ମେଟ୍ରୋ

ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼

ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକ ଚିତ୍କାର କରି ଦୌଡ଼ୁଥିବାବେଳେ ଦୁଇଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଛନ୍ତି।...

୨୦ଲକ୍ଷ ଦାଦାବଟିକୁ ନେଇ ଗୁଳିକାଣ୍ଡ

ଗୋପ,୭ା୧୧(ଡି.ଏନ୍‌.ଏ.) ଦାଦାବଟିକୁ ନେଇ ପୁରୀ ଜିଲା ଗୋପ ଅଞ୍ଚଳରେ ବୁଧବାର ଗୁଳିକାଣ୍ଡ ସହ ଗାଡ଼ି ପୋଡ଼ି ହୋଇଛି। ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ନିକଟରେ ଦୁଇ ଯୁବକ ଜଣେ ଠିକାଦାରଙ୍କୁ ଘରୁ ଡାକି ୨୦ଲକ୍ଷ ଟଙ୍କା ଦାଦାବଟିକୁ ନେଇ ଅଭିଯୁକ୍ତମାନେ ତିନି...

୩୬୦ ବିଦ୍ୟାର୍ଥୀଙ୍କୁ ଶୂନ ମାର୍କ

କଟକ ଅଫିସ,୭ା୧୧: ଖପୁରିଆସ୍ଥିତ ସରକାରୀ ଆଇଟିଆଇ କଲେଜର ୪ର୍ଥ ସେମିଷ୍ଟର ପରୀକ୍ଷା ଫଳରେ ବିଭ୍ରାଟ ଦେଖାଦେଇଛି। ୩୬୦ ଛାତ୍ରୀଛାତ୍ରଙ୍କୁ ଗୋଟିଏ ପରୀକ୍ଷାରେ ଶୂନ ମାର୍କ ମିଳିଛି। ଯାହାକୁ ନେଇ ବୁଧବାର କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷା ଖାତାର ପୁନଃ...

ଶିକ୍ଷାନୁଷ୍ଠାନ ପାଖରେ ତମାଖୁ ବିକ୍ରି ବନ୍ଦ କର

ଭୁବନେଶ୍ୱର, ୭ା୧୧ (ବ୍ୟୁରୋ) ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ଓ ତମାଖୁ ବିକ୍ରି ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବ୍ୟବସାୟୀମାନେ ବେଆଇନ ଭାବେ ଏହି ବେପାର ଜାରି ରଖିଛନ୍ତି। ଏ...

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ ଅଫିସ, ୭ା୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ର ଆଗରେ ହୋହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଆଇଆର୍‌ସିଟିସିର ଓଡ଼ିଶାରୁ ପ୍ରଥମ ବିମାନ ଟୁର୍‌; ଅରୁଣାଚଳ ପ୍ରଦେଶ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୭ା୧୧ (ବ୍ୟୁରୋ) ଆଇଆର୍‌ସିଟିସି ଓଡ଼ିଶାରୁ ପ୍ରଥମ କରି ଅରୁଣାଚଳ ପ୍ରଦେଶକୁ ବିମାନ ଟୁର୍‌ ବ୍ୟବସ୍ଥା କରିଛି। ଉତ୍ତର-ପୂର୍ବର ‘ସପ୍ତ ଭଗିନୀ’ ରାଜ୍ୟ ଭିତରୁ ଅରୁଣାଚଳ ପ୍ରଦେଶ ନିଜ ସୌନ୍ଦର୍ଯ୍ୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅରୁଣାଚଳ ପ୍ରଦେଶର ବିଭିନ୍ନ...

ଶ୍ରୀମନ୍ଦିର ସୁରକ୍ଷା ଜୋନ; ଜମି ବିକିଲା ୧ ପରିବାର

ପୁରୀ ଅଫିସ,୭ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଥିବାବେଳେ ମଙ୍ଗଳବାର ପୁଣି ଏକ ପରିବାର ଏଥିରେ ସାମିଲ ହୋଇଛି। ବାସେଳିସାହିର ସମ୍ପୃକ୍ତ ପରିବାର ପ୍ରଶାସନ ସହ ଜମି...

ରାସ୍ତାକଡ଼ରେ ସନ୍ତାନ ପ୍ରସବ ଘଟଣା; ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା

କଟକ ଅଫିସ, ୭ା୧୧: ରାସ୍ତା କଡ଼ରେ ସନ୍ତାନ ପ୍ରସବ କରିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ୍‌ ଆସୋସିଏଶନ(ଓଲ୍‌ସା) ପକ୍ଷରୁ ସମ୍ପୃକ୍ତ ମହିଳାଙ୍କ...

୨୭ବର୍ଷ ପରେ ଗାଁକୁ ଫେରିଲେ ଆର୍ତ୍ତତ୍ରାଣ

ବାଲିଅନ୍ତା, ୭ା୧୧(ଡି.ଏନ୍‌.ଏ.) ଗତ ୨୭ବର୍ଷ ପୂର୍ବେ ଘରୁ ଲୁଚିପଳାଇଥିବା ଜଣେ ବ୍ୟକ୍ତି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରିଛନ୍ତି। ସେ ହେଲେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭିଙ୍ଗାରପୁର ଶାସନ ଗ୍ରାମର ଶିବ ମହାନ୍ତି ଓ ସୀତା...

ଧାନରେ ମାଟିଆ ଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ନରାଜ, ୭ା୧୧(ଡି.ଏନ୍‌.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାକୁ ଲାଗିରହିଛି ବାଆଁ ରା ଅଞ୍ଚଳର ‘ବାଟି ସୋଅରା’ ଚାଷ ଜମି ଅଞ୍ଚଳ। ଏଠାରେ ବାଆଁ ରା ଓ କୁଅମଡା ଗ୍ରାମର ଚାଷୀମାନେ ଧାନ ଫସଲ କରିଥାନ୍ତି। ଯେହେତୁ ବାଆଁ ରା ପଞ୍ଚାୟତଟି ଚନ୍ଦକା-ଡମପଡା ହସ୍ତୀ...

ଓମ୍‌ଫେଡ ପାର୍ଲରରୁ ଚୋରି ସାମଗ୍ରୀ ଜବତ: ୨ ଗିରଫ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ଅଧୀନ କେଶରୀ ନଗର ଅଞ୍ଚଳରେ ଥିବା ଏକ ଓମଫେଡ ପାର୍ଲରରୁ ବିଭିନ୍ନ ସାମଗ୍ରୀ ଓ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୨ଜଣଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ...

ଏସ୍‌ସିବି ମେଡିକାଲ ପାଇଁ ୧୦୦୦ କୋଟି :ଏମ୍ସ ପ୍ଲସ୍‌ ଢାଞ୍ଚାରେ ହେବ ବିକାଶ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏସ୍‌ସିବିକୁ ଏମ୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri