ଅପହଞ୍ଚ ଓ୍ବାନ୍କାର୍ଡ
ଭୁବନେଶ୍ୱର,୧୪ା୧(ଅନିଲ ଦାସ)କୋଭିଡ୍ ମହାମାରୀ ସମୟରେ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ଜୁନ୍ ୧ରୁ ସମଗ୍ର ଦେଶରେ ଓ୍ବାନ୍ ନେଶନ, ଓ୍ବାନ୍ ରାଶନ କାର୍ଡ (ଓଏନ୍ଓଆର୍ସି) ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ନିଜ ଗାଁ...
କାମାକ୍ଷାନଗର ବାର୍ ଆସୋସିଏଶନ୍ ନିର୍ବାଚନ ମାମଲା: ବାର୍ ସଭାପତି, ନିର୍ବାଚନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍ ଆସୋସିଏଶନ୍ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।...
ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୨।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ...
ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ସୁର ରାଉତରାୟଙ୍କ ପୁଅ ମନ୍ମଥ
ଭୁବନେଶ୍ୱର,୧୨ା୧: କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ସୁର ଶୁକ୍ରବାର ଘୋଷଣା କରିଛନ୍ତି। ସୁର ଗଣମାଧ୍ୟମ ଆଗରେ ଏକଥା ସ୍ପଷ୍ଟ କରିଛନ୍ତି। ସୁର...
ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିବା କହି ମହିଳାଙ୍କୁ ଲବଙ୍ଗ ଦେଇ ଲୁଟୁଥିଲେ ଜ୍ୟୋତିଷ
ଭୁବନେଶ୍ୱର, ୧୨।୧: ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଗୁରୁବାର ଦିନ ଜଣେ ଜ୍ୟୋତିଷଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଅଭିଯୁକ୍ତଙ୍କ ନାମ ନୀଳାମ୍ବର ପାଣି ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ନୀଳାମ୍ବର ଲୋକଙ୍କର ବୈବାହିକ ଏବଂ ଆର୍ଥିକ ପର୍ଯ୍ୟନ୍ତ ସମସ୍ୟାର...
Video: କହିଲେ କରାଇଦେବେ ଚାକିରୀ, ଠକିନେଲେ ୯ ଲକ୍ଷ ଟଙ୍କା
ଭୁବନେଶ୍ୱର, ୧୨।୧: ପୁଣି ରାଜଧାନୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ। ଚାକିରୀ କରେଇ ଦେବାକୁ କହି ଯୁବକଙ୍କଠାରୁ ଠକିନେଲେ 9 ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ଦେଲେ ଯୁବକ। ବର୍ତ୍ତମାନ ସମୟରେ ଚାକିରୀ ଖଣ୍ଡିଏ ପାଇବା ପାଇଁ କାଇଁ...
Video: ସାବଧାନ ମାତିଛନ୍ତି ସାଇବର ଠକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ?
ଭୁବନେଶ୍ୱର, ୧୨।୧: ବର୍ତ୍ତମାନ ସମୟରେ ସାଇବର ଠକ୍ ଏତେ ଚତୁର ହୋଇଯାଇଛନ୍ତି ଯେ ସେମାନେ କିଛି ସେକେଣ୍ଡରେ ବ୍ୟାଙ୍କ ଆକାଉଣ୍ଟରୁ ପୁରା ଟଙ୍କା ଲୁଟି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଲୋକଙ୍କୁ ଠକେଇ କରିଥାନ୍ତି ସାଇବର...
ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ
ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି।...
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି।...
ଗୁଗଲ୍ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ
ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍ତାଇ, ଲୁଟ୍ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ...
ଲାଉରୁ ତୁମ୍ବା କ୍ରାଫ୍ଟ
ଭୁବନେଶ୍ୱର,୧୧।୧(ଶର୍ମିଷ୍ଠା ପାଣିଗ୍ରାହୀ)ତୁମ୍ବା କ୍ରାଫ୍ଟ। ଶୁଣିବାକୁ ନୂଆ ଲାଗୁଥିଲେ ବି ଏହା ହେଉଛି ଆଦିବାସୀଙ୍କ କଳା ଦକ୍ଷତାର ନିଆରା ଝଲକ। ଆମେ ଖାଉଥିବା ପରିବା ‘ଲାଉ’କୁ ଆଦିବାସୀମାନେ ତୁମ୍ବା କହିଥାଆନ୍ତି। ଆଉ ସେହି ଲାଉ ଅର୍ଥାତ୍ ତୁମ୍ବାରୁ ତିଆରି ହୋଇଛି ଆକର୍ଷଣୀୟ...
ତଥ୍ୟ ନ ଥାଇ ସଫଳତା ଆକଳନ
ଭୁବନେଶ୍ୱର, ୧୧।୧ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉପଦ୍ରବ କମିବ, ତା’ ସାଙ୍ଗକୁ ସହରକୁ ‘ରାବିଜ୍ ଫ୍ରି’ ସିଟି କରାଯିବ। ସହରବାସୀଙ୍କୁ ଏଭଳି କିଛି ସ୍ବପ୍ନ ଦେଖାଉଛି ବିଏମ୍ସି। ସୋମବାର ହାଇକୋର୍ଟ କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଲାଗିଥିବା ରହିତାଦେଶ...
Archives


