ମେଟ୍ରୋ

ମିଶନ ଶକ୍ତିକୁ ନେଇ ବଡ଼ ବୟାନ ଦେଲେ ପ୍ରଭାତୀ, ରଡି ଛାଡିଲେ ମହିଳା

ଭୁବନେଶ୍ୱର,୧୧।୧୨: ଆଜି ବି ଆନ୍ଦୋଳନରେ ମିଶନ ଶକ୍ତି ମହିଳା । ୩ ଦିନ ହେଲା ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡର କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର,…

ଏହି ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀ କହିଲେ ଡିସେମ୍ବର ୩୧ରେ ମିଳିବ…

ଭୁବନେଶ୍ୱର,୧୧।୧୨: ଡିସେମ୍ବର ୩୧ରେ ମିଳିବ । ଏସ୍‌ସି,ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଏହି ମାଧୋସିଂ ହାତ ଖର୍ଚ୍ଚ ମିଳିବ । ବରଗଡ଼ ଜିଲା ଘେଁସରେ ଶୁଭାରମ୍ଭ ହେବ କାର୍ଯ୍ୟକ୍ରମ।ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହି ଯୋଜନାରେ ଉପକୃତ ହେବେ…

ରାଜ୍ୟରେ ନକଲି ସୁନା, ୫ ଅଳଙ୍କାର ଦୋକାନୀ ବିକୁଥିଲେ…

ଭୁବନେଶ୍ୱର,୧୧।୧୨: ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା। ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି। ନକଲି ହଲମାର୍କ ପାଇଁ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଥିଲା । ଏହା ସହ ଜଗତସିଂହପୁର…

ଗୃହରେ ଏ କ’ଣ ପ୍ରଶ୍ନ ପଚାରିଦେଲେ ବିଜେଡି ବିଧାୟକ, ହସିବାକୁ ଲାଗିଲେ ଭାଜପା ନେତା

ଭୁବନେଶ୍ୱର,୧୧।୧୨: ଆଜି ବିଧାନସଭାରେ ଦେଖାଦେଇଛି ଆଳୁ ଝଡ। ଆଳୁ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରାପଡାର ବିଜେଡି ବିଧାୟକ ଗଣେଶ୍ୱର ବେହେରା ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଆଳୁ ପ୍ରସଙ୍ଗ ଉଠାଇ ଭାଜପା ସରକାରଙ୍କୁ ବିଜେଡି ନେତା ଟାର୍ଗେଟ…

ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର,୧୧ା୧୨(ଅନୁରାଧା ମହାରଣା):ରାଜ୍ୟରେ କିଛି ଜିଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ…

ସଂକଟରେ ଗଜରାଜ: ୧୦ ବର୍ଷରେ ମଲେଣି ୮୫୭ ହାତୀ

ଭୁବନେଶ୍ୱର,୧୦ା୧୨(ଅନିଲ ଦାସ): ଗତ ୧୦ ବର୍ଷ(୨୦୧୪-୧୫ରୁ ୨୦୨୩-୨୪) ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୮୫୭ ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ, ପ୍ରାକୃତିକ କାରଣରୁ…

ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍‌ ପ୍ରସଙ୍ଗ

ଭୁବନେଶ୍ୱର,୧୦ା୧୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ସର୍ବଭାରତୀୟ ୫୯ତମ ଡିଜିପି- ଆଇଜିପି ସମ୍ମିଳନୀ ଚାଲିଥିବାବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତ୍‌ୱନ୍ତ ସିଂ ପନ୍ନୁ ନାଁରେ ଆସିଥିବା ଧମକ୍‌ପୂର୍ଣ୍ଣ ମେଲ୍‌କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ତେବେ…

ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ, ତିନି ମାସରେ ସରିବ କାମ

ପୁରୀ,୧୦।୧୨: ଆସନ୍ତା ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଏଥିପାଇଁ ଦ୍ବାର…

କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ….

ଭୁବନେଶ୍ୱର,୧୦।୧୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ…

ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ

ଭୁବନେଶ୍ୱର,୧୦।୧୨: ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି। ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏକ ପକ୍ଷେ…

ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ଭୁବନେଶ୍ୱର…

୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ

ଭୁବନେଶ୍ୱର,୧୦।୧୨: ଓଡ଼ିଶାରେ ମେଟ୍ରୋ ରେଳ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲା ଯାଇ ମାଟି ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri