୋର୍ସ ମୁତୟନ ରହିଛି।

ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ। ଏଥିପାଇଁ...

ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

କଟକ,୧୧।୯(କାର୍ତ୍ତିକ ସାହୁ): ପ୍ରାୟ ୩ ଦଶନ୍ଧି ତଳର ଏକ ଦଓ୍ବୋନି ମାମଲାରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନଢ଼ କରିବାରେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏବେ ସରକାରଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨ଲକ୍ଷ...

ଭୁବନେଶ୍ୱର ‘ନ୍ୟୁ ସିଟି’କୁ ଅନୁମୋଦନ

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ୱର, ୧୧।୯(ସୁନିତ୍‌ ମିଶ୍ର): ଚଳିତ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବେ। ନୂଆ ଅବକାରୀ ନୀତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଆଲୋଚନା ହେବ ବୋଲି ଅବକାରୀ ମନ୍ତ୍ରୀ...

ବକେୟା ଟ୍ରାଫିକ ଚାଲାଣ ପୈଠ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଲେ ଓଡ଼ିଶା ସରକାର, ଜାଣନ୍ତୁ

ଭୁବନେଶ୍ୱର,୧୦ା୯: ସଡ଼କ ସୁରକ୍ଷା ଓ ମୋଟର ଯାନ ନିୟମ ପାଳନ କ୍ଷେତ୍ରରେ ଓଡ଼ିଶା ସରକାର ୩୧ ଜୁଲାଇ ୨୦୨୫ ସୁଦ୍ଧା ବକେୟା ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରିଛନ୍ତି। ଏହା ହ୍ରାସିତ ଜରିମାନା ପୈଠ କରି...

‘ନୂତନ ଭୁବନେଶ୍ୱର’ ସହରକୁ ମିଳିଲା କ୍ୟାବିନେଟ ଅନୁମୋଦନ, ୮୦୦ ଏକର…

ଭୁବନେଶ୍ୱର,୧୦ା୯: ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ଭୁବନେଶ୍ୱର ଉନ୍ନୟନ ଅଞ୍ଚଳ (ବିଡିପିଏ)ରେ ଏକ ଆଧୁନିକ ଓ ସମାବେଶୀ ସହରୀ କେନ୍ଦ୍ର ଗଠନ ପାଇଁ ‘ନୂତନ ସହର’ (ନିୟୁ ସିଟି) ଯୋଜନାକୁ ସାମ୍ବିଧାନିକ ଅନୁମୋଦନ ଦେଇଛି। ଗୋଠପାଟଣା, ମଳିମଳା ଓ ଦାଶପୁରର...

ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି, ଆଶାୟୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୧୦ା୯: ରାଜ୍ୟ ସରକାର ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍‌ ପ୍ରଦାନ ବନ୍ଦ ନିୟମାବଳୀ, ୨୦୨୨କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ...

ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୫ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୬ତମ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବ ଅନୁମୋଦିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗୃହ...

ଓଡ଼ିଶାରେ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ AI ବ୍ୟବହାର କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୧୦।୮: ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର କହିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡିବସିଲା ପୋଲିସ, ଆଉ ତା’ପରେ…

ଭୁବନେଶ୍ୱର,୧୦।୯: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ମେସିନ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍‌ ଓ ଏକ କେମିକାଲ ମିଶାଇ ବଜାରକୁ ଛାଡୁଥିଲେ। ଗତକାଲି ବିଳମ୍ବିତ ରାତିରେ କଟକ...

ନବୀନ ନିବାସରେ ପହଞ୍ଚିଲା ବାଲେଶ୍ୱର ବିଜେଡି କଳି, ମେଳିରେ ସାମିଲ ହୋଇଛନ୍ତି…

ଭୁବନେଶ୍ୱର,୧୦ା୯: ବାଲେଶ୍ୱରରେ ତୁଟିଲାନି କଳି। ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri