କଂଗ୍ରେସ ଖୋଜୁଛି ନୂଆ ମୁହଁ
ନିିଶ୍ଚିନ୍ତକୋଇଲି,୧୧ା୪(ଅଶୋକ କୁମାର ମହାପାତ୍ର)୨୦୨୪ ସାଧାରଣ ନିର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଚଳଚଞ୍ଚଳ ହୋଇଉଠିଛି। ଭାଜପା ନୂଆ ମୁହଁ ଭାବେ ସୁମନ୍ତ ଘଡ଼େଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅଙ୍କିତ ପ୍ରତାପ ଜେନାଙ୍କ ନାମରେ ମୋହର ମାରିଥିଲା। କିନ୍ତୁ କଂଗ୍ରେସ ଏଯାବତ୍ ପ୍ରାର୍ଥୀଙ୍କ…
ରାଜଧାନୀରେ ଝିପିଝିପି ବର୍ଷା, ଏହି ଜିଲାରେ ପ୍ରବଳ ଛେଚିବ
ଭୁବନେଶ୍ୱର,୧୧।୪: ଟ୍ବିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବା ନେଇ…
ସୁଧ ଟଙ୍କା ପାଇଁ ଘରେ ପଶି ଶ୍ୱଶୁର-ବୋହୂଙ୍କୁ ହାଣିଲେ
ଭୁବନେଶ୍ୱର,୧୧।୪: ରାଜଧାନୀରେ ଗତ ରାତିରେ ଘଟି ଯାଇଛି ଅଭାବନୀୟ ଘଟଣା। ବୁଧବାର ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି…
ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ବୁଦ୍ଧାଦିତ୍ୟ
କଟକ,୧୧ା୪ (କାର୍ତ୍ତିକ ସାହୁ)ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ସେ ବିଡ଼ାନାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇନାହିଁ। ହେଲେ ଚଳଚ୍ଚିତ୍ର ପ୍ରଯୋଜକ ଓ କଳାକାରଙ୍କ ମଧ୍ୟରେ…
‘ମଲିଆ ବ୍ରାହ୍ମଣମାନେ ଓଡ଼ିଶାର ପ୍ରାଚୀନ ଅଧିବାସୀ’
ପୁରୀ, ୧୧ା୪(ଅଜିତ୍ ମହାନ୍ତି)ମନ୍ଦିର ନଗରୀ ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀକପିଳେଶ୍ୱର ମହାଦେବଙ୍କ ମନ୍ଦିର। ସନାତନ ଶାସ୍ତ୍ରରେ ଏହା କପିଳମୁନି ମନ୍ଦିର, କପିଳନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଭାବେ ବର୍ଣ୍ଣିତ ଅଛି। ବର୍ତ୍ତମାନ ଏହା କପିଳେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ।…
ରୋଗୀ ଆଟେଣ୍ଡାଣ୍ଟଙ୍କୁ ପିଟିଲା ପୋଲିସ
କଟକ, ୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ଏସ୍ସିବି ମେଡିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ମଙ୍ଗଳବାର ରାତିରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବା ପାଇଁ…
କଟକରେ ଡରାଇଲାଣି ଜଣ୍ଡିସ୍
କଟକ,୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗରରେ ଲୋକମାନେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବାବେଳେ ସିଏମ୍ସି ପକ୍ଷରୁ ଏହାକୁ ଲୁଚାଇବାକୁ ଚେଷ୍ଟା କରାଯାଇ ଭୁଲ୍ ତଥ୍ୟ ଦିଆଯାଉଛି। ସଂକ୍ରମିତଙ୍କ ପାଇଁ କୌଣସି ବ୍ୟବସ୍ଥା…
ଓଡ଼ିଶା ଆସିବେ ସୋନିଆ, ରାହୁଲ
ଭୁବନେଶ୍ୱର,୧୦ା୪: ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। କୋରାପୁଟ ଗସ୍ତରେ ପ୍ରଚାର ପାଇଁ ଆସିବେ ସୋନିଆ ଏବଂ ରାହୁଲ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲାକା। ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା…
ଷ୍ଟ୍ରଙ୍ଗ୍ରୁମ୍ରେ ପହଞ୍ଚିଲା ଇଭିଏମ୍
ଭୁବନେଶ୍ୱର,୧୦ା୪: ନିର୍ବାଚନ ପୂର୍ବରୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଖୋର୍ଦ୍ଧାସ୍ଥିତ ପଣ୍ୟାଗାରରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆସି ପହଞ୍ଚିଛି ଇଭିଏମ୍। ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ୍…
ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ
ଭୁବନେଶ୍ୱର,୧୦ା୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର କସରତ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଉକ୍ତ କମିଟିରେ…
ଆରମ୍ଭ ହେଲା ଧରପଗଡ଼: ଗାଡ଼ିରେ କଳାକାଚ ଲଗାଇଥିଲେ ଗଣିବେ ୫ହଜାର ଜରିମାନା, ଯିବେ ଜେଲ୍
ଭୁବନେଶ୍ୱର,୧୦।୪: ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଟଙ୍କା କାରବାର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ିରୁ କଳାକାଚ ହଟାଇବା ଅଭିଯାନକୁ ବୁଧବାରଠାରୁ ଜୋରଦାର କରିଛି କମିଶନରେଟ ପୋଲିସ। ପ୍ରଥମ ଦିନରେ ୪୦ରୁ ଅଧିକ ଗାଡ଼ିରେ ଲାଗିଥିବା…
ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା!
ଭୁବନେଶ୍ୱର,୧୦।୪: ଭାଜପା ଛାଡିବେ ଅଭିନେତ୍ରୀ ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବିଦୁସ୍ମିତା ଦାଶ ମନ୍ତ୍ରୀ। ପଦ୍ମ ଛାଡ଼ି ଶଙ୍ଖ ଫୁଙ୍ଖିବେ ଅଭିନେତ୍ରୀ। ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହେଲାଣି । ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ କୁମାର…
Archives


