ଜୀବବିଜ୍ଞାନ ପ୍ରତିଷ୍ଠାନର ୧୮ତମ ବାର୍ଷିକ ଅଧିବେଶନ: ଦକ୍ଷ ହେବେ ସ୍କୁଲ୍, କଲେଜ ବିଜ୍ଞାନ ଶିକ୍ଷକ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ବିଜ୍ଞାନ ଶିକ୍ଷକଙ୍କୁ ଅଧିକ ଦକ୍ଷ କରିବା ଲାଗି ସ୍ବତନ୍ତ୍ର ତାଲିମ ଦେବେ ରାଜ୍ୟ ସରକାର। ରାଜ୍ୟରେ କାର୍ଯ୍ୟରତ ସ୍କୁଲ ଓ କଲେଜର ବିଜ୍ଞାନ ଶିକ୍ଷକ ଓ ଅଧ୍ୟାପକଙ୍କୁ ଉଚ୍ଚତର ତଥା ଗୁଣାତ୍ମକ ତାଲିମ ଦେବା ନିମନ୍ତେ ବିଜ୍ଞାନ ଓ...
କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଏସ୍ଡିଏ ଅଧ୍ୟକ୍ଷ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଶୁକ୍ରବାର କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଳଜା ଟିଚରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଓଏସ୍ଡିଏ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶୈଳଜା ବୁଝିଥିଲେ। ସମଗ୍ର...
ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ: ବ୍ଲାକବୋର୍ଡରେ ଲେଖାଗଲା ପ୍ରଶ୍ନ
ଭୁବନେଶ୍ୱର (ବ୍ୟୁରୋ)/ ପୁରୀ ଅଫିସ/ ଗୋପ, (ଡି.ଏନ.ଏ)୨ା୧୧: ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ ବିଭ୍ରାଟ ଦେଖାଯାଇଛି। ବିଭିନ୍ନ ସ୍କୁଲରେ ପ୍ରଶ୍ନପତ୍ର ଅଭାବ ହେବାରୁ କେଉଁଠି ଜେରକ୍ସ ତ...
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ: ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସମ୍ମାନଜନକ ଜୀବନ ବଞ୍ଚିବା ପ୍ରତ୍ୟେକ ଶିଶୁର ମୌଳିକ ଓ ଜନ୍ମଗତ ଅଧିକାର। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ କେବଳ ସରକାର ନୁହନ୍ତି, ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନେ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି ମହିଳା ଓ...
ପୂର୍ବତଟ ରେଳପଥର ଭିଜିଲାନ୍ସ ବୁଲେଟିନ୍ ଉନ୍ମୋଚିତ
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭିଜିଲାନ୍ସ ବୁଲେଟିନ ଉନ୍ମୋଚନ କରାଯାଇଛି। ଶୁକ୍ରବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନଠାରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍କୁଲ୍ର ଛାତ୍ରୀଛାତ୍ରଙ୍କୁ ନେଇ ରଚନା,...
ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି, ପାର୍କିଂ ଫିକୁ ବିରୋଧ
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଏମ୍ସି ହୋଲ୍ଡିଂ ଟିକସ ବୃଦ୍ଧି ଓ ବେଆଇନ ପାର୍କିଂ ଫି ଆଦାୟକୁ ତୀବ୍ର ବିରୋଧ କରିଛି ସମାଜବାଦୀ ପାର୍ଟି, ସିପିଏମ୍, ଫର୍ଓ୍ବାର୍ଡ଼ ବ୍ଲକ୍ ଓ ସିପିଆଇ(ଏମଏଲ)। ଶୁକ୍ରବାର ଏହି ୪ ଦଳ ମିଳିତ ଭାବେ ଭୁବନେଶ୍ୱର ମହାନଗର...
କିଟ୍ ଓ କିସ୍ ପରିଦର୍ଶନ କଲେ ରିଜିଜୁ: ଅଲିମ୍ପିକ୍ସରେ ଭାରତକୁ ଜିତାଇବେ ଜନଜାତି
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ହେଲେ ଆମକୁ ଉପଯୁକ୍ତ ପଦକ୍ଷେପ...
ଐତିହ୍ୟ ସୁରକ୍ଷା ବିପର୍ଯ୍ୟସ୍ତ: ବେଆଇନ ନିର୍ମାଣ ଅଭିଯୋଗ ପରେ ବିଭାଗ ନୀରବ
ପୁରୁଣା ଭୁବନେଶ୍ୱର,୨ା୧୧(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ଯେପରି ବାଧା ନ ଉପୁଜିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ପକ୍ଷରୁ ଅନେକ ନିୟମ ଓ କଟକଣା ରହିଛି। ଆମସାର ଆକ୍ଟ (ଆନସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ ସାଇଟ୍ସ ଆଣ୍ଡ...
ଡ୍ରାଇଭିଂ ଲାଇସେନ୍ସ ଆଳରେ ଅନ୍ଲାଇନ ଠକେଇ
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠାରୁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ପାଇଁ ଆର୍ଟିଓ ଅଫିସରେ ଲୋକଙ୍କ ଭିଡ଼ ଜମୁଛି। ଏବେ ଆର୍ଟିଓ ଅଫିସରୁ ଦଲାଲ ହଟିଯିବା ପରେ ଲୋକେ ଅନ୍ଲାଇନ୍ରେ ଆବେଦନ କରୁଛନ୍ତି।...
ବିଶ୍ୱାସରେ ବିଷ: ବୃଦ୍ଧାଙ୍କ ଏଟିଏମ୍ରୁ ଟଙ୍କା ହଡ଼ପ: ଜେଲ ଗଲେ ଅଭିଯୁକ୍ତ ଫାର୍ମାସିଷ୍ଟ
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଶ୍ୱାସରେ ବିଷ ଦେଇ ଜଣେ ବୃଦ୍ଧାଙ୍କ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ନୟାଗଡ ଜିଲାର ମାନସ ରଞ୍ଜନ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ...
‘ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯’ ଆରମ୍ଭ: ଗୋଟିଏ ସ୍ଥାନରେ ଉତ୍କୃଷ୍ଟ ସିଲ୍କ ଉତ୍ପାଦ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଆର୍ଟିଜାନ୍ସ ଆଣ୍ଡ୍ ୱେଭସର୍ର୍ ୱେଲଫେୟାର୍ ଆସୋସିଏଶନ୍ ‘ହସ୍ତଶିଳ୍ପୀ’ ଦ୍ୱାରା ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ୧୧ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋକୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅମ୍ରିତା ମିଶ୍ର...
ଚିନ୍ତନ ବୈଠକ ବିଷୟରେ ନେତାଙ୍କଠାରୁ ପଚାରି ବୁଝିଲେ ନିରଞ୍ଜନ
ଭୁବନେଶ୍ୱର,୧।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ବୁଧବାର ଚିନ୍ତନ ବୈଠକ କରାଯାଇଥିଲା। ଶୁକ୍ରବାର ଉକ୍ତ ବୈଠକରେ ଯୋଗ ଦେଇଥିବା କିଛି ନେତାଙ୍କୁ ନିଜ ବାସଭବନକୁ ଡାକି କଥା ହୋଇଛନ୍ତି ନିରଞ୍ଜନ। କ’ଣ ପାଇଁ...
Archives


