୫୬ ଇକୋନୋମିକ୍ ଇନ୍ଭେଷ୍ଟିଗେଟରଙ୍କୁ ନିଯୁକ୍ତି
ଭୁବନେଶ୍ୱର,୨।୭(ବ୍ୟୁରୋ): ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଲାଗି ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସମ୍ପୃକ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗରେ ସଦ୍ୟ ନିଯୁକ୍ତ ୫୬ ବରିଷ୍ଠ ଇକୋନୋମିକ୍ ଇନ୍ଭେଷ୍ଟିଗେଟରଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…
ନାବାଳକଙ୍କୁ ଗୋଇଠା ମାରି ପୋଲିସ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍ଡାଉନ୍ରେ ଚା’ ଦୋକାନ ଖୋଲିଥିବା ଜଣେ ନାବାଳକଙ୍କୁ ଗୋଇଠା ମାରିବା ପୋଲିସ ପାଇଁ ମହଙ୍ଗା ପଡ଼ିଛି। ଗୁରୁବାର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଡିସିପି ନିଲମ୍ବିତ କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ୨୯ ନଂ. ପିସିଆର ଭ୍ୟାନ୍ ଡ୍ରାଇଭର ତଥା…
ଜୁନ୍ରେ ଦେଢ଼କୋଟି ଲୁଟିଛନ୍ତି ସାଇବର ଠକ
ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍ଡାଉନ୍ ସମୟରେ ପ୍ରତିମାସରେ ସାଇବର ଠକମାନେ ରାଜ୍ୟରୁ ବହୁ କୋଟି ଟଙ୍କା ଲୁଟିନେଉଛନ୍ତି। ଲୁଟ୍ର ଶିକାର ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜଧାନୀବାସୀ। ଭୁବନେଶ୍ୱର ସାଇବର ସେଲ୍ର ରିପୋର୍ଟ ଅନୁଯାୟୀ, କେବଳ ଜୁନ୍ ମାସରେ ରାଜ୍ୟରେ ୧ କୋଟି ୫୩ଲକ୍ଷ…
ଜିସିଇ ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ସ
ଭୁବନେଶ୍ୱର,୨ା୭:କେନ୍ଦୁଝରସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍ ଇଞ୍ଜିନିୟରିଂ(ଜିସିଇ)କୁ ରାଜ୍ୟ ସରକାର ସେଣ୍ଟର ଅଫ୍ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବେ। ମାଇନିଂ, ମେଟାଲର୍ଜି ଆଣ୍ଡ୍ ମିନେରାଲ୍ସ କ୍ଷେତ୍ରରେ ଏଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ) ସ୍ଥାପନ କରାଯିବାକୁ ଯୋଜନା ରଖାଯାଇଛି।…
ଗର୍ଭବତୀଙ୍କୁ ଖୁବ୍ଶୀଘ୍ର ଟିକା
ଭୁବନେଶ୍ୱର, ୨ା୭(ବ୍ୟୁରୋ):ରାଜ୍ୟରେ ଏଣିକି ଗର୍ଭବତୀଙ୍କୁ ଦିଆଯିବ ଟିକା। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ରାଜ୍ୟରେ ଖୁବ୍ଶୀଘ୍ର ତାହା ଆରମ୍ଭ କରାଯିବ। ସେପଟେ ଗୁରୁବାର…
ଖୁବ୍ଶୀଘ୍ର ଗର୍ଭବତୀଙ୍କୁ ଟିକା
ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ଗର୍ଭବତୀଙ୍କୁ ଟିକା ଦିଆଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ରାଜ୍ୟରେ ଖୁବ୍ଶୀଘ୍ର ଟିକାକରଣ ଆରମ୍ଭ କରାଯିବ। ଗୁରୁବାର ୧ଲକ୍ଷ ଡୋଜ୍…
ପୂର୍ବତନ କୁଳପତି ସଂଘମିତ୍ରା ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
ରାସ୍ତାରେ ବ୍ୟୁଟିପାର୍ଲର, ସ୍ପା ମାଲିକ
ଭୁବନେଶ୍ୱର,୧।୭: ପାଖରେ ପଇସା ନାହିଁ। ଚଳିବୁ କିପରି ବୋଲି ଅଭିଯୋଗ କରି ଗୁରୁବାର ରାଜରାସ୍ତାକୁ ଓହ୍ଲାଇଥିଲେ ଭୁବନେଶ୍ୱରର ବ୍ୟୁଟିପାର୍ଲର ଏବଂ ସ୍ପା ମାଲିକମାନେ। ବ୍ୟୁଟିପାର୍ଲର ସଂଘ କର୍ମକର୍ତ୍ତା ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଜୟଦେବ ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…
୧୫ ସୁଦ୍ଧା ଏମ୍ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେଶିନ
ଭୁବନେଶ୍ୱର,୧।୭: ଭୁବନେଶ୍ୱର ଏମ୍ସରେ ପହଞ୍ଚିଛି ଏକମୋ ମେଶିନ। ଜୁଲାଇ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏପରି କି ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେଶିନ ଆସିବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଗୁରୁବାର ଏହି ସୂଚନା ଦେଇଛନ୍ତି। ଏକମୋ…
ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା
ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍ରୁ ୮ ଲକ୍ଷ କୋଭିଶିଲ୍ଡ ଟିକା ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ…
ବସ୍ ଚଳାଚଳ ପାଇଁ ଜାରି ହେବ ଗାଇଡ୍ଲାଇନ୍
ଭୁବନେଶ୍ୱର,୧ା୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ଦେଖି କଟକଣାକୁ ଜୁଲାଇ ୧୬ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲାରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି। ତେବେ ବସ୍ ଚଳାଚଳ ପାଇଁ ଗାଇଡ୍ଲାଇନ୍ ଜାରି କରାଯିବ…
କରୋନା ପରିଚାଳନା ତ୍ରୁଟି ଲୋକଙ୍କ ଆଗରେ ରଖିବ ଯୁବ କଂଗ୍ରେସ
ଭୁବନେଶ୍ୱର, ୧।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତ୍ରୁଟିଗତ ପରିଚାଳନା, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଇତ୍ୟାଦିର ଅହେତକୁ ଦରଦାମ ବୃଦ୍ଧି ପ୍ରସଙ୍ଗ ଲୋକଲୋଚନକୁ ଆଣିବାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରୟାସ କରୁଛି। ଯୁବ କଂଗ୍ରେସ ପକ୍ଷରୁ ବୁଧବାର ରାଜ୍ୟ…
Archives


