ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ
ଭୁବନେଶ୍ୱର,୫।୪(ବ୍ୟୁରୋ): ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରବିବାର ସନ୍ଧ୍ୟାରେ ୩୦ ମିନିଟ୍ ବିଜୁଳି କାଟ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପଭୋକ୍ତାମାନେ ୩୦ ମିନିଟ୍ ପର୍ଯ୍ୟନ୍ତ ବିଜୁଳି ବନ୍ଦ କରି ନୀରବ ପ୍ରତିବାଦ...
ବିମାନ, ଟ୍ରେନ୍ରୁ ସଂକ୍ରମଣ
ଭୁବନେଶ୍ୱର,୫।୪(ବ୍ୟୁରୋ): ବାହାର ଦେଶ ଓ ରାଜ୍ୟରୁ କରୋନାର ନୂଆ ଷ୍ଟ୍ରେନ୍ ଏବେ ଓଡ଼ିଶାକୁ ପଶି ଆସୁଛି। ଟ୍ରେନ୍, ବିମାନ ଓ ଗାଡିମୋଟର ଦେଇ ଚାରିଆଡୁ ସଂକ୍ରମଣ ମାଡ଼ି ଆସୁଛି। ତେଣୁ ଏହି ଘାତକ ମହାମାରୀକୁ ପ୍ରତିହତ କରିବା ପାଇଁ ଏବେ...
ରାଜକୋଷକୁ ଚୂନ ଲଗାଇଛନ୍ତି ବାବୁ
ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜକୋଷର ମୁଖ୍ୟ ଆଧାର ହେଉଛି ଟିକସ। ଏହାର ଅବମୂଲ୍ୟାୟନ ଓ ଚଞ୍ଚକତା ଯୋଗୁ ରାଜ୍ୟକୁ ବହୁ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଛି। ସରକାରୀ ବାବୁ (ଅଧିକାରୀ)ମାନେ ରାଜକୋଷକୁ ଚୂନ ଲଗାଇଛନ୍ତି। ସେମାନଙ୍କ ଦୁର୍ନୀତିଖୋର ମନୋଭାବ ଏବଂ ଅବହେଳା...
ଆଜିଠୁ ୧୦ ଜିଲାରେ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସୀମାନ୍ତ ଜିଲାଗୁଡ଼ିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଜିଲାରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଥିବାବେଳେ...
ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ!
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର ବିମର୍ଷ ଏବଂ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ମୁଖ୍ୟମନ୍ତ୍ରୀ ଏବଂ...
ଷ୍ଟେଟ୍ବ୍ୟାଙ୍କର ୭ କର୍ମଚାରୀଙ୍କୁ କରୋନା, ମୁଖ୍ୟ କାର୍ଯ୍ୟାଳୟ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜଧାନୀସ୍ଥିତ ଏସ୍ବିଆଇର ମୁଖ୍ୟ କାର୍ଯ୍ୟାଳୟ ରବିବାର ସିଲ୍ ହୋଇଛି। ଷ୍ଟେଟ୍ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ୪୮ ଘଣ୍ଟା ଅର୍ଥାତ୍ ୨...
ଧାରଣାରୁ ଉଠିଲେ ଭାଜପା ବିଧାୟକ, କହିଲେ ରାଜ୍ୟପାଳଙ୍କୁ ଭେଟିବୁ
ଭୁବନେଶ୍ୱର,୪।୪(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଶନିବାରଠାରୁ ଧାରଣାରେ ବସିଥିବା ଭାଜପା ବିଧାୟକମାନେ ରବିବାର ଉଠିଛନ୍ତି। ଆଜି ସକାଳେ ଭାଜପା ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ସେମାନେ ଧାରଣାରୁ ଉଠିଥିଲେ। ସମଗ୍ର ଘଟଣା ପାଇଁ...
ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ରବିବାର ରାଜ୍ୟରେ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୯୩ ଜଣ ଲୋକାଲ କେସ୍...
ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଦାଦନ’ ମନୋନୀତ
ଭୁବନେଶ୍ୱର, ୪।୪ (ବ୍ୟୁରୋ):ହାର୍ମୋନୀ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦନ’ (ଏକ ଆତ୍ମକାହାଣୀ) ଚମ୍ବଲ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ହୋଇଛି। ଆସନ୍ତା ୧୬ ଓ ୧୭ ତାରିଖରେ ରାଜସ୍ଥାନ କୋଟ ସହରର ୟୁଆଟି ଅଡିଟୋରିୟମଠାରେ...
ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ
ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ବିଲ୍ ଶନିବାର ବିରୋଧୀଙ୍କ ଅନୁପସ୍ଥିତିରେ ପାରିତ କରାଯାଇଛି। ଏହି ସଂଶୋଧନ ଆଇନ ଅନୁଯାୟୀ...
ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି
ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍-୨୦୨୧ ଶନିବାର ବିଧାନସଭାରେ...
ନୂଆ ଷ୍ଟ୍ରେନ୍ର ଗତି ପ୍ରଖର, ପଡିଛି ଭାଳେଣି
ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବହୁଶୀଘ୍ର ଚାରିଆଡକୁ ବ୍ୟାପିଯାଇଛି। ଦୈନିକ ପଜିଟିଭ୍ ସଂଖ୍ୟା ୫ଶହ ପାଖାପାଖି ପହଞ୍ଚତ୍ଥିବାବେଳେ ନୂଆ ଷ୍ଟ୍ରେନ୍କୁ ନେଇ ଭାଳେଣି ପଡିଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍...
Archives


