ବାହାରକୁ ଯାଉଥିଲେ ଘରେ ତାଲା ପକାନ୍ତୁ: ଡିସିପି
ଭୁବନେଶ୍ୱର,୨୧।୧୦ (ସୂର୍ଯ୍ୟକାନ୍ତ ବେହେରା): ସାବଧାନ ହୋଇଯାଆନ୍ତୁ। କାରଣ ଏବେ ରାଜଧାନୀର ଗଳିକନ୍ଦିରେ ମାତିଛନ୍ତି ଲୁଟେରା। ଆଉ ଏବେ ଦୁର୍ଗାପୂଜା ମାହୋଲରେ ଅପରାଧୀ ବେଶ୍ ସକ୍ରିୟ। ବିଗତ ୧ ମାସ ମଧ୍ୟରେ ରାଜଧାନୀରେ ଚୋରି, ଛିନ୍ତାଇ, ଲୁଟ ଭଳି ଘଟଣା ବଢିବାରେ...
ଦୟାରେ ପଡୁଛି ଆବର୍ଜନା
ପୁରୁଣା ଭୁବନେଶ୍ୱର,୨୧।୧୦(ସୁବାସ ଚନ୍ଦ୍ର ପ୍ରଧାନ): ପାର୍ବଣ ଆରମ୍ଭରୁ କମିଶନରେଟ ପୋଲିସ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ଦୟା ବ୍ରିଜ ତଳେ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି। ଏଠାରେ ପୂଜା ମଣ୍ଡପ, ଘରୋଇ ଓ ସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମୂର୍ତ୍ତି...
କଡ଼ା ସୁରକ୍ଷା ଭିତରେ ମାତିଲେ ଅପରାଧୀ
ଭୁବନେଶ୍ୱର,୨୧।୧୦(ସତ୍ୟଜିତ୍ ରାଉତ): ଦୁର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ସୁରକ୍ଷା ପାଇଁ ବରିଷ୍ଠ ଅଧିକରୀଙ୍କ ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସହରକୁ ରଖାଯାଇଥିବା ବେଳେ ଅପରାଧୀ ଏହାକୁ ଖାତିର କରୁନାହାନ୍ତି। ଶୁକ୍ରବାର...
ପିନାକୀ ମିଶ୍ରଙ୍କୁ ବହିଷ୍କାର କରାଯାଉ: ଭାଜପା
ଭୁବନେଶ୍ୱର, ୨୧।୧୦(ସୁନିତ୍ ମିଶ୍ର): ସଂସଦରେ ‘ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ପୁରୀ ଏମ୍ପି ପିନାକୀ ମିଶ୍ରଙ୍କ ସମ୍ପୃକ୍ତି ଅଛି ବୋଲି ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ସ୍ପଷ୍ଟ...
ପଶ୍ଚିମବଙ୍ଗରେ ପୂଜା ପେଣ୍ଡାଲ ବୁଲିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୧ା୧୦(ସୁନିତ୍ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୂଜା ପର୍ବରେ ସାମିଲହୋଇ ବିଭିନ୍ନ ପୂଜା ପେଣ୍ଡାଲ ବୁଲିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ପଶ୍ଚିମବଙ୍ଗର...
ଗଜପତିରେ ‘ଲକ୍ଷ୍ମୀ’: ଚାଲିଲା ୩୬ ବସ୍
ଭୁବନେଶ୍ୱର, ୨୧ା୧୦ (ଅନିଲ ଦାସ)/ ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା): ମାଲକାନଗିରି ଜିଲା ପରେ ଗଜପତି ଜିଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍...
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୧।୧୦(ସୁନିତ୍ ମିଶ୍ର): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କାଜୁ ଉନ୍ନୟନ ନିଗମ ଏମ୍ଡି ଦିପ୍ତୀ ମହାପାତ୍ରଙ୍କୁ ଦକ୍ଷତା ବିକାଶ ଏବଂ...
ଏମ୍ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର, ୨୧।୧୦ (ଅସମାପିକା ସାହୁ): ଏମ୍ସ ଭୁବନେଶ୍ୱରରେ ଶୁକ୍ରବାର ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଚିକିତ୍ସା ବିଲ୍ ପେମେଣ୍ଟ ପାଇଁ କାଉଣ୍ଟରରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବ ନାହିଁ। ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା...
ସାଲିଆ ସାହିରେ ଚଢ଼ାଉ
ଭୁବନେଶ୍ୱର,୨୦।୧୦ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ତିଆରି ହେଉଛି ଦେଶୀ ମଦ। ବିଶେଷକରି ବସ୍ତି ଅଞ୍ଚଳରେ ଦେଶୀ ଭାଟି ରହିଥିବାବେଳେ ଏଠାରୁ ସହର ସମେତ ବାହାରକୁ ମଧ୍ୟ ମଦ ଚୋରା ଚାଲାଣ ହେଉଛି। ପୋଲିସ ଓ ଅବକାରୀ...
ସ୍ବଭାବିକ ହେଲା ବସ୍ ଚଳାଚଳ: ୩୧ ଯାଏ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୨୦।୧୦: ପୁଣି ସ୍ବଭାବିକ ହେଲା ବସ୍ ଚଳାଚଳ। ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ବସ ଧର୍ମଘଟ ଆସନ୍ତା ୩୧ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଶୁକ୍ରବାର ରାତିରେ...
ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷପରେ ଆସିଲା ରାୟ
ଭୁବନେଶ୍ୱର,୨୦।୧୦: ବହୁଚର୍ଚ୍ଚିତ ଭୁବନେଶ୍ୱର ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷପରେ ରାୟ ଆସିଛି। ଦୋଷୀ ୩ ଜଣଙ୍କୁ ଏଡିଜେ-୨ ଆଜୀବନ ସଜା ଶୁଣାଇଛନ୍ତି। ସେମାନେ ହେଲେ ଚିତ୍ତରଞ୍ଜନ, ରୁଦ୍ର ନାରାୟଣ ଏବଂ ଜିତୁ। ଅନ୍ୟପକ୍ଷେ ଘଟଣାର ଚତୁର୍ଥ ଅଭିଯୁକ୍ତଙ୍କର...
ସାରେଗାମା ଜୀ ଲିଟିଲ୍ ଚାମ୍ପ୍ରେ ବାଜି ମାରିଲେ ତନୁଶ୍ରୀ
ଭୁବନେଶ୍ୱର,୨୦ା୧୦: ଜୀ ସାର୍ଥକ ଓଡ଼ିଆ ଟେଲିଭିଜନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ସାରେଗାମାପା ଲିଟିଲ୍ ଚାମ୍ପ୍ ୨୦୨୩’ର ବିଜେତା ହୋଇଛନ୍ତି ତନୁଶ୍ରୀ ଜେନା। ଏହି ଶୋ’ରେ ଓଡ଼ିଶାର କୋଣ ଅନୁକୋଣରୁ ବଛା ହୋଇ ଆସିଥିବା ପ୍ରତିଯୋଗୀମାନଙ୍କୁ...
Archives


