୩ରୁ ବର୍ଷିବ!
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଫେବୃୟାରୀ ୪ ତାରିଖରେ ସୁନ୍ଦରଗଡ଼, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର…
ପ୍ରକାଶ ପାଇଲା ପୌରସଂସ୍ଥା ଅଧ୍ୟକ୍ଷ ଚୂଡାନ୍ତ ସଂରକ୍ଷଣ ତାଲିକା
ଭୁବନେଶ୍ୱର,୩୧।୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧୦୭ ପୌରସଂସ୍ଥା…
ଆସିଲା ଫେବୃୟାରୀ ଗାଇଡ୍ଲାଇନ୍
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଫେବୃୟାରୀ ମାସ ପାଇଁ କରୋନା ଗାଇଡ୍ଲାଇନ୍ ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ଗାଇଡ୍ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ଏବେ ରାତି ୯ଟା ପରିବର୍ତ୍ତେ ରାତି ୧୦ରୁ ଆରମ୍ଭ ହେବ। ତେବେ ରାତି…
‘ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି’
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି। ମାତ୍ର ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ସେ…
ଆଜି ରାଜ୍ୟରୁ ୩୩୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧,୯୩୪ ଜଣ ଚିହ୍ନଟ ହୋଇଥିବା…
ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୪
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…
ନିର୍ବାଚନ ପାଇଁ ପିସିସି ସଂଯୋଜକ ନିଯୁକ୍ତ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ତା’ର ସାଙ୍ଗଠନିକ ଜିଲା ପାଇଁ ସଂଯୋଜକ ନିଯୁକ୍ତ କରିଛି। ପିସିସିର ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ଖୁଣ୍ଟିଆ, ବାଲେଶ୍ୱର…
ଲିଙ୍ଗରାଜଙ୍କ ଜମିରେ ନିର୍ମାଣକୁ ଲାଗିଲା ରୋକ୍
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଏୟାରପୋର୍ଟ ନିକଟସ୍ଥ ଲିଙ୍ଗରାଜଙ୍କ ଜମିରେ ଏକ ଘରୋଇ ସଂସ୍ଥା ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ରବିବାର ଖୋର୍ଦ୍ଧା ଜିଲା ପ୍ରଶାସନ ବନ୍ଦ କରିଛି। ଉକ୍ତ ଜମିରେ ଭୂମି ପୂଜନ କରାଯାଉଥିବାବେଳେ ଭୁବନେଶ୍ୱର ତହସିଲଦାର ଓ ଅତିରିକ୍ତ ତହସିଲଦାର ଉକ୍ତ ବିବାଦୀୟ ଜମି…
ବଜେଟକୁ ନେଇ ଆଶା, ଆଶଙ୍କା
ଭୁବନେଶ୍ୱର, ୩୧।୧ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ କରିବେ। ମହାମାରୀ କରୋନା ପାଇଁ ସମଗ୍ର ଦେଶ ଏବେ ସଙ୍କଟ ସ୍ଥିତିରେ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେକାରି, ଛଟେଇ,…
ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ: ୨୮ ଦିନରେ ୩୧୪୩ ମାମଲା
କଟକ ଅଫିସ, ୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିଶାମୁକ୍ତ କରିବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରବିବାର କଟକ ସିଡିଏ ସେକ୍ଟର-୨ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅବକାରୀ ବିଭାଗ ଡେପୁଟି…
ବସି ପାରିଲାନି ବୈଠକ, ସନ୍ଦେହରେ ପ୍ରସଙ୍ଗ
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏଥର କେନ୍ଦ୍ର ସରକାର ବଜେଟ୍ରେ କେଉଁସବୁ ଦିଗ ଉପରେ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟତଃ ତ୍ତତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ନିର୍ବାଚନ ହେବାକୁ…
ଫେବୃୟାରୀ ୩ରୁ ପୁଣି ବର୍ଷା
ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା। ଫେବୃୟାରୀ ୩ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲିି ପାଣିପାଗ ବିଭାଗ ଆକଳନ କରିଛ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ଟୁଇଟ୍ରେ…
Archives


