‘ସିଏଏ ସହ ଏନ୍ଆର୍ସିକୁ ଯୋଡ଼ା ନ ଯାଉ’
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି) ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ମଧ୍ୟ ପରିଣତ ହୋଇଛି। ହେଲେ ଏହି ନୂତନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି।...
ଦୁର୍ଦ୍ଦାନ୍ତ ସାଗର ପରିଡା ଏନ୍ଏସ୍ଏରେ ବୁକ୍: ତାଙ୍କ ନାମରେ ରହିଛି ୧୬ରୁ ଊର୍ଦ୍ଧ୍ୱ ମାମଲା
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଜେଲରେ ଥିବା ଦୁର୍ଦ୍ଦାନ୍ତ ସାଗର ପରିଡାଙ୍କୁ କମିଶନରେଟ ପୋଲିସ ଏନ୍ଏସ୍ଏରେ ବୁକ୍ କରିଛି। ତାଙ୍କ ନାମରେ ୧୬ରୁ ଊର୍ଦ୍ଧ୍ୱ ମାମଲା ରହିଛି। ବିଶେଷକରି ବୋମା ମାଡ଼, ଦାଦାବଟି, ହତ୍ୟା ଉଦ୍ୟମ, ଡକାୟତି ଭଳି ୧୨ ସଙ୍ଗିନ ମାମଲାରେ ସେ...
୨୧ରୁ ରମାଦେବୀରେ ଅନ୍ତର୍ଜାତୀୟ ସମ୍ମିଳନୀ: ଯୋଗଦେବେ ୯ ଦେଶରୁ ୨ଶହ ବିଶେଷଜ୍ଞ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ) – ଓଡ଼ିଶାର ବିକାଶ ପାଇଁ କୃତ୍ରିମ ମେଧା ତଥା ବୁଦ୍ଧିର ଆବଶ୍ୟକତା ରହିଛି। ବିଶେଷକରି ଯୁବବର୍ଗଙ୍କ ମନରେ ବିକାଶର ଧାରାକୁ ପ୍ରବାହିତ କରିବା ଏବେ ଏକ ଚ୍ୟାଲେଞ୍ଜ ହୋଇ ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ରୁ ୨୩...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ପୁରୀ ଅଫିସ, ୨୦।୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନରେ ଆୟୋଜିତ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ସମ୍ପର୍କରେ ମୁଖ୍ୟତଃ...
ମହିଳା ଖେଳାଳିଙ୍କୁ ପୋଲିସ ବିଭାଗରେ ଅବହେଳା ଅଭିଯୋଗ
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଓ୍ବେଟ୍ ଲିଫ୍ଟିଂ ବା ଶକ୍ତି ଉତ୍ତୋଳନରେ ଦକ୍ଷିଣ ଆଫ୍ରିକାରେ ୨୦୧୦-୧୧ରେ ସ୍ବର୍ଣ୍ଣ ବିଜୟିନୀ ଶୁଭସ୍ମିତା ମହାନ୍ତି ରାଜ୍ୟ ପୋଲିସ ବିଭାଗରେ କନ୍ଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଭଲ ଖେଳ ପ୍ରଦର୍ଶନ ପାଇଁ ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ...
ଚିଲିକାରେ ହେବ ଫ୍ଲୋଟିଂ ରେସ୍ତୋରାଁ, ହାଉସ୍ବୋଟ୍
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଖୁବ୍ଶୀଘ୍ର ଏସିଆ ମହାଦେଶର ସର୍ବବୃହତ୍ ଲୁଣାହ୍ରଦ ଚିଲିକାରେ ଆରମ୍ଭ ହେବ ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’। ଚିଲିକାର ରମ୍ଭା ଏବଂ ବଡ଼କୂଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ...
ଆସିଲା ଦୁଇ ପ୍ରଜାତିର ୨୬ ପକ୍ଷୀ
ବାରଙ୍ଗ, ୨୦।୧୨(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଛି। ଗୁରୁବାର ଏଠାକୁ ୨ଟି ପ୍ରଜାତିର ୨୬ଟି ପକ୍ଷୀ କଟକର ଏକ ଘରୋଇ ସଂସ୍ଥାରୁ ଅଣାଯାଇଛି। ଏହି ୨ଟି ପ୍ରଜାତି ହେଲା ୟେଲୋ ସାଇଟେଡ କନ୍ୟୁର ହଳ...
‘ନିରପେକ୍ଷତାକୁ ବାଚସ୍ପତି ଗୁରୁତ୍ୱ ଦେବା ଆବଶ୍ୟକ’
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ପାର୍ଲାମେଣ୍ଟ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ନିହାତି ଆବଶ୍ୟକ। ଏ ସମ୍ପର୍କରେ ସମୟୋଚିତ ନିଷ୍ପତ୍ତି ନେବା ବାଞ୍ଛନୀୟ, ଯାହା ନିର୍ବିବାଦୀୟ ହେବା ଉଚିତ।...
ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ଯଥାଶୀଘ୍ର ଫେରାଇ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘର ମୃତ୍ୟୁ ଏବଂ ସୁନ୍ଦରୀ ବାଘୁଣୀକୁ ପରିଚାଳନାରେ ବିଫଳତା ପାଇଁ...
ଓଟିଡିସି କରିବ ଡେଷ୍ଟିନେଶନ ଓ୍ବେଡିଂ
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେଶନ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ସେରିମନିରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ। ଏପରି କି ଚାହିଁଲେ ଓଲିଉଡ୍ ଓ ବଲିଉଡ୍ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।...
ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି:ଓଡ଼ିଶାରେ ତେଜିଲା ବିରୋଧର ସ୍ବର
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି) ବିରୋଧୀ ଆନ୍ଦୋଳନ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଆସାମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ହିଂସା ଲାଗି ରହିଥିବାବେଳେ ଓଡ଼ିଶାରେ...
ସିଏଏ ନିଆଁରେ ଓଡ଼ିଆ ଯୁବକ ପ୍ରସଙ୍ଗ:ଚର୍ଚ୍ଚାରେ ‘ପାଗଳ କାର୍ତ୍ତିକ’ ପୋଷ୍ଟ
ବରଗଡ଼ ଅଫିସ/ପଦ୍ମପୁର, ୨୦।୧୨:ନୂଆଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ବୁଧବାର ଇଣ୍ଡିଆ ଗେଟ୍ ନିକଟରେ କାର୍ତ୍ତିକ ମେହେର ନାମକ ଜଣେ ଓଡ଼ିଆ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀର...
Archives


