ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’
ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ।...
ଓପିସିସି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ହେଲେ ଅମିୟ ପାଣ୍ଡବ
ଭୁବନେଶ୍ୱର, ୨୨।୧୨(ସୁନିତ୍ ମିଶ୍ର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ବିଶିଷ୍ଟ ସାହିତି୍ୟକ ଅମିୟ ପାଣ୍ଡବଙ୍କୁ ଓପିସିସିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଯୁକ୍ତି...
ସଂସ୍କୃତରେ ଅରୁଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର,୨୨।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୪ଟି ଆଞ୍ଚଳିକ ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଓ ସଂସ୍କୃତ ଭାଷାରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଅରୁଣ ରଞ୍ଜନ ମିଶ୍ରଙ୍କୁ ଚଳିତ ବର୍ଷ...
ନୂଆ ରୂପ ପାଇବ ରେଭେନ୍ଶା ବାଳିକା ଉଚ୍ଚ ବିଦ୍ୟାଳୟ
କଟକ/ଭୁବନେଶ୍ୱର,୨୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ/ଅନିଲ ଦାସ): ୧୫୦ବର୍ଷର ପୁରାତନ ଐତିହାସିକ ରେଭେନ୍ଶା ବାଳିକା ଉଚ୍ଚ ବିଦ୍ୟାଳୟ ହେରିଟେଜ୍ କୋଠାକୁ ନୂଆ ରୂପ ଦିଆଯିବ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର...
ବର୍ଷର ସବୁଠାରୁ ଛୋଟ ଦିନ ହେବ ଡିସେମ୍ବର ୨୨
ଭୁବନେଶ୍ୱର,୨୧।୧୨(ଅସମାପିକା ସାହୁ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏ ବର୍ଷ ଡିସେମ୍ବର ୨୨...
ବିଏସ୍କେଓ୍ବାଇର କଳେବର ବୃଦ୍ଧି, ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଭୁବନେଶ୍ୱର,୨୧ା୧୨: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଦିଗରେ ଓ ସରକାରଙ୍କ ଅନନ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ଓ୍ବାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି...
କାଲିଠୁ କମିବ ଶୀତ, ବଢ଼ିବ କୁହୁଡ଼ି
ଭୁବନେଶ୍ୱର,୨୧ା୧୨: ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମିବ। କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ...
ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି
କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ...
ରାତି ଡ୍ରାଇଭରଙ୍କୁ ମାଗଣା ଚା’, ପଇସା ଦେବେ ସରକାର
ଭୁବନେଶ୍ୱର,୨୧ା୧୨: ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାତିରେ ଗାଡ଼ି...
ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ...
ମନ ଜିଣୁଛି ତୋଷାଳି ମେଳା
ଭୁବନେଶ୍ୱର,୨୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀବାସୀ ଶୀତୁଆ ସାକୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବେଶ୍ ଉପଭୋଗ କରୁଛନ୍ତି। ପରିବାର, ସାଙ୍ଗସାଥୀ ମେଳରେ ମେଳା ବୁଲୁଛନ୍ତି। କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିଆରା ଅନୁଭବ ଦେଉଛି। ଅନ୍ୟପଟେ ଭଳିକି ଭଳି ଖାଦ୍ୟର ବାସ୍ନା...
ଟେଲିକମ୍ ବିଲ୍: ଗଣମାଧ୍ୟମର କଣ୍ଠରୋଧ, ପ୍ରିଭେସିରେ ହସ୍ତକ୍ଷେପ
ଭୁବନେଶ୍ୱର,୨୧ା୧୨ (ବ୍ୟୁରୋ)ଲୋକ ସଭାରେ ସୋମବାର ଆଗତ ମୋଦି ସରକାରଙ୍କ ୪୬ ପୃଷ୍ଠା ସମ୍ବଳିତ ଟେଲିକମ୍ୟୁନିକେଶନ୍ସ ବିଲ୍, ୨୦୨୩ ବୁଧବାର ଏକପ୍ରକାର ବିରୋଧୀ ବିହୀନ ଗୃହରେ ଧ୍ୱନିମତରେ ପାରିତ ହୋଇଛି। ଉକ୍ତ ବିଧେୟକକୁ ଟେଲି ଯୋଗାଯୋଗ ଶିଳ୍ପ ସ୍ବାଗତ କରିଥିବାବେଳେ ଆଇନଜୀବୀ,...
Archives


