ଭାଜପା କର୍ମୀଙ୍କୁ ଟେକିନେଲା ପୋଲିସ
ଭୁବନେଶ୍ୱର,୨୨।୧୧(ବୂ୍ୟରୋ): କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ନେଉନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହେବା ପରେ ବି ରାଜନୀତି ଥମୁନି । ଗୃହ…
ଯେଉଁଠି ପିସିଆର୍, ସେଇଠି ନିଶା ବେପାର
ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଆଡ୍ଡା ଜମାଇବା ସହ ନିଶା କାରବାର, ଦେହ ବେପାରଠାରୁ ଆରମ୍ଭ କରି…
ରାଜ୍ୟରେ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୯୪କୁ ବୃଦ୍ଧି ପାଇଛି। କେବଳ ବାଲେଶ୍ୱରରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ନବୀନ ନିବାସ ଘେରାଉ କରିବ ଭାଜପା
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ କରାଯିବ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଦଳ ରାଜରାସ୍ତାକୁ ଓହ୍ଲାଇବ। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ନବୀନ…
‘କ୍ଲାଇମେଟ୍ ଚେଞ୍ଜ୍: ଫୋକସ୍ ଓଡ଼ିଶା’
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରିଣାମଦର୍ଶୀ ମଣିଷ ଏହାର ଭୟାବହତାକୁ ତଥାପି ବୁଝିବାକୁ ନାରାଜ। ପୃଥିବୀର ସମ୍ବଳଗୁଡ଼ିକର ଅପବ୍ୟବହାର କରି ଜଙ୍ଗଲ, ଖଣି, ନଦୀ, ହ୍ରଦ ସବୁକୁ ମଣିଷ ନଷ୍ଟ କରିଚାଲିଛି। ତାପମାତ୍ରା ବଢ଼ିବାରୁ…
କାର୍ଯ୍ୟ ବନ୍ଦ, ଭୋଟ୍ ବର୍ଜନ କରିବେ କନିଷ୍ଠ ଶିକ୍ଷକ
ଭୁବନେଶ୍ୱର,୨୨।୧୧ (ବ୍ୟୁରୋ): କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ୨୦୧୫ରୁ ୫ବର୍ଷ ହେବ ଏମାନଙ୍କ ଦରମା ବଢ଼ୁନାହିଁ। ଦାବି ପୂରଣ ପାଇଁ ଦୀର୍ଘଦିନ ହେବ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଆଗକୁ କାର୍ଯ୍ୟ ବନ୍ଦ କରିବା…
ସ୍ଥିତି ହରାଉଛି ‘ହାବସ୍ପୁରୀ’ ହସ୍ତତନ୍ତ
ଭୁବନେଶ୍ୱର,୨୨।୧୧ (ବ୍ୟୁରୋ): ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ଦିଆଯିବ ଏକ ନୂଆ ରୂପ। ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ୧୨୪୬ କୋଟି ଖର୍ଚ୍ଚ କରିବେ ଭାରତ ଓ ଗୁଜରାଟ ସରକାର। ଏହି ପ୍ରକଳ୍ପକୁ ଗାନ୍ଧିବାଦୀମାନେ, ବିଭିନ୍ନ ରାଜନୈତିକ ଦଳ ଓ ଗାନ୍ଧିଜୀଙ୍କ…
ଆଜି ରାଜ୍ୟରୁ ୧୭୧ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ପିଲା
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୭,୧୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୮ ଜଣ ଚିହ୍ନଟ…
ଆଜିଠୁ ବିଜେଡିର ଆନ୍ଦୋଳନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଦରବୃଦ୍ଧି ପ୍ରସଙ୍ଗ ନେଇ ଦ୍ୱିତୀୟ ଥର ଲାଗି ବିଜେଡି ରାସ୍ତାକୁ ଓହ୍ଲାଇବାକୁ ଯାଉଛି। କିଛିଦିନ ତଳେ ତେଲ ଦରବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିବାବେଳେ ଏବେ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ…
ଶ୍ରେଷ୍ଠ ୧୦ରେ ଓଡ଼ିଶାର ଦୁଇ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଏଜୁକେଶନ ଓ୍ବାର୍ଲଡ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ୍ ୨୦୨୧-୨୨ର ଦୁଇଟି ବର୍ଗରେ ଶ୍ରେଷ୍ଠ ୧୦ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ପରିଚାଳିତ ଦୁଇଟି ସ୍କୁଲ ସ୍ଥାନ ପାଇଛି। ଗଞ୍ଜାମ ଜିଲାର ହାତୀଓଟ ଆଦର୍ଶ ବିଦ୍ୟାଳୟ ଭାରତର ଶ୍ରେଷ୍ଠ ୧୦ ସରକାରୀ…
୨୩ରେ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ…
ଖର୍ଚ୍ଚ ହୋଇପାରୁନି ନିର୍ଭୟା ପାଣ୍ଠି
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ମାଧ୍ୟମରେ ଓଡ଼ିଶାକୁ ଅର୍ଥ ଦିଆଯାଉଛି। ହେଲେ ଏହାର ସିଂହ ଭାଗ ଖର୍ଚ୍ଚ ନ…
Archives


