ରାହୁଲଙ୍କୁ ସୋଫିଆ କହିଲେ ସିକ୍ରେଟ ପ୍ଲାନ, ଏବେ…
ଭୁବନେଶ୍ୱର, ୧୧।୭: ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରର ବରମୁଣ୍ଡା ମୈଦାନରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେଇଥିଲେ। ଏହି ସମାବେଶରେ କଂଗ୍ରେସର ବରିଷ୍ଠ ନେତା ତଥା ଓ ପ୍ରଦେଶ କଂଗ୍ରେସ କମିଟିର ବିଧାୟିକା…
ଦଳର ଭିତିରି କଥା ଜାଣି ରାଗିଗଲେ ରାହୁଲ୍ :ଦିଲ୍ଲୀରେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ…
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି।କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ନେଇ ରାଗିଗଲେ ହାଇକମାଣ୍ଡ। PAC ବୈଠକରେ ଏକାଠି ରହିବା ଉପରେ ଖାଡଗେ, ରାହୁଲ ଗୁରୁମନ୍ତ୍ର ଦେଇଛନ୍ତି। ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ…
ଆନ୍ଦୋଳନ ବନ୍ଦ ହେବ ନାହିଁ: ଡ୍ରାଇଭର ମହାସଂଘ
ଭୁବନେଶ୍ୱର,୧୧।୭: ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ସେ…
ପାଖକୁ ଯାଇ ଏମିତି କ’ଣ କହିଦେଲେ କୁନି ଝିଅ, ଖୁସିରେ ଗଦ୍ଗଦ୍ ହୋଇଗଲେ ରାହୁଲ
ଭୁବନେଶ୍ୱର,୧୧।୭: ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ଦେଖିବାକୁ ମିଳିଛି ପିଲାମାନଙ୍କ ପ୍ରତି ରାହୁଲଙ୍କ ଦୁର୍ବଳତା । ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଯାଇ ସେଠାରେ ଏକ ସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । କିନ୍ତୁ…
ମହାନଦୀରେ ଛିଣ୍ଡିଲା ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର: ଘଟଣାସ୍ଥଳରେ….
କଟକ,୧୧।୭: ମହାନଦୀରେ ଛିଣ୍ଡିଲା ବିଦ୍ୟୁତ ତାର। ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ମହାନଦୀରେ ଛିଣ୍ଡି ପଡ଼ିଥଥିବା ସୂଚନା ମିଳିଛି। ମୁଣ୍ଡଳୀ ତଳଗଡ଼ ନିକଟରେ ଏହି ତାର ଛିଡିଛି। ଘଟଣାସ୍ଥଳରେ NDRF ଟିମ ପହଞ୍ଚିଛନ୍ତି । କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ।
ସୁଯୋଗ ମିଳିଲେ ବି କ୍ଷମତାକୁ ଆସି ପାରିବନି କଂଗ୍ରେସ: ମନମୋହନ
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ରାହୁଲ ଟାର୍ଗେଟ କରି କହିଛନ୍ତି, ଆଦାନୀ…
ରାହୁଲଙ୍କ କଥା ଶୁଣବେନି ଓଡ଼ିଶାବାସୀ: ପ୍ରଦୀପ
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏହାର କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ତଥା ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ। ଦିନ…
ଆସିଲା ତାରିଖ: ଏହି ଦିନ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୧୧।୭: ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ…
ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ, ଗରିବଙ୍କୁ ଲୁଟୁଛି: ମଲିକାର୍ଜୁନ ଖାର୍ଗେ
ଭୁବନେଶ୍ୱର,୧୧।୭: କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ…
ଡ୍ରାଇଭର ଆନ୍ଦୋଳନ ପଛରେ ଏହି ଦଳର ହାତ: ମନ୍ତ୍ରୀ ଆଣିଲେ ଅଭିଯୋଗ
ଭୁବନେଶ୍ୱର,୧୧।୭: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଶୁକ୍ରବାର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି। ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି…
ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, ଲଗାଇଲେ ବଡ ଅଭିଯୋଗ
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଏକ ସମାବେଶରେ ସମ୍ବୋଧନ କରି ସେ ଅଭିଯୋଗ କରିଛନ୍ତି ଯେ ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଇ ସେମାନଙ୍କ ସମାବେଶକୁ ଭଣ୍ଡୁର…
ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅଦାନୀ ପାଇଁ ଅଟକାଯାଇଥିଲା: ରାହୁଲ ଗାନ୍ଧୀ
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଅଘଟଣକୁ ନେଇ ସରକାର ଅଦାନୀ ଭଳି ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ କାମ…
Archives


