ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ
ଭୁବନେଶ୍ୱର,୮ା୧୦: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଜନଜାତି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ବିଏଲ୍…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୧ ଯାଏ ଲାଗିରହିବ ବର୍ଷା
ଭୁବନେଶ୍ୱର,୮।୧୦(ବନ୍ଦନା ସେଠୀ):ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍ ଲାଇନ୍…
ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା, ରାଜନୀତରେ ହଲଚଲ
ନୂଆପଡା,୭।୧୦: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ…
ଓଡ଼ିଶାରେ ଜଣେ ବ୍ୟାଚଲର କେତେ ଜମି କିିଣିପାରିବେ? ଆସିଲା ବଡ଼ ଅପଡେଟ୍!
ଭୁବନେଶ୍ୱର,୭।୧୦: ଭାରତୀୟ ଲୋକଙ୍କର ସର୍ବଦା ସଞ୍ଚୟ କରିବାର ଅଭ୍ୟାସ ରହିଆସିଛି। ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ଜୀବନରେ ଭବିଷ୍ୟତ ପିଢ଼ି ବିଷୟରେ ଚିନ୍ତା କରନ୍ତି । ପୁଞ୍ଜି ବିନିଯୋଗ ବିଷୟରେ କହିବାକୁ ଗଲେ, ସବୁବେଳେ ସୁନାରେ ନିବେଶ କରିବା ନେଇ ଲୋକମାନେ ଚିନ୍ତା…
SI ନିଯୁକ୍ତି ପରୀକ୍ଷା: ସନ୍ଦେହରେ ପୋଲିସର ଭୂମିକା, ବରିଷ୍ଠ ପୋଲିସ ଅଧିକାରୀ କରୁଥିଲେ ଜାଲିଆତି
ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷା ଘୋଟାଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରାଙ୍କୁ ଗିରଫ କରାଯାଇଛି। ଏହାସହ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ ଘରୋଇ…
OPRB କୁ ଜବାବ ମାଗିଲେ ସରକାର, ଆଉଟସୋର୍ସିଂକୁ କାହିଁକି ଦେଇଥିଲ ଦାୟିତ୍ୱ ?
ଭୁବନେଶ୍ୱର,୭।୧୦: ପୋଲିସ ସବ-ଇନ୍ସ୍ପେକ୍ଟର (ଏସ୍ଆଇ) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି। ସରକାରୀ ନିଷେଧାଜ୍ଞା ସତ୍ତ୍ୱେ…
ବର୍ଷାରୁ ମିଳିବ ନାହିଁ ତ୍ରାହି: ୩୦ରୁ ୪୦ କିମି ବେଗରେ ବୋହିବ ପବନ
ଭୁବନେଶ୍ୱର,୭।୧୦: ଟ୍ରପ୍ ଲାଇନ୍ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର…
ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣା: ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା
ଭୁବନେଶ୍ୱର,୭।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ…
ଏସ୍ଆଇ ପରୀକ୍ଷା ଜାଲିଆତି: ଆସିଲା ରାଜନୈତିକ ଲିଙ୍କ୍
ଭୁବନେଶ୍ୱର,(ସତ୍ୟଜିତ ରାଉତ)/ବାଲେଶ୍ୱର, ୬ା୧୦ (ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍ବ୍ରାଞ୍ଚ ପାଇଁ…
ବ୍ରହ୍ମପୁରରେ ଗୁଳିମାଡ଼: ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ
ବ୍ରହ୍ମପୁର,୬।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ…
ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଚେତାବନୀ ଦେଲା ଆଇଏମଡି
ଭୁବନେଶ୍ୱର,୬ା୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଓଡ଼ିଶାରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଝଡ଼ବର୍ଷା, ଘୂର୍ଣ୍ଣିଝଡ଼ ଓ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିବ। ଉତ୍ତର ବିହାରରୁ ଝାଡ଼ଖଣ୍ଡ ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଥିବା ଟ୍ରଫ୍ ଲାଇନ ଏବେ କମ୍…
ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ତାରିଖ ଘୋଷଣା: ବିଳମ୍ବ କଲେ ଏତେ ଟଙ୍କା ଫାଇନ୍
ଭୁବନେଶ୍ୱର,୬।୧୦: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା କରିଛି। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ଭରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମଫିଲପ କରିବେ। ତେବେ ଫର୍ମଫିଲପ…
Archives


