ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା
ଭୁବନେଶ୍ୱର,୩୧ା୧୦: ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ। ଜଣେ ପରେ ଜଣେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଆଉ ଜଣେ ନେତା ତେର୍ଚ୍ଛାବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଅସଲ କଥା ହେଲା...
ବିଜେଡିକୁ ବାହୁଡିବେ ୨୨ ଭାଜପା ନେତା, ମୁନା ଖାନ୍ଙ୍କ ବୟାନକୁ ନେଇ ରାଜନୀତିରେ ବଡ଼ ହଲଚଲ୍
ଭୁବନେଶ୍ୱର,୩୧।୧୦: ରାଜ୍ୟ ସଭା ଏମପି ମୁନା ଖାନ୍ଙ୍କ ବୟାନ ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଯାହାକୁ ନେଇ ରାଜନୀତି ପୁଣି ସରଗରମ ହୋଇ ଉଠିଛି। ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ନିର୍ବାଚନ...
ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା
ଭୁବନେଶ୍ୱର,୩୧ା୧୦: ସୂର୍ଯ୍ୟକାନ୍ତ ବେହେରା): ମାଛ ଖାଇଦେବାରୁ ଜଣେ ରୋଷେୟାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମାଣା ଛକ ପାଖରେ ଥିବା ଏକ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ...
ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା
ଭୁବନେଶ୍ୱର,୩୧ା୧୦(ସତ୍ୟଜିତ୍ ରାଉତ): ଦୁଇ ପ୍ରେମିକାଙ୍କ ସହ ଥିବା ପରକୀୟା ପ୍ରୀତି ସମ୍ପର୍କ ମଝିରେ ବାଡ଼ ସାଜିଥିଲେ ସ୍ତ୍ରୀ। ଏଥିପାଇଁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ହଟାଇବାକୁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡ ପାଇଁ ଆନାସ୍ଥେସିଆକୁ କରିଥିଲେ ଅସ୍ତ୍ର। ଭରତପୁର ଥାନା ଅନ୍ତର୍ଗତ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା
ଭୁବନେଶ୍ୱର,୩୧ା୧୦:(ସୁନିତ୍ ମିଶ୍ର): ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବୁଧବାର ଲୋକସେବା ଭବନଠାରେ ବିଭିନ୍ନ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ...
ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି
ଭୁବନେଶ୍ୱର,୩୧ା୧୦(ଅନିଲ ଦାସ): ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏଓ୍ବାଇ)ରେ ଜାଲିଆତି ହେଉଛି। ବହୁ ଅଯୋଗ୍ୟ ବ୍ୟକ୍ତି ମାସକୁ ୩୫ କିଲୋ ଚାଉଳ ନେଉଛନ୍ତି। ରାଜ୍ୟରେ ପ୍ରାୟ ୧ ଲକ୍ଷ ହିତାଧିକାରୀ ଏଭଳି କାର୍ଡ ହାତେଇ ମାଗଣାରେ ଚାଉଳ ନେଉଛନ୍ତି। ଆର୍ଥିକ ଅବସ୍ଥା...
ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ
ଭୁବନେଶ୍ୱର,୩୧ା୧୦(ଅନୁରାଧା ମହାରଣା): ଏବେ ବି ଦିନରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ହେଲେ ରାତିରେ କୁହୁଡ଼ି ପଡ଼ିବା ସହ ଥଣ୍ଡା ଲାଗୁଛି। ଧୀରେ ଧୀରେ ରାଜ୍ୟରେ ତାପମାତ୍ରା କମିବା ସହ ଶୀତ ପଡ଼ିବ। ଗୁରୁବାରଠାରୁ ଉତ୍ତର ଭାରତ...
ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ
ଭୁବନେଶ୍ୱର,୩୧ା୧୦(ସୁନିତ୍ ମିଶ୍ର): ଯାତ୍ରାରେ ଆଉ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହେଇପାରିବନାହିଁ। ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍ ବଢୁଛି। ହେଲେ ନାଟକରେ ଆଇଟମ୍ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଥିବାରୁ ଏହାକୁ ନେଇ ବିଭିନ୍ନ...
ସରକାର ଲଗାଇଲେ କଟକଣା: ଏତିକି ବର୍ଷରୁ କମ୍ ପିଲା ଫୁଟାଇ ପାରିବେନି ବାଣ
ଭୁବନେଶ୍ୱର,୩୦।୧୦: ଦୀପାବଳି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଏବଂ କେଉଁ ବୟସର ଛୋଟ ପିଲାମାନେ ବାଣ ଫୁଟାଇ ପାରିବେ ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ...
ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର,୩୦।୧୦: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ବୁଧବାର ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମ...
୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର,୩୦।୧୦: ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ଖୁବଶୀଘ୍ର ମିଳିବ। ଏହି ପର୍ଯ୍ୟାୟରେ ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା...
Archives


