୨୯ ମାର୍ଚ୍ଚରୁ ଓଡ଼ିଶାକୁ ଫେରିବ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର,୨୬ା୩: ୨୯ ମାର୍ଚ୍ଚରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ରହିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ଧୀରେ ଧୀରେ ୨-୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଆଇଏମଡି ପୂର୍ବାନୁମାନ...
ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ...
କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…
ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି। ଏହାକୁ ନେଇ ହଟ୍ଟଗୋଳ ଜାରି ରହିଥିବାରୁ ବାଚସ୍ପତି କଂଗ୍ରେସ ବିଧାୟକଙ୍କ...
ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…
ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍ ଗୃହ ଚାଲିପାରିନାହିଁ। ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ।...
‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍ଆଉଟ୍ ଲାଗି ଷଡ଼ଯନ୍ତ୍ର ହେଉଛି’
ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ବିଜେଡି ସପକ୍ଷରେ ବାହାରିଛି। ଏଭଳି ଘଟଣାକୁ ନେଇ ଏବେ ଆଇନ...
ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…
ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ଏକାଠି ହୋଇଛନ୍ତି ବିଜେଡି-କଂଗ୍ରେସ । ବିଧାନସଭା ଗେଟ ସମ୍ମୁଖ ପାଲଟିଛି...
ସାଂଘାତିକ ଅଭିଯୋଗ ଆଣିଲେ ତାରା, କହିଲେ ଥାନାରେ FIR ଦେବି
ଭୁବନେଶ୍ୱର,୨୬।୩: ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ସେ ଥାନାରେ FIR ଦେବାକୁ ବାହାରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘କଲର ଧରି ବିଧାନସଭା ସୁରକ୍ଷାକର୍ମୀ ମୋତେ ମାରିଛନ୍ତି । ମୋ ସୁନା ଚେନ ନେଇଯାଇଛନ୍ତି ।...
ସିପିଙ୍କ କଲର୍ ଟାଣି ଆଣିଲେ କଂଗ୍ରେସ କର୍ମୀ, ରାଜଧାନୀରେ ହଇଚଇ
ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ...
ସବୁ ବିଧାୟକ ସସପେଣ୍ଡ ପରେ ସୁରଙ୍କ ସାଂଘାତିକ ବୟାନ, ଟେନଶନରେ ମୋହନ
ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ...
ପ୍ରେସମିଟ୍ରେ ନରସିଂହଙ୍କ ବଡ଼ ଖୁଲାସା : ବାଚସ୍ପତିଙ୍କ ନାହିଁ …
ଭୁବନେଶ୍ୱର,୨୬।୩: ବିଧାୟକଙ୍କ ନିଲମ୍ବନକୁ ନେଇ କଂଗ୍ରେସ ପ୍ରେସମିଟ୍ କରିଛି। ଘଟଣାକୁ ନିନ୍ଦା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର। ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନ ଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ଭେଟିବାକୁ...
ସସ୍ପେଣ୍ଡ ପରେ ଗର୍ଜିଲେ ତାରା, କହିଲେ ବାପାଙ୍କ ଚାକର…
ଭୁବନେଶ୍ୱର,୨୬।୩: ବିଧାନସଭାରୁ ଆସିଛି ବଡ଼ ଖବର। ଗୃହରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ସବୁ ବିଧାୟକ। ମଙ୍ଗଳବାର କଂଗ୍ରେସର ୧୨ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ଆଉ ୨ଜଣ ସସପେଣ୍ଡ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା...
ପୁଣି ଜଣେ ବିଧାୟକଙ୍କୁ ୭ ଦିନ ପାଇଁ ସସ୍ପେଣ୍ଡ୍ କଲେ ବାଚସ୍ପତି, କହିଲେ ଦାଗିଦ୍ ସତ୍ତ୍ୱେ…
ଭୁବନେଶ୍ୱର,୨୬ା୩: ଏବେ ବିଧାନସଭାରୁ ଖାଲି ବିଧାୟକ ସସ୍ପେଣ୍ଡ୍ ହେବାରେ ଲାଗିଛନ୍ତି। ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍ପେଣ୍ଡ ବା ନିଲମ୍ବନ କରାଯାଇଥିବା ବେଳେ ଆଜି ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଏହି ଦୁଇ ବିଧାୟକ...
Archives


