ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…
‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂ
ଭୁବନେଶ୍ୱର,୫।୪(ବ୍ୟୁରୋ):ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂ ସୋମବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଡିଭିଜନ ଅଡିଟୋରିୟମରେ ରାତି…
ଟ୍ରଷ୍ଟ ହାତରେ ବିଶ୍ୱବିଦ୍ୟାଳୟ ପାଠପଢ଼ାକୁ ବିରୋଧ
ଭୁବନେଶ୍ୱର,୫।୪(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ଚଣ୍ଡିଖୋଲସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗତ ୨ବର୍ଷ ହେବ ବିଏସ୍ସି ନର୍ସିଂ କୋର୍ସ ଆରମ୍ଭ ହୋଇଛି। ହେଲେ ଏହାର ପରିଚାଳନା ଓ ପାଠପଢ଼ା ଦାୟିତ୍ୱ ରହିଛି ଏକ ଟ୍ରଷ୍ଟ ହାତରେ। ଫଳରେ ନାନା ସମସ୍ୟା ଉପୁଜୁଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାଜନୈତିକ ଦଳ
ଭୁବନେଶ୍ୱର,୫।୪ (ବ୍ୟୁରୋ):ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗା ଘଟଣାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ହେରିଟେଜ ବୈଠକ ଡାକି ଘଟଣାର ବଡ଼ଧରଣର ତଦନ୍ତ କରିବାକୁ…
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାର୍ଯ୍ୟ ନେଇ ବର୍ଷିଲା ଭାଜପା
ଭୁବନେଶ୍ୱର,୫।୪(ବ୍ୟୁରୋ):ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ଟୁଇଟ୍ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ଅନ୍ୟପଟେ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମଧ୍ୟ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ତେବେ ବିଜେଡି…
୭ରେ ୧୦୫ ପୌର ଉପାଧ୍ୟକ୍ଷ ଭୋଟ
ଭୁବନେଶ୍ୱର,୫।୪(ବ୍ୟୁରୋ):୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଚଳିତ ମାସ ୭ ତାରିଖରେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୋମବାର ଏ ସମ୍ପର୍କରେ ସବୁ ଜିଲାପାଳ ଓ…
ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର, ୫।୪(ବ୍ୟୁରୋ):ରାଜ୍ୟରେ ସୋମବାରଠାରୁ ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍ ୩ଲକ୍ଷ ୩୨ହଜାର ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ପ୍ରାୟ ୧,୫୮୮ କଲେଜର ପରୀକ୍ଷାର୍ଥୀଙ୍କ ଲାଗି ୧,୧୩୨ ପରୀକ୍ଷା କେନ୍ଦ୍ର ଓ…
ସିବିଆଇ ତଦନ୍ତ ଦାବି କଲେ ମା’
ଭୁବନେଶ୍ୱର,(ବ୍ୟୁରୋ)/ ନୟାଗଡ଼ ଅଫିସ୍/ ରଣପୁର, ୫।୪ (ସ୍ବ.ପ୍ର.):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ କ୍ରାଇମ୍ବ୍ରାଞ୍ଚ ସୋମବାରଠାରୁ ମାରାଥନ୍ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ…
ଚାଷକୁ ନାହିଁ, ଶୋଷୁଛନ୍ତି ଶିଳ୍ପ
ଭୁବନେଶ୍ୱର, ୫ା୪(ବ୍ୟୁରୋ):ରାଜ୍ୟରେ ଚାଷଜମିକୁ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ଯୋଗାଇଦେବା ରାଜ୍ୟ ସରକାରଙ୍କ ପକ୍ଷେ କାଠିକର ପାଠ ହେଉଛି। ଏ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜମିକୁ ଜଳସେଚନ ସୁବିଧା ମିିଳିପାରୁନାହିଁ। ଭୁଲ୍ ଡିଜାଇନ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର)ରେ ତ୍ରୁଟି,…
ମାନସଙ୍କ ଚପଲ, ବ୍ଲୁଟୁଥ୍ ଚିହ୍ନିଲେ ପରିବାର ଲୋକେ
ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁ ଚର୍ଚ୍ଚିିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଘରେ ପହଞ୍ଚି ତଦନ୍ତ କରିଛି । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ମାନସଙ୍କ ଘରକୁ ଯାଇଥିଲେ । ମିଳିଥିବା ଚପଲ ଏବଂ ବ୍ଲୁଟୁଥ୍ ମାନସଙ୍କର ବୋଲି…
୪୨ ଡିଗ୍ରୀ ଉପରେ ୩ ସହର
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ୪୨ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀର ୪୨.୬, ଟିଟିଲାଗଡ ୪୨.୫ ଏବଂ ବୌଦ୍ଧରୁ ୪୨ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡା ୪୦.୮, ଭବାନୀପାଟଣା ୪୦.୬, ସୋନପୁର…
ରାଜ୍ୟରେ ସୁସ୍ଥ ହେଲେ ଆଉ ୫୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୪।୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨ ଲକ୍ଷ ୭୮ ହଜାର ୩୨୨ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Archives


