ଚଳିତବର୍ଷ ହେବ ନାହିଁ ବୋଲ୍ବମ୍ ଯାତ୍ରା
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଗୋଟିଏ ପରେ ଗୋଟିଏ କଟକଣା ଜାରି କରିଚାଲିଛନ୍ତି। ବିଶେଷକରି ଭିଡ଼ ରୋକିବା...
କରୋନା ପରିଚାଳନା ଲାଗି ୬ ଓଏଏସ୍ ଗଞ୍ଜାମ ପାଇଁ ନିଯୁକ୍ତ
ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍ଙ୍କ ସହ ୬ ଓଏଏସ୍ ଗଞ୍ଜାମ ଜିଲା ପାଇଁ ନିଯୁକ୍ତି ହୋଇଛନ୍ତି। ସେମାନେ ଜିଲା ପ୍ରଶାସନ ନିର୍ଦ୍ଦେଶରେ କାର୍ଯ୍ୟ କରିବେ।...
ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ: ୨ ଆଇଏଏସ୍ ପରେ ଗଲେ ୬ ଓଏଏସ୍
ଭୁବନେଶ୍ୱର,୪।୭(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ ଜିଲା। ଗୋଟିଏ ପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଥିବା ବେଳେ ସେଥିରୁ ୨୦୬୬ଜଣ ଗଞ୍ଜାମର। ଏପରିକି ଦିନକୁ ଦିନ ଗଞ୍ଜାମରେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ସର୍ବାଧିକ ଆକ୍ରାନ୍ତ...
ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍ ନିଯୁକ୍ତ
ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ ଯିବେ। ସରକାର ଉକ୍ତ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍ଙ୍କୁ ନିଯୁକ୍ତି କରିଛନ୍ତି।...
ଅପରାହ୍ନ ସାଢ଼େ ୨ଟାରେ ରାଜ୍ୟ ସରକାରଙ୍କ ଜରୁରୀ ପ୍ରେସ୍ମିଟ୍
ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଜନିତ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥଳେ ପରିସ୍ଥିତିକୁ କିଭଳି ସାମ୍ନା କରିହେବ ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେବେ ଶନିବାର ଅପରାହ୍ନ ସାଢ଼େ ୨ଟାରେ ଜରୁରୀ ପ୍ରେସ୍ମିଟ୍...
କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମାଳିସାହି ଅଞ୍ଚଳକୁ...
୬ରୁ ଖୋଲିବ ଏହିସବୁ ଦର୍ଶନୀୟ ସ୍ଥାନ
ଭୁବନେଶ୍ୱର, ୪।୭(ବ୍ୟୁରୋ): କରୋନା ପାଇଁ ଓଡ଼ିଶାରେ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍ଆଇ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ସ୍ଥାନଗୁଡିକ ମଧ୍ୟରେ ରହିଛି ଖଣ୍ଡଗିରି,...
CORONAVIRUS UPDATE: ରାଜ୍ୟରେ ପୁଣି ୪୯୫ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ ରେ ପହଞ୍ଚିଲା
ଭୁବନେଶ୍ୱର, ୪।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୪୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା...
ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି
ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଜାରି କରୁଛି। ହେଲେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସଂକ୍ରମଣ ଥମିବାରେ ନାଁ ଧରୁନି। ଆରମ୍ଭରୁ...
ସାଇବର ମାମଲା:ସଫଳତା ଶୂନ
ଭୁବନେଶ୍ୱର,୪ା୭ (ବ୍ୟୁରୋ)(ତ୍ରିନାଥ ମହାନ୍ତି): କରୋନା କଟକଣା ପାଇଁ ଲୋକେ ଘରେ ରହିଲେ। ଇ-କାରବାର ଉପରେ ଅଧିକ ନିର୍ଭରଶୀଳ ହୋଇପଡିଲେ। ଏହାର ସୁଯୋଗ ନେଇ ସାଇବର ଅପରାଧୀମାନେ ଏବେ ବେଶ୍ ସକ୍ରିୟ ହୋଇଉଠିଛନ୍ତି। ନାନା ଉପାୟରେ ନିମିଷକରେ ବ୍ୟାଙ୍କ୍ ଆକାଉଣ୍ଟରୁ ଲକ୍ଷ...
ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମ୍ସି
ଭୁବନେଶ୍ୱର,୩।୭(ବ୍ୟୁରୋ)-ଗୋଟିଏ ପରିବାରର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୁକ୍ରବାର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସେହିପରି ସୁବାସ ନଗରରୁ କଣ୍ଟେନମେଣ୍ଟ ଉଚ୍ଛେଦ କରାଯାଇଛି।
ବାହାର ଶ୍ରମିକଙ୍କୁ ରାଜଧାନୀ ମନା
ଭୁବନେଶ୍ୱର,୩।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ପଦକ୍ଷେପ ନିଆଯାଇଛି। ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରୁ ହଟସ୍ପଟ...
Archives


