୫୦୦ ଆଦିବାସୀ ଗାଁକୁ ଆଦର୍ଶ ଗ୍ରାମ କରାଯିବ: ମନ୍ତ୍ରୀ ନିତ୍ୟାନନ୍ଦ
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ଆସନ୍ତା ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ଆଦର୍ଶ ଆଦିବାସୀ ଗ୍ରାମରେ ପରିଣତ କରାଯିବ। ସେହିପରି ଆଦିବାସୀ ବହୁଳ ଜିଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ…
ମଦ ମୃତ୍ୟୁର ଅନୁଧ୍ୟାନ କରିବ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ଭୁବନେଶ୍ୱର,୨୨।୮(ଅନିଲ ଦାସ): ଭାଜପା ସରକାର ଦାୟିତ୍ୱ ନେବାର ୧୦୦ ଦିନ ନ ପୂରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟିଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ…
କେନ୍ଦ୍ରର ନୀରବତା ଏସ୍ସି,ଏସ୍ଟିଙ୍କୁ ବ୍ୟଥିତ କରିଛି: ବିଜେଡି
ଭୁବନେଶ୍ୱର,୨୨।୮(ଅନିଲଦାସ): ସମଗ୍ର ଦେଶରେ ଏସ୍ସି ଓ ଏସ୍ଟି ବର୍ଗର ଲୋକମାନେ ଜୋରଦାର ଆନ୍ଦୋଳନ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ଅର୍ଡରରେ ରିଜରଭେଶନ ଭିତରେ ସବ୍ କାଟାଗୋରି ଗଠନ କରିବା ଓ କ୍ରିମିଲେୟାରବର୍ଗଙ୍କୁ ରିଜରଭେଶନରୁ ବାଦ ଦେବା ପାଇଁ…
ଏଭଳି ‘ଭାରତ ବନ୍ଦ’ ନିନ୍ଦନୀୟ: ଭାଜପା
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ବାର୍ଥରକ୍ଷା କରିବା ଦିଗରେ କାର୍ଯ୍ୟ କରିଥିଲେ।…
୨୪ରୁ ବଢ଼ିବ ବର୍ଷା
ଭୁବନେଶ୍ୱର, ୨୨ା୮(ଅସମାପିକା ସାହୁ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏଥିସହ…
ଆମାଜନ ଡଟ୍ ଇନ୍ରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର
ଭୁବନେଶ୍ୱର,୨୨।୮: ଦେଶର ଅଗ୍ରଣୀ ଇ-କର୍ମସ ପ୍ଲାଟ୍ଫର୍ମ ଆମାଜନ ଡଟ୍ ଇନ୍ରେ କ୍ରମାଗତ ଭାବେ ଅନ୍ଲାଇନ କାରବାର ବୃଦ୍ଧି ପାଇଛି। ଏପରିକି କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ମଧ୍ୟ ଅନ୍ଲାଇନ କାରବାର ପ୍ରତି ଆଗ୍ରହ ବଢ଼ିଛି। ସର୍ବଭାରତୀୟସ୍ତରରେ ଓଡ଼ିଶା…
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର,ତା,୨୧,୮: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ସରକାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ) ଦାୟିତ୍ୱ ମିଳିଛି। ସେହିପରି ଦେଓ ରଂଜନ କୁମାର ସିଂହ…
ଚିକିଟି ମଦ ମୃତ୍ୟୁ ମାମଲା: ଅବକାରୀ ଅଧୀକ୍ଷକଙ୍କୁ ହଟାଇଲେ ସରକାର
ଭୁବନେଶ୍ୱର,୨୧ା୮: ଗଞ୍ଜାମ ଜିଲା ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ କାର୍ଯ୍ୟରୁ ସରକାର ହଟାଇ ଦେଇଛନ୍ତି। ଏନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…
ଆଇନମନ୍ତ୍ରୀ ଦେଲେ ବଡ଼ ବୟାନ: କହିଲେ ମଦ କାରବାରରେ ସମ୍ପୃକ୍ତ ଥିଲେ ହେବ…
ଭୁବନେଶ୍ୱର,୨୧ା୮: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଏଥି ସହିତ ବେଆଇନ ତଥା ଚୋରା…
ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ରୁ ଉର୍ଦ୍ଧ ମୃତ; ୪ ଲକ୍ଷ ଟଙ୍କା ସହାୟତା ଘୋଷଣା, ଆହତଙ୍କୁ ମାଗଣା ଚିକିତ୍ସା
ଭୁବନେଶ୍ୱର,୨୧।୮: ଆଜି ରାଜ୍ୟର ୪ଟି ଜିଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା…
ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବୃଦ୍ଧି କରିବେ କି ସରକାର ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ
ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୧୮୧ କୋଟି ୮୪ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି। ୨୦୧୯-୨୦ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଥିବା ହରିଶ୍ଚନ୍ଦ୍ର ଯୋଜନାରେ ଗ୍ରାମାଞ୍ଚଳରେ ୨ ହଜାର…
ସ୍ୱାଧୀନ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଭାଜପାର ଜଗନ୍ନାଥ ପ୍ରଧାନ, ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୧।୮: ରାଜ୍ୟ ସଭା ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ। ଗତକାଲି ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ବୁଧବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ…
Archives


