ମେଟ୍ରୋ

ଭୂ-ସଂସ୍କାର ସଂଶୋଧନ ବିଲ୍‌ ବିଧାନସଭାରେ ଗୃହୀତ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ରାଜ୍ୟରେ ସିକିମ ଭାବେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ସ୍ବତ୍ୱ/ରୟତି ଅଧିକାର ମିଳିବ। ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ର ସଂଶୋଧନ କରାଯାଇଛି। ଏହି ସଂଶୋଧନ...

୫୦ ବର୍ଷରେ ପଦାର୍ପଣ କଲା ‘ଧରିତ୍ରୀ’ ଖବରକାଗଜ: ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର,୨୪।୧୧: ‘ଧରିତ୍ରୀ’ ଖବରକାଗଜ ୫୦ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଆରା ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକାକଳା ଧରିତ୍ରୀର ‘୫୦ ତମ ଜନ୍ମଦିନ ବିଶେଷାଙ୍କ’ ପ୍ରଚ୍ଛଦରେ ସ୍ଥାନିତ ହୋଇଛି।...

ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇଛନ୍ତି ୪୦ ହଜାର ଶ୍ରମିକ

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନରେ ବିଧାନସଭାରେ ଉତ୍ତର ଶ୍ରମ, ନିୟୋଜନ ଓ କର୍ମଚାରୀ ବିମା ମନ୍ତ୍ରୀ ସାରଦା ପ୍ରସାଦ...

୨ ବର୍ଷରେ ବିକ୍ରି ହେଲାଣି ୬୬ ହଜାର ଇଲେକ୍ଟ୍ରିକ ଯାନ

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ଓଡିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଲାଗୁ ହେବା ପରଠାରୁ ୨୦୨୩ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୬ ହଜାର ୪୬୭ ଟି ଦୁଇ ଚକିଆ, ୩ ଚକିଆ, ୪ ଚକିଆ ଯାନ ବିକ୍ରି ହୋଇଛି। ସେଥିରୁ ୫୮...

ଖର୍ଚ୍ଚ ହୋଇ ପାରୁନି ବିଧାୟକ, ଏମ୍‌ପି ଆଞ୍ଚଳିକ ଉନ୍ନୟନ ପାଣ୍ଠି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରେ ବିଧାୟକ ଓ ଏମପି ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବହୁ କୋଟି ଟଙ୍କା ପଡ଼ି ରହୁଛି। ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମଏଲଏ...

କେବିସି ଜୁନିଅରରେ ଓଡ଼ିଆ ପୁଅ ଅତ୍ୟୁକ୍ତ

ଭୁବନେଶ୍ୱର, ୨୪ା୧୧(ଅସମାପିକା ସାହୁ):ଚଳିତ ସିଜନ୍‌ର କୌନ୍‌ ବନେଗା କରୋଡ଼ପତି(କେବିସି) ଜୁନିଅରରେ ଚମକିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ ବର୍ଷ ବୟସ୍କ ଅତ୍ୟୁକ୍ତ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି। କେବଳ ଏତିକି ନୁହେଁ, କେବିସିର...

ଆଜି ଯୁବ ସମ୍ମିଳନୀ: ସୋନୁ, ରିକି ମୁଖ୍ୟ ଆକର୍ଷଣ

ସାରା ବିଶ୍ୱ ପାଇଁ ଜଳବାୟୂ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରୁଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ...

ଧରିତ୍ରୀ କାର୍ଯ୍ୟାଳୟରେ ଅଭିନେତା ସୋନୁ ସୁଦ୍‌

ଭୁବନେଶ୍ବର,୨୩।୧୧: ଅଭିନେତା ତଥା କରୋନା ସମୟରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ଧରିତ୍ରୀ ୟୁଥ କନକ୍ଲେଭରେ ଯୋଗ ଦେବା ପାଇଁ ଗୁରୁବାର ଭୁବନେଶରସ୍ଥିତ ଧରିତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ଧରିତ୍ରୀ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ...

ବିଧାନସଭା ଆଗରେ ଧାରଣା ଦେଲେ ଫିଲ୍ମ ପ୍ରଯୋଜିକା

ଭୁବନେଶ୍ୱର,୨୩ା୧୧: ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବ୍ଲକ...

୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ

ଭୁବନେଶ୍ୱର,୨୩।୧୧(ଅନିଲ ଦାସ)ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ...

ସୁଜାତା କାର୍ତ୍ତିକେୟନଙ୍କୁ ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨ା୧୧: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବୁଧବାର ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ...

ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଅଟୋଚାଳକ, ଆଜି ବୁଜିଲେ ଆଖି

ଭୁବନେଶ୍ୱର,୨୨ା୧୧: ପାରିବାରିକ କଳହ ଯୋଗୁ ରାଜଧାନୀର ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନଙ୍କ ବୁଧବାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଲକ୍ଷ୍ମଣ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri