ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ଭୁବନେଶ୍ୱର,୨୦।୮(ଅନିଲ ଦାସ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ। ଏହି ଅଧିବେଶନ...
ଧର୍ମଘଟ ବଢ଼ାଇବ ଆଳୁ ସଙ୍କଟ
ଭୁବନେଶ୍ୱର,୨୦ା୮(ଅନିଲ ଦାସ): ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖାଦେଇ ପାରେ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ...
ଝାଡ଼ଖଣ୍ଡକୁ ଲମ୍ବିଛି ସିମବକ୍ସ
ଭୁବନେଶ୍ୱର,୨୦ା୮(ସତ୍ୟଜିତ୍ ରାଉତ): ଓଡ଼ିଶାରେ ଅପରେଟ୍ ହେଉଥିବା ସିମ୍ବକ୍ସ ନେଟୱର୍କ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଏହାର ଲିଙ୍କ୍ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ଓ ମାଷ୍ଟରମାଇଣ୍ଡ୍ ବାଂଲାଦେଶର ଆଶାଦ୍ଦୁର ଜମାନ୍...
ମଙ୍ଗଳବାର ୭ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୯।୮: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...
ପୁଣି ଦେଖା ଦେବ ଆଳୁ ସଙ୍କଟ! ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା ଆଉ ୩ ଦିନ ପରେ…
ଭୁବନେଶ୍ୱର,୧୯।୮: ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ତେବେ ଆଳୁ ସଙ୍କଟ କେବେ ଦୂର ହେବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗ୍ରାହକଙ୍କୁ...
ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ
ଭୁବନେଶ୍ୱର,୧୯।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ନବୀନଙ୍କ ରାଖୀ...
ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ
ଭୁବନେଶ୍ବର,୧୯।୮: ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ସୋମବାର ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର ହୋଇଛି। ହେଲେ ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ‘ରାମୁ’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବିଦ୍ୟୁତ୍ ବିଭାଗଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ...
ବଢିବ ପିଏମ ଆବାସ ଟଙ୍କା, ୧ ଲକ୍ଷ ୨୦ ହଜାର ବଦଳରେ ଏଣିକି ମିଳିବ ଏତିକି…
ଭୁବନେଶ୍ୱର,୧୯।୮(ଅନିଲ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ହିତାଧିକାରୀଙ୍କ ପାଇଁ ଖୁସି ଖବର। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶି ପରିମାଣ ବୃଦ୍ଧି ପାଇବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୋମବାର...
ଆଇନମନ୍ତ୍ରୀଙ୍କ ସୂଚନା: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର,୧୯।୮: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ ସରକାରରେ ସମୟ ଅଭାବ ଯୋଗୁ ଆସନ୍ତାବର୍ଷରୁ ନିର୍ବାଚନ...
ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା
ଭୁବନେଶ୍ୱର,୧୯।୮: ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ...
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ରାସମଣି
ଭୁବନେଶ୍ୱର,୧୯।୮: ଆଜି ପବିତ୍ର ଗହ୍ମା ପୂର୍ଣ୍ଣମା ତଥା ପ୍ରଭୁ ଶ୍ରୀ ବଳଦେବଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ତାଙ୍କ ଭଉଣୀ ରାସମଣି ମାଝୀ । ପୂର୍ବରୁ ରାସମଣୀ ଘରେ ଏକୁଟିଆ ଭାଇ ହାତରେ ରାଖୀ...
ରାଜଧାନୀରେ ସଶସ୍ତ୍ର ଡକାୟତି
ଭୁବନେଶ୍ବର,୧୯।୮: ରାଜଧାନୀ ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଭଗବାନପୁରରେ ଥିବା ଏକ କୋରିଅର୍ ସଂସ୍ଥା କାର୍ଯ୍ୟାଳୟରେ ପଶି ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।...
Archives


