ଲୋକପାଳ ନିଯୁକ୍ତ କରିନାହାନ୍ତି ଓଡ଼ିଶାର ୧୧ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧୪।୩(ଅସମାପିକା ସାହୁ)ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମ ମାନୁନାହାନ୍ତି। ଏହି ଖିଲାପୀ ତାଲିକାରେ ଭାରତର ଅନେକ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ବେ ବହୁ...
ଦୋଳବେଦି ପାଇବ ନୂଆରୂପ
ପୁରୀ,୧୪ା୩ (ଅଜିତ୍ ମହାନ୍ତି)ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବିଶେଷ ନୀତି ଦୋଳବେଦିରେ ଅନୁଷ୍ଠିତ ହୋଇଥାଏ। ଦୋଳପୂର୍ଣ୍ଣିମା ପୂର୍ବଦିନ ଦୋଳବେଦିରେ ସ୍ବତନ୍ତ୍ର ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହେବା ସହ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ବିମାନରେ ଦୋଳବେଦିକୁ...
୨୬ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଉଦ୍ଘାଟନ କରିବା ସହ ୧୨ଟି ଜିଲାରେ ୨୬ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଶୁଭାରମ୍ଭ କରିଛନ୍ତି। ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ...
ସୋନପୁରକୁ ଗଡ଼ିବ ୪ ଟ୍ରେନ
ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା)ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି। ଏବେ ସୋନପୁରକୁ ୪ଟି ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡା ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ବଲାଙ୍ଗୀର...
ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ
୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍ ଅଫ୍ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର...
୬ ବର୍ଷ ପରେ ପୁଣି ଦେଖାଗଲା ବ୍ଲାକ୍ ପାନ୍ଥର
ଭୁବନେଶ୍ୱର, ୧୪।୩(ଅସମାପିକା ସାହୁ)ଓଡ଼ିଶାରେ ପୁଣି ଦେଖିବାକୁ ମିଳିଛି ବ୍ଲାକ ପାନ୍ଥର ବା କଳା କଲରାପତରିଆ ବାଘ। ସୁନ୍ଦରଗଡ଼ ହେମଗିରି ବନାଞ୍ଚଳରେ ଏହି ବିରଳ ବାଘ ରହିଥିବା ନେଇ ପିସିସିଏଫ୍(ଓ୍ବାଇଲ୍ଡଲାଇଫ) ସୁଶାନ୍ତ ନନ୍ଦ ନିଜ ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ...
ଆଜି ହଟିପାରେ ମେଣ୍ଟ ଦ୍ୱନ୍ଦ୍ୱ
ଭୁବନେଶ୍ୱର,୧୪।୩(ସୁନିତ୍ ମିଶ୍ର) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ସେକଥାର ସ୍ପଷ୍ଟ ଚିତ୍ର ଏ ପର୍ଯ୍ୟନ୍ତ ଆସି ନ ଥିଲେ ମଧ୍ୟ କିଛି ଘଟଣାକ୍ରମ ଦେଖିଲେ ଏହି ପ୍ରସଙ୍ଗକୁ...
ଏହି କାରଣ କହୁଛି ରାଜ୍ୟରେ ମେଣ୍ଟ ହେବା ଏକପ୍ରକାର ନିଶ୍ଚିତ
ଭୁବନେଶ୍ୱର,୧୩।୩: ରାଜ୍ୟରେ ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଦିଲ୍ଲୀରେ ଭାଜପା ମେଣ୍ଟ ପାଇଁ କସରତ କରୁଥିବାବେଳେ ରାଜ୍ୟରେ ବିଜେଡି ନୀରବ ଭାବରେ ଆଲୋଚନା କରୁଛି। କିନ୍ତୁ କୌଣସି ଫଳଫଳ ସାମ୍ନାକୁ ଆସିନାହିଁ। ଏସବୁ ଭିତରେ ଭାଜପା ବୁଧବାର ଦ୍ୱିତୀୟ...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାତୁଣୀ
ଭୁବନେଶ୍ୱର,୧୩ା୩(ଅସମାପିକା ସାହୁ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଛନ୍ତି। ତାଳଚେରରେ ପବିତ୍ର ମୋହନ...
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ସରକାର
ଭୁବନେଶ୍ୱର,୧୩ା୩(ଅସମାପିକା ସାହୁ): ରାଜ୍ୟ ସରକାର ବୁଧବାର କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି। ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର...
ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ହେବ କି ମେଣ୍ଟ ନେଇ ଆଲୋଚନା!
ଭୁବନେଶ୍ୱର,୧୩ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନବୀନ ନିବାସରେ ଏକ ବୈଠକର ଆୟୋଜନ କରାଯାଇଛି। ଉକ୍ତ ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି...
ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଧସେଇ ପଶୁଥିଲା ଛାତ୍ର କଂଗ୍ରେସ, ପରେ..
ଭୁବନେଶ୍ୱର,୧୩।୩: ଭୁବନେଶ୍ୱର ଶିଶୁ ଭବନ ଛକରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯିବା ପାଇଁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ ନେତାଙ୍କୁ ଅଟକାଇଲା ପୋଲିସ । ଫଳରେ ପୋଲିସ ସହ ଛାତ୍ର କଂଗ୍ରେସ...
Archives


