ମେଟ୍ରୋ

ମୁଖ୍ୟମନ୍ତ୍ରୀ ନବୀନ ଦେବେ ଇସ୍ତଫା, ଦିନ ୧୧ଟା ୩୫ରେ ଯିବେ ରାଜଭବନ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାଜପା ଏକାକୀ ୭୮ ଆସନ ପାଇ ବହୁମତ...

ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ କରିଦେଇଛି। ଦଳ କରିଥିବା ଘୋଷଣା ମୁତାବକ, ଆସନ୍ତା ୬ ତାରିଖରେ ଭାଜପା...

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଏବଂ ନୂଆପଡ଼ାରୁ ଲଢ଼ୁଥିବା...

ବିଜେଡିକୁ ଏତେ ବଡ଼ କ୍ଷତି କାହା ପାଇଁ? ପାଣ୍ଡିଆନ ନା ଆଉ କିଏ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮...

ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି: ମୋଦି

ନୂଆଦିଲ୍ଲୀ,୪।୬: ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଏନ୍‌ଡିଏ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଏମିତିରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।...

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କାହାଠୁ ହାରିଲେ

ଭୁବନେଶ୍ୱର,୪।୬: ପ୍ରଥମ ଥର ପରାଜିତ ହୋଇଛନ୍ତି ନବୀନ ପଟ୍ଟନାୟକ। ନିଜ କ୍ଷମତାସୀନ ରାଜ୍ୟରେ ଦୁର୍ଗ ହରାଇଛନ୍ତି ନବୀନ। ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବଲାଙ୍ଗୀରର କଣ୍ଟାବାଞ୍ଜି ଆସନରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ...

ନବାଗତଙ୍କ ଠାରୁ ହାରିଗଲେ ବିଜେଡିର ଏହି ୧୨ ମନ୍ତ୍ରୀ

ଭୁବନେଶ୍ୱର,୪।୬: ରାଜ୍ୟରେ ୨୦୨୪ ନିର୍ବାଚନର ଫଳାଫଳ ସମସ୍ତଙ୍କ ଚକିତ କରିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡିଛି । ବିଜେଡିର ବହୁ ହେଭିୱେଟ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ଶୋଚନୀୟ ଭାବେ ହାରିଥିବା ନିର୍ବାଚନୀ ଫଳାଫଳ...

ରେକର୍ଡ ଠାରୁ ୭୪ ଦିନ ଦୂରରେ ରହିଗଲେ ନବୀନ

ଭୁବନେଶ୍ୱର,୪।୬: ୨୫ବର୍ଷ ପରେ ଓଡ଼ିଶାରେ ଭୁଶୁଡିଛି ନବୀନ ଦୁର୍ଗ। ପ୍ରଥମ ଥର ପାଇଁ ରାଜନୀତିରେ ପରାଜୟର ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହ ସେ ପାଲଟି ଯାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ଭାରତର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ...

ଗଡ଼ ବଞ୍ଚାଇଲେ ଆପାରାଜିତା ଷଡ଼ଙ୍ଗୀ, ୪୦,୦୦୦ ଭୋଟରେ ଭୁବନେଶ୍ୱରରୁ ବିଜୟୀ

ଭୁବନେଶ୍ୱର,୪।୬: ଭାଜପା ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ...

ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଇସ୍ତଫା ଦେଇପାରନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥିଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି।...

ହାରିବା ପରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଣବ, ଲେଖିଲେ…

ଭୁବନେଶ୍ୱର,୪।୬: ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦...

ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ

ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ ମହାରାଥୀଙ୍କ ପୁଅଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ଆଶ୍ରିତ।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri