ବିରୋଧୀ ଛାନିଆ, ଦୁଇଟି ଆସନରୁ ଲଢିବେ ନବୀନ!
ଭୁବନେଶ୍ୱର,୬।୪: ରାଜ୍ୟବାସୀ ଦେଖିବାକୁ ଯାଉଛନ୍ତି ପଶ୍ଚିମ ଓଡ଼ିଶାରେ ବଡ଼ ଲଢେଇ। ଏବେ ୨୪ ନିର୍ବାଚନର ବଡ଼ ମଇଦାନ ସାଜିଛି ପଶ୍ଚିମ ଓଡ଼ିଶା। ଓଡିଶାର ହଟ୍ ସିଟ ପାଲଟିବାକୁ ଯାଉଛି ପଶ୍ଚିମ ଓଡ଼ିଶା। ଏକଥା ଆମେ କହୁନୁ, ରାଜ୍ୟ ରାଜନୀତିରେ ଜୋର ଧରିଲାଣି…
ମୋ’ ବସ୍ ଦୁର୍ଘଟଣା: ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଜିଲା ପ୍ରଶାସନ
ଭୁବନେଶ୍ୱର,୬ା୪: ଖୋର୍ଦ୍ଧା ଜିଲାର ପିତାପଲି ନିକଟରେ ଶନିବାର ଏକ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ଏବଂ ଉଚ୍ଚ ଚିକିତ୍ସା ଆବଶ୍ୟକ କରୁଥିବା ୬ ଗୁରୁତରଙ୍କୁ ତୁରନ୍ତ ଆମ୍ବୁଲାନ୍ସ…
ଭାଜପା ଛାଡ଼ିଲେ ରଘୁନାଥ ମହାନ୍ତି
ଭୁବନେଶ୍ୱର,୬ା୪: ବରିଷ୍ଠ ନେତା ରଘୁନାଥ ମହାନ୍ତି ଶନିବାର ଭାଜପା ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୂରା ପରିବାର ସହ ରଘୁନାଥ ଭାଜପା ଛାଡ଼ିଥିବା ଜଣାପଡ଼ିଛି। ରଘୁନାଥ ୧୯୯୦ ଓ ୧୯୯୫ରେ ଓଡ଼ିଶା…
ଶ୍ରୀମୟୀ ଆଉଟ୍! ଅନନ୍ତ-ଅମରେଶଙ୍କୁ ମିଳିବନି ଟିକେଟ୍
ଭୁବନେଶ୍ୱର,୬।୪: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ…
ଖରାରେ କଲବଲ ସାରା ଓଡ଼ିଶା: ଅଂଶୁଘାତରେ ୮ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର,୬।୪: ଫୁଟୁଛି ସାରା ଓଡିଶା। ଗରମ ପବନ କଲବଲ ହେଉଛନ୍ତି ଓଡିଶାବାସୀ। ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ…
ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ!
ଭୁବନେଶ୍ୱର,୬।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ…
ବିଜେଡିର ଛିଡୁନି ବାଲେଶ୍ୱର ଅଙ୍କ: ପ୍ରତାପଙ୍କ ବିରୋଧରେ କାହାକୁ ଓହ୍ଲାଇବ ଦଳ
ଭୁବନେଶ୍ୱର,୬।୪: ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି। ଘୋଷଣା…
ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ସୁର
ଭୁବନେଶ୍ୱର,୬।୪: ଭୁବନେଶ୍ୱର ଏମ୍ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁରେଶ ରାଉତରାୟଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ସମୟରେ ପୁଅ ମନ୍ମଥ,…
୨୪ ଘଣ୍ଟା ଯାଏ ରହିବ ହିଟ୍ୱେଭ: ଏହି ସବୁ ଜିଲାକୁ ସତର୍କତା ଜାରି
ଭୁବନେଶ୍ୱର,୬।୪: ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍ୱେଭ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ତେବେ କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ…
ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ…
ଭୁବନେଶ୍ୱର,୬।୪: ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭୁବନେଶ୍ୱର କାହିଁକି ଅଧିକ ଉତ୍ତପ୍ତ ହେଲା, ସମସ୍ତଙ୍କ ମନରେ…
ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ
ଭୁବନେଶ୍ୱର,୬ା୪(ଅସମାପିକା ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ୨୦ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିପାଇଁ ସମୁଦାୟ ୮,୬୧୧ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୩,୧୪୮ଜଣ ଅନ୍ଲାଇନ୍ରେ ଓ ୫,୪୬୩ଜଣ…
ଝୁଲିଛି ୩୯ ଆସନ: ଅଧିକାଂଶରେ ବିଦ୍ରୋହୀ ଚିନ୍ତା
ଭୁବନେଶ୍ୱର,୬ା୪(ଅନିଲ ଦାସ): ବିଜେଡି ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୨୦ ଲୋକ ସଭା ଏବଂ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ୱର ଲୋକ ସଭା ଆସନ ସମେତ ୩୯ ବିଧାନସଭା ଆସନର ଘୋଷଣା ବାକି ରହିଛି।…
Archives


