ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ
ଭୁବନେଶ୍ୱର,୨୬।୧(ଅନିଲ ଦାସ): ସରକାର ବିଶେଷକରି ପୁରୀ ଜିଲା ପ୍ରଶାସନର ଅବହେଳା ଯୋଗୁ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ମହାମାରୀର ରୂପ ନେଇଛି ବୋଲି ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି। କଂଗ୍ରେସ…
ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧: ୭୬ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତ। ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଆଜିର ପବିତ୍ର…
ଖାଲିଥିବା ୨୬୧ ଅଣବୈଷୟିକ, ବୈଷୟିକ କର୍ମଚାରୀ ନିଯୁକ୍ତ ହେବେ
ଭୁବନେଶ୍ୱର,୨୬ା୧(ଅନିଲ ଦାସ): ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍ଆଇସି)ର ୨୦୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଶୁକ୍ରବାର ଉନ୍ନୟନ କମିଶନର ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
ପୋଲିସ ବିଭାଗରେ ଓଡ଼ିଶାରୁ ୧୯ ଜଣଙ୍କୁ ପଦକ
ଭୁବନେଶ୍ୱର,୨୬ା୧(ସୂର୍ଯ୍ୟକାନ୍ତ ବେହେରା): ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାହାସିକତା, ଉଲ୍ଲେଖନୀୟ କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ବିଭିନ୍ନ ସେବା ବର୍ଗରେ ପଦକ ଘୋଷଣା କରାଯାଇଛି। ପୋଲିସ ସେବା ବର୍ଗରେ ଓଡ଼ିଶାରୁ ମୋଟ ୧୯ ଜଣ…
ପୁରୀ ବିମାନବନ୍ଦର ଭାଗ୍ୟ ଡେଲୋଇଟ୍ ହାତରେ
ଭୁବନେଶ୍ୱର,୨୬ା୧(ସୁନିତ୍ ମିଶ୍ର): ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପୁରୀ ବିମାନବନ୍ଦର ନିର୍ମାଣଠାରୁ ଆରମ୍ଭକରି ବିମାନ ଚଳାଚଳ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବ। ଯେପରିକି ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦାୟିତ୍ୱ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଚଲାଉଛି। ହେଲେ ଜୟପୁର, ରଙ୍ଗେଇଲୁଣ୍ଡା…
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଭୁବନେଶ୍ୱର,୨୫।୧: ପଦ୍ମ ପୁରସ୍କାର ୨୦୨୫ ଘୋଷଣା କଲେ ସରକାର। ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ…
ଭାଜପା ରାଜ୍ୟ ପରିଷଦକୁ ପରେଶ ମନୋନୀତ
ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦକୁ ଦିଗପହଣ୍ଡି ସହରର ଜଣାଶୁଣା ବରିଷ୍ଠ ଆଇନଜୀବୀ ପରେଶ ଚନ୍ଦ୍ର ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଭାଜପା ଗଞ୍ଜାମ ଜିଲା ଉପସଭାପତି ପଦବୀରେ ରହିବା ସହ ଜିଲା…
ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ରାଜ୍ୟରେ ଚହଳ!
ଭୁବନେଶ୍ୱର,୨୫।୧:ରାଜ୍ୟ ଭାଜପାରେ ବଡ଼ ହଳଚଲ। ୧୯ଟି ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ଜିଲା ସଭାପତିଙ୍କ ନାଁ ଘୋଷଣା ସହ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆରମ୍ଭ, ଜାଣନ୍ତୁ ଯୋଗ୍ୟତା…
ଭୁବନେଶ୍ୱର,୨୫।୧: ପୂରଣ ହେବ ପକ୍କା ଘର ଆଶା, ବିକଶିତ ହେବ ଓଡ଼ିଶା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବାଇକ୍, ଫ୍ରିଜ, ଲାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ…
ପାଣ୍ଡିଆନ୍-ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମନ୍ମଥ, ସତରେ କ’ଣ…
ଭୁବନେଶ୍ୱର,୨୫।୧: ଏବେ ମଧ୍ୟ ନବୀନଙ୍କ ପାଖରେ ଅଛନ୍ତି ପାଣ୍ଡିଆନ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି, ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ତାଙ୍କର ଏଭଳି ତଥ୍ୟ ରାଜ୍ୟ ରାଜନୀତି ସହ ସଧାରଣ ଜନତାଙ୍କୁ ମଧ୍ୟ ହଲଚଲ କରିଦେଇଛି। ଯେଉଁ ତଥ୍ୟ…
ସୁଭଦ୍ରା ଯୋଜନାରେ ପୁରୁଷ ଆବେଦନ: ଜୋର୍ ଧରିଲା ରାଜନୀତି
ଭୁବନେଶ୍ୱର, ୨୫ା୧(ସୁନିତ୍ ମିଶ୍ର):ସୁଭଦ୍ରା ପୋର୍ଟାଲରେ ପୁରୁଷମାନେ ଆବେଦନ କରିବାକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ଆଉ ଏହି ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଧାରକାର୍ଡ ଜରିଆରେ ମହିଳାମାନେ ଆବେଦନ କରୁଥିବାବେଳେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି ପ୍ରଶ୍ନ…
ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ
ଭୁବନେଶ୍ୱର,୨୫।୧: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। ସେହିପରି କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ରାଷ୍ଟ୍ରପତି ପୁରସ୍କାର ପାଇବେ। ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର। ସେବାରେ ପ୍ରଂଶସନୀୟ…
Archives


