ପୁଣି ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା
ଭୁବନେଶ୍ବର,୭।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟରେ ଆଳୁ ଦର ପୁଣିଥରେ ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ…
ବଢ଼ିଲା ତାପମାତ୍ରା, କୁହୁଡ଼ି ପାଇଁ ସତର୍କତା: ୬ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୭ା୧(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରି ଜାରି ରହିଥିଲେ ମଧ୍ୟ ୨ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା(ରାତି ତାପମାତ୍ରା) ପ୍ରାୟ ୨ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଆସନ୍ତା ୪ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ୨ରୁ ୪…
ଯାଜପୁର ଚଣ୍ଡିଖୋଲରେ ହେବ ଅଶୋଧିତ ତୈଳ ରିଜର୍ଭ, ରାଜ୍ୟ ସରକାର ଦେଲେ ଅନୁମତି
ଭୁବନେଶ୍ୱର,୬।୧: ଯାଜପୁରରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅଶୋଧିତ ତୈଳ ସଂରକ୍ଷଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(HLCA) ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏତିରେ ଯାଜପୁରରେ ୪.୦୦ ଏମଏମଟି ଅଶୋଧିତ ତୈଳ ସଂରକ୍ଷଣ ସୁବିଧା…
ଭୁବନେଶ୍ବର ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର,୬।୧: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଆଣିଥିବା ୨ ମହିଳା ଯାତ୍ରୀ ଗିରଫ କରିଛି ଭୁବନେଶ୍ବର କଷ୍ଟମ କମିଶନରେଟ। ମାଲେସିଆର କ୍ଵାଲାଲୁମ୍ପୁରରୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି…
ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କା ଟଙ୍କାର ନିବେଶକୁ ଗ୍ରୀନ ସିଗନାଲ ଦେଲେ ସରକାର
ଭୁବନେଶ୍ୱର,୬।୧: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି। ଏହି ପୁଞ୍ଜିନିବେଶ ଦ୍ବାରା ରାଜ୍ୟରେ ୨୩୦୦୫…
ଜୟପୁରରେ ହେବ OPSC ପରୀକ୍ଷା ଜୋନ୍
କଟକ,୬।୧: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍। ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍ କରାଯିବ। ନୂଆ ପରୀକ୍ଷା ଜୋନ୍ କରାଯିବା ନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧ ତାରିଖ ଦିନ ରାଜ୍ୟର…
ନାବାଳିକା ଝିଅଙ୍କୁ ବଳାତ୍କାର, ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ
ଭୁବନେଶ୍ୱର,୬ା୧(ସୂର୍ଯ୍ୟକାନ୍ତ ବେହେରା): ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧) ସୋମବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ସକିଲା ଟୁଡୁଙ୍କ ଘର ମୟୂରଭଞ୍ଜ ଜିଲାରେ…
ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏକ ଉଚ୍ଚ ସ୍ତରୀୟ ହିତାଧିକାରୀଙ୍କ ପରାମର୍ଶ ବୈଠକରେ…
୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…
ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ୨୩ ଜଣଙ୍କ ମଧ୍ୟରୁ ୨୨ କାଉନସିଲର ତାଙ୍କ ନାମରେ ଏହି ଅନାସ୍ଥା ପ୍ରସ୍ଥାବ…
ଏଚଏମପିଭି ଭୁତାଣୁ ନେଇ ପରାମର୍ଶ ଜାରି କଲେ ଓଡିଶା ସରକାର
ଭୁବନେଶ୍ୱର,୬।୧: ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre for Disease Cantrol) (IDSP – NCDC) ଦ୍ୱାରା ଏଚଏମପିଭି ଭୁତାଣୁ ନେଇ ଜାରି କରାଯାଇଥିବା ପ୍ରେସ ବାର୍ତ୍ତା ଜନସାଧାରଣଙ୍କ ଅବଗତି ଏବଂ ବ୍ୟାପକ ସଚେତନତା…
ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ଖୋଲା ଖୋଲି ଚାଲିଛି ଚିକେନ୍ ବିକ୍ରି
କୃଷ୍ଣପ୍ରସାଦ,୬।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ ପକ୍ଷୀ ମଡ଼କ ଆରମ୍ଭ ହୋଇଛି। ସିଆଣ୍ଡି ପଞ୍ଚାୟତର ରତାମାଟି, ବଳରାମପୁରରେ କୁକୁଡ଼ା…
ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗ୍ରେସ୍ ମାର୍କ ଦେଲେ ପ୍ରଧାନମନ୍ତ୍ରୀ, କହିଲେ ବଡ଼ କଥା
ଭୁବନେଶ୍ୱର,୬ା୧: ଜାନୁଆରୀ ୬ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ନେତା ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମୋହନଙ୍କୁ…
Archives


