ମେଟ୍ରୋ

ମା’ ବସ୍‌ ଦୁର୍ଘଟଣା: ଝିଅ ପରେ ଆଖି ବୁଜିଲେ ମା’

ଭୁବନେଶ୍ୱର,୧୭ା୨: ମୋ’ ବସ୍‌ ଦୁର୍ଘଟଣାରେ ଗୁରୁତର ଥାଇ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ପାତ୍ରପଡ଼ାରେ ମା’-ଝିଅ ଏକ ସ୍କୁଟିରେ ଯାଉଥିବାବେଳେ ସ୍କୁଟି ସହ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ମୋ’…

ରାଜଧାନୀରେ ଏନ୍‌କାଉଣ୍ଟର

ଭୁବନେଶ୍ୱର,୧୭ା୨: ରାଜଧାନୀରେ ପୋଲିସର ଏନ୍‌କାଉଣ୍ଟର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରରେ ଆନଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କରିଛି ପୋଲିସ। ଏହି ଏନ୍‌କାଉଣ୍ଟରରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜ୍ଜୁନ ଅନାରେ ଆହତ ହୋଇଛନ୍ତି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ…

ଆଜି ରାଜ୍ୟ ବଜେଟ: ନୂଆ ଯୋଜନା ଆଣିବେ ସରକାର, ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲାଗିବ ମୋହର

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ…

Ration Card କୁ ନେଇ ବଡ଼ ସୂଚନା, ଇ-କେୱାଇସି ଅପଡେଟ ପାଇଁ ଆଉ କୋହଳ ନାହିଁ…

ଭୁବନେଶ୍ୱର,୧୬।୨: ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍‌। E-KYC ଅପଡେଟ ପାଇଁ ଆଉ କୋହଳ କରାଯିବ ନାହଁ । ହିତାଧିକାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ…

ଓଡ଼ିଶାରେ IPL ଟ୍ରଫି: ଶ୍ରୀମନ୍ଦିରରେ ହେଲା ପୂଜା

ପୁରୀ,୧୬।୨: ଶ୍ରୀକ୍ଷେତ୍ର ପୁରୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରବିବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) କ୍ରିକେଟ୍ ମ୍ୟାଚ୍ ର ଟ୍ରଫି ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିଥିଲେ। ଟ୍ରଫି ଦେଖିବା ପାଇଁ…

ଅନୁକୁଳଚନ୍ଦ୍ରଙ୍କ ଜନ୍ମ ଉତ୍ସବରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୧୬।୨: ଠାକୁର ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରାଜଧାନୀର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଜି ଜନତା ମଇଦାରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ୧୩୭ ତମ ଜନ୍ମ ଉତ୍ସବ ପାଳନ…

Video: ସାମ୍ନାକୁ ଆସିଲା ଲୋମଟାଙ୍କୁରା ଫୁଟେଜ୍, ସ୍କୁଟି ଚାଳକଙ୍କୁ ଘୋଷାଡ଼ି ନେଲା ‘ମୋ ବସ୍’

ଭୁବନେଶ୍ୱର,୧୬।୨: ରାଜଧାନୀ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ମୋ ବସ୍ ସ୍କୁଟି ଉପରେ ମାଡିଯିବା ଦୁର୍ଘଟଣାର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଭିଡିଓ ଫୁଟେଜ୍ ମୋ ବସ୍ ଦ୍ରୁତ ଗତିରେ…

Rain in Odisha: ୨ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ବଜ୍ରପାତ ସହ ବର୍ଷା, ୧୦ଜିଲାରେ ଛେଚିବ!

ଭୁବନେଶ୍ୱର,୧୬।୨: ରାଜ୍ୟରେ ବର୍ଷା ଆଲର୍ଟ। ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ମଧ୍ୟ ରହିଛି। Weather Update on…

Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ

ଭୁବନେଶ୍ୱର,୧୬ା୨: ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍‌ ରାସ୍ତାରେ ଖଣ୍ଡାରେ ହାଣି…

ଲକ୍ଷପତି ଦିଦି କାର୍ଯ୍ୟକାରୀ ପାଇଁ   ମୁଖ୍ୟମନ୍ତ୍ରୀ ବିବୃତି ରଖୁରଖୁ, ଭେଟିବାକୁ ଛୁଟିଲା ମହିଳାଙ୍କ ସୁଅ

ଭୁବନେଶ୍ବର,୧୬।: ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତି ଦେଇଥିଲେ। ତାଙ୍କ ବିବୃତି ହଜାର ହଜାର ମହିଳା ତାଙ୍କୁ ଭେଟିଛନ୍ତି। ରବିବାର କମ୍ୟୁନିଟି…

Gold Rate: ଖୁସି ଖବର, ଏକାଥରେ ଏତେ ଖସିଲା ସୁନା ଦର…

ଭୁବନେଶ୍ୱର,୧୬।୨: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। କମିଲା ସୁନାଦର। ଶୀଘ୍ର ଯାଇ ଆଜି କିଣି ନିଅନ୍ତୁ। ଗତକାଲି ଅପେକ୍ଷା ଆଜି ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର…

CM Mohan Majhi: ‘୨୪ବର୍ଷର କାର୍ଯ୍ୟକାଳ ସହ ୮ମାସର କାର୍ଯ୍ୟକୁ ତୁଳନା କରୁଛନ୍ତି ବିରୋଧୀ’

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ): ବିଧାନସଭା ବଜେଟ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଦେଇଥିବା ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?