ମଦ ନିଶାରେ ସାଙ୍ଗଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୭ା୩(ବ୍ୟୁରୋ): ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ନିଜ ଘରକୁ ଡାକି ମଦ ପିଆଇ ମୁଣ୍ଡକୁ ମଦ ବୋତଲରେ ପିଟି ଜୀବନ ନେଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ସ୍କୁଟିରେ ଲଦି ଇନ୍ଫୋସିଟି ଥାନା ଅଧୀନ ପଟିଆ...
କମିଲା ବସ୍ ଭଡ଼ା: କିମି ପିଛା ୧ରୁ ୨ ପଇସା
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ବସ୍ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍ ଭଡ଼ା ୬୯ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୬୮ ପଇସା ହୋଇଛି। ସେହିଭଳି ଏକ୍ସପ୍ରେସ୍ ଭଡ଼ା...
ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ: ମନ୍ତ୍ରୀ
ଭୁବନେଶ୍ୱର,୬।୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ। ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ଥିବା ଟଙ୍କା କେଉଁଆଡେ ଯିବ ନାହିଁ। ଟଙ୍କା ନିରାପଦ ରହିଛି ବୋଲି ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବ୍ୟାଙ୍କରେ ୨ଟି ଡିପୋଜିଟ୍ର...
ଏସ୍ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ ଖବର ଗୁଜବ, ନେଗେଟିଭ ଆସିଛି ସଂକ୍ରମଣ ଯାଞ୍ଚ
ଭୁବନେଶ୍ୱର,୬।୩(ବ୍ୟୁରୋ): କଟକ ଏସ୍ସିବି ମେଡିକାଲର କରୋନା ଓ୍ବାର୍ଡରୁ ଜଣେ ସନ୍ଦିଗ୍ଧ ଚମ୍ପଟ ମାରିବା ଖବର ଏକ ଗୁଜବ। ସମ୍ପୃକ୍ତ ବ୍ୟକ୍ତି ଆୟରଲ୍ୟାଣ୍ଡର ନାଗରିକ। ସେ ୩ ଦିନ ତଳେ ଓଡ଼ିଶା ଆସିଥିଲେ। ସେ ଏବେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା...
୩ ଦିନ ଯାଏ ଲାଗି ରହିବ ବର୍ଷା: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ; ଘଡ଼ଘଡ଼ି ସହ ୩୦ କିମି ବେଗରେ ବହିପାରେ ପବନ
ଭୁବନେଶ୍ୱର,୬।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ଶୁକ୍ରବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ,...
ରାଜ୍ୟ ସଭା ନିର୍ବାଚନ ଲାଗି ପ୍ରାର୍ଥୀ ଦେବା ପ୍ରସଙ୍ଗ: ସୁର କହିଲେ ‘ଆମେ ହାତ ଟେକି ଦେଇଛୁ’
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଲାଗି ଶୁକ୍ରବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୨୬ରେ ନିର୍ବାଚନ ହେବ। ୧୭ ରାଜ୍ୟର ମୋଟ ୫୫ ଆସନରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୪ ଆସନ ରହିଛି।...
ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ, ୨୬ରେ ନିର୍ବାଚନ
ଭୁବନେଶ୍ୱର, ୬।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ। ଏ ନେଇ ଶୁକ୍ରବାରଠାରୁ ପ୍ରାର୍ଥୀମାନେ...
ଆଜିଠାରୁ ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍
ଭୁବନେଶ୍ୱର,୬।୩(ବ୍ୟୁରୋ): ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଓ ଫ୍ରୋନିଅସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ଆନୁକୂଲ୍ୟରେ ‘ନ୍ୟାଶନାଲ ଓ୍ବେଲ୍ଡିଂ ଲିଗ୍ ଅଫ୍ ଓ୍ବିମେନ୍ ଷ୍ଟୁଡେଣ୍ଟସ’ ବା ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍ର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି...
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ
ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି, ଅବକାଶ, ସର୍ବସାଧାରଣ ଦର୍ଶନ, ପରେ ମାଘ ସ୍ନାନ, ବେଶ,...
ଯୁବତୀଙ୍କୁ ପୁରୁଷ ପିସିଆର କର୍ମଚାରୀ ଉଠାଇବାରୁ ଉତ୍ତେଜନା
ଭୁବନେଶ୍ୱର,୬।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଜୟଦେହ ବିହାର ଛକ ନିକଟରେ ଗୁରୁବାର ଜଣେ ଯୁବତୀ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏକାଧିକ ଲୋକ ଏକତ୍ରିତ ହୋଇଯିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଖବରପାଇ ନୟାପଲ୍ଲୀ ଥାନା ପିସିଆର ଭ୍ୟାନ୍ ପହଞ୍ଚି ତାଙ୍କୁ...
ପାର୍କିଂକୁ ନେଇ ଯୁବକଙ୍କୁ ଆକ୍ରମଣ, ଜଣେ ଗରିଫ
ଭୁବନେଶ୍ୱର,୬।୩(ବ୍ୟୁରୋ): ଗାଡି ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆପଲ୍ଲୀ ଥାନା ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ ଜିଲାର ରାଜେନ୍ଦ୍ର ନାୟକ(୩୦)। ସେ ସାଲିଆସାହି ଏକାମ୍ରବିହାରରେ ରୁହନ୍ତି। ରାଜେନ୍ଦ୍ରଙ୍କୁ ଗୁରୁବାର...
ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳି ଫୁଟିବା ଘଟଣା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ
ଭୁବନେଶ୍ୱର,୬।୩ (ବ୍ୟୁରୋ): ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡରେ ବୁଧବାର ରାଜଧାନୀର ଏକ ମ୍ୟାନେଜମେଣ୍ଟ କଲେଜର ଛାତ୍ର ଅସିମ୍ କାଲ୍ସ ଗୁରୁତର ହୋଇଥିଲେ। ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନ ଥିବା...
Archives


