ମେଟ୍ରୋ

ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ, ୨ ଦିନ ଭିତରେ ଦାବି ପୂରଣ ନ ହେଲେ…

ଭୁବନେଶ୍ୱର,୧୩।୩: ଦୁଇ ଦିନ ଧରି ରାଜଧାନୀରେ ଆନ୍ଦୋଳନ କରି ଆସୁଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ବୁଧବାର ମେୟର ସୁଲୋଚନା ଦାସଙ୍କ ସହ ସଂଘ ଆଲୋଚନା କରିବାପରେ ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ୨ଦିନ ଭିତରେ ଦାବି…

ନବୀନଙ୍କ ବଡ଼ ଘୋଷଣା: ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି

ଭୁବନେଶ୍ୱର,୧୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବାକୁ ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲାର ମନମୁଣ୍ଡା, ପୁରୁଣା…

ବଦଳିବ ପାଗ: ୧୪ରୁ ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୩।୩: ରାଜ୍ୟରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର

ଭୁବନେଶ୍ୱର,୧୩ା୩(ଅନୁରାଧା ମହାରଣା): କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଇପିସି…

ତୁଟିଛି ମେଣ୍ଟ ଭାଗବଣ୍ଟା, ଏବେ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୧୩।୩(ସୁନିତ୍‌ ମିଶ୍ର): ବିଜେଡି-ଭାଜପା ଭିତରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ସେ କଥାର କୌଣସି ସ୍ପଷ୍ଟ ଚିତ୍ର ବାହାରକୁ ଆସୁନାହିଁ। ଉଭୟ ଦଳର ନେତା ଯଦିଓ ମେଣ୍ଟ କଥାକୁ ଖଣ୍ଡନ କରୁନାହାନ୍ତି, ସେମାନଙ୍କ ନିକଟରେ…

ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି…

ଭୁବନେଶ୍ୱର,୧୨।୩: କାହାକୁ ମିଳିବ କେଉଁଠି ଆସନ। ଡିଲ୍‌ ତ ସରିଛି ହେଲେ ଭାଗବଣ୍ଟାକୁ ନେଇ କଣ୍ଟ ଛିଡୁନି। ତେବେ ଏପରି ଝୁଲା ସ୍ଥିତି ରହିଲେ ମେଣ୍ଟକୁ ନେଇ କେବଳ ଓଡିଶାବାସ ନୁହନ୍ତି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତାଏ ବି…

ସନ୍ତୋଷ ଉପାଧ୍ୟାୟ ହେଲେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର,୧୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସେ…

ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ…

ରେଲଓ୍ବେ ସାମଗ୍ରୀ ଚୋରି, ୩ ଗିରଫ

କଟକ,୧୨ା୩ (କାର୍ତ୍ତିକ ସାହୁ) ରେଲଓ୍ବେ ସାମଗ୍ରୀ ଚୋରି ଅଭିଯୋଗରେ କଟକ ଆର୍‌ପିଏଫ୍‌ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ଚୋରି ରେଲଓ୍ବେ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ ସଦର…

ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ

ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍‌ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ…

୯୮-୪୯ ୧୩-୮, ଫାଇନାଲ ହେଲା ଆସନ ବୁଝାମଣା! ଏହି ଠୁ ଲଢିବେ ଅପରାଜିତା…

ଭୁବନେଶ୍ୱର,୧୨।୩: ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ସାରା ଓଡ଼ିଶାର ନଜର ଏହା ଉପରେ । ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ରହିଛି ଅଡୁଆ । ଲୋକସଭାରେ ସହମତି ହେଲେ…

Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍‌ ଓ ସିବିଜେଡ୍‌, ସଂସ୍କୃତ, ହିନ୍ଦୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri