ଓଡ଼ିଶା ଫେରିଲେ ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥ: ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଜଳ ସଂରକ୍ଷଣ ‘ଓ୍ବାଟର୍ ଟେକ୍ନୋଲୋଜି’ର ମୁଖ୍ୟ ବିଷୟ
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷିଆର କାଜାନ୍ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ସି.ଭି. ରମଣ କଲେଜର ଛାତ୍ର ଅଶ୍ୱତ୍ଥ ନାରାୟଣ। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ଅଶ୍ୱତ୍ଥଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା...
ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା
ବାରଙ୍ଗ,୩୧ା୮(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଶୁକ୍ରବାର ଏକ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଆସିଛି। ଆଠଗଡ଼ ବଡମ୍ବା ରେଞ୍ଜ ତାଳଚନ୍ଦ୍ରଗିରି ଜଙ୍ଗଲରୁ ଖାରୋଡ ଗ୍ରାମକୁ ୩ବର୍ଷର ମାଈ ବଜ୍ରକାପ୍ତାଟି ପଶିଆସିଥିବାବେଳେ ଗ୍ରାମବାସୀ ଦେଖିଥିଲେ। ପରେ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାରୁ ସେମାନେ...
୧୦ ଜିଲାରେ ହେବ ଇ-ଆଇସିୟୁ ବ୍ୟବସ୍ଥା
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଜିଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁଗୁଡ଼ିକୁ ଏହା ମାଧ୍ୟମରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇପାରିବ। ସି-ଡାକ ଏବଂ...
ଏନ୍ଏଚ୍ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍ଏଚ୍)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍ବେଗ ପ୍ରକାଶ ପାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ଜାତୀୟ ରାଜପଥଗୁଡିକର ନିର୍ମାଣ...
ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି। ଶନିବାର ତାଙ୍କୁ...
ସହରାଞ୍ଚଳ ଗରିବଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସହରାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇ କୈଶୋର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଲୋକଙ୍କ ଚାହିଦାକୁ ଦେଖି...
ମିଳୁଛି ଅଧିକ କିନ୍ତୁ ଉତ୍ପାଦନ କମ୍
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ଖଦି ବୋର୍ଡକୁ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି। ମାତ୍ର ଏତେ ଟଙ୍କା ମିଳିବା ସତ୍ତ୍ୱେ ବର୍ଷରେ ୪ କୋଟି ଟଙ୍କାର ଖଦି ଉତ୍ପାଦନ ହୋଇପାରୁ ନ ଥିବା...
ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓଏସ୍ଏସ୍) କ୍ୟାଡରଙ୍କ ମଧ୍ୟରେ ମିଶ୍ର...
ଏମାର ମଠ ଉଚ୍ଛେଦ ଜାରି: ମହନ୍ତଙ୍କୁ ନେଇ ବଢୁଛି ଉତ୍କଣ୍ଠା
ପୁରୀ ଅଫିସ, ୩୧ା୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଦିନକୁ ଦିନ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଶୁକ୍ରବାର ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି ମାଟିରେ ମିଶିଥିବା ବେଳେ ମଠର ୧୩ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି।...
ଶିଶୁପାଳଗଡ଼ କୀର୍ତ୍ତିରାଜି ବିପନ୍ନ: ଆଇନଜୀବୀଙ୍କ ପକ୍ଷରୁ ବିଡିଓ, ବିଏମ୍ସି କମିଶନରଙ୍କୁ ନୋଟିସ
ପୁରୁଣା ଭୁବନେଶ୍ୱର, ୩୧ା୮(ଡି.ଏନ.ଏ.): ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ କୀର୍ତ୍ତିରାଜି ବିପନ୍ନ ହେବାକୁ ବସିଛି। ତନ୍ନମଧ୍ୟରୁ ଶିଶୁପାଳଗଡ ଅନ୍ୟତମ। ଏକଦା ୫୬୭ ଏକର ପରିମିତ ଅଞ୍ଚଳରେ ଗଡ ପରିସୀମା ଥିଲା ବୋଲି ଏଏସ୍ଆଇ...
ଓଡ଼ିଶୀରେ ଶିବ ତାଣ୍ଡବ ପରିବେଷଣ: ତିନିଜଣଙ୍କୁ ଜ୍ୟୋତି କଳାମନ୍ଦିର ଓଡ଼ିଶୀ ସମ୍ମାନ
ପୁରୁଣା ଭୁବନେଶ୍ୱର,୩୧ା୮ (ଡି.ଏନ.ଏ.): ଜ୍ୟୋତି କଳାମନ୍ଦିର ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମିଳିତ ଆୟୋଜନରେ ଜ୍ୟୋତି କଳାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ଜ୍ୟୋତି...
ପୋଲିସର ଦକ୍ଷତା ମାପିବେ ଜନତା
ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ପୋଲିସର ଦକ୍ଷତା ମାପିବେ ସାଧାରଣ ଜନତା। ଥାନାରେ ପୋଲିସର ଅଭିଯୋଗକାରୀଙ୍କ ପ୍ରତି ବ୍ୟବହାର କିଭଳି ରହୁଛି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଯେଉଁ ଥାନା ବିରୋଧରେ ମାର୍କ ଆସିବ...
Archives


