ମେଟ୍ରୋ

ଆଜି ପ୍ରକାଶ ପାଇପାରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର,୧୩ା୫(ସୁଚିସ୍ମିତା ସାହୁ):ମଙ୍ଗଳବାର ପ୍ରକାଶ ପାଇପାରେ ସିବିଏସ୍‌ଇ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ମଙ୍ଗଳବାର ଘୋଷଣା ହେବା ଖବର ପ୍ରଚାରିତ ହେବା ପରେ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ…

ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବା ଦାବି ପୁଣି ତେଜିଲା

ଭୁବନେଶ୍ୱର,୧୨।୫: ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ସୋମବାର ପୁଣି ଦାବି ହୋଇଛି। ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ପୋଷ୍ଟ କରି ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ…

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୧୍‌୨ା୫ (ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଭୁବନେଶ୍ୱରରେ ୧୦୦ ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ଓ ମେଗା ବାୟୋଟେକ୍ନୋଲୋଜି ପାର୍କ

ଭୁବନେଶ୍ୱର,୧୧ା୫: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ନିର୍ମାଣ କରିବେ। ଏହାର ସୂଚନା ଆଜି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି। “ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ…

ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।…

ଆହୁରି ବଢ଼ିବ ଖରା: ୧୫ ଯାଏ ନାହିଁ ନିସ୍ତାର

ଭୁବନେଶ୍ୱର,୧୦ା୫: ଖରାରେ ଶିଝୁଛି ସାରା ଓଡ଼ିଶା। ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ବରରେ ଚଳିତ…

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୧ା୫: ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ…

ଜମ୍ମୁରୁ ଫେରିଲେ ୧୧୪ ଓଡ଼ିଆ ଛାତ୍ରୀଛାତ୍ର

କଟକ,୧୧।୫(କାର୍ତ୍ତିକ ସାହୁ): ଜମ୍ମୁସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଶାର ୧୧୪ଜଣ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩୫ଜଣ ଛାତ୍ରୀ ଅଛନ୍ତି। ସରକାରୀ ବ୍ୟବସ୍ଥାରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଜମ୍ମୁରୁ ଦିଲ୍ଲୀ ଓ ପୁଣି…

ଓଡ଼ିଶାରେ ଉଡ଼ି ପାରିବନି ରକ୍‌ ଡ୍ରୋନ୍‌: ଜାଣନ୍ତୁ ସମ୍ପୂର୍ଣ୍ଣ ଖବର 

ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଉଡ଼ି ପାରିବନି ରକ ଡ୍ରୋନ୍‌। ଓଡ଼ିଶାର ବଡ଼ ଅନୁଷ୍ଠାନ ଉପରେ ଏହି ରକ୍‌ ଡ୍ରୋନ ଉଡ଼ି ପାରିବ ନାହିଁ। ଏହାକୁ ଦେଖିବା ମାତ୍ରେ ଖସାଇ ଦେବାକୁ ନିର୍ଦ୍ଦେଶ ରହିଛି। ଆଇନ ଶୃଙ୍ଖଳା ADGଙ୍କ ପକ୍ଷରୁ ଏ ନେଇ ସୂଚନା…

ଜମ୍ମୁରେ ଫସି ରହିଛନ୍ତି କି ଛାତ୍ରୀଛାତ୍ର? ଏହି ନମ୍ବରେ କରୁନ୍ତୁ କଲ୍‌ 

ଭୁବନେଶ୍ୱର,୧୦।୫: ଜମ୍ମୁରେ ଫସିରହିଥିବା ୧୧୪ ଓଡ଼ିଆ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା ହୋଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ରହିଛି। ଅନ୍ୟପକ୍ଷେ…

ଶ୍ରୀନଗରରେ ଫସିରହିଛନ୍ତି ୫ ଓଡ଼ିଆ ଛାତ୍ରୀଛାତ୍ର: କହିଲେ ଶୁଣିଲୁଣି ଡ୍ରୋନ ଆଟାକ୍‌ ଶଦ୍ଦ, ଆଜି ନ ଗଲେ କାଲି….

ଭୁବନେଶ୍ୱର,୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସୀମାରେ ଉତ୍ତେଜନା ଳୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରୀଛାତ୍ର ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।…

ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ଏହି ୧୧ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୦ା୫: ରାଜ୍ୟରେ କିଛିଦିନ ଧରି ପ୍ରବଳ ଖରା ସାଙ୍ଗକୁ କେତେକ ଜିଲାରେ କାଳବୈଶାଖୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଶନିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ୧୧ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?