ମେଟ୍ରୋ

ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ ଥାନାରେ ଦୁଇ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ମଞ୍ଚେଶ୍ୱର ଥାନା ପୋଲିସ ଇଞ୍ଜିନିୟରଙ୍କ...

ନକଲି ପ୍ରଶ୍ନପତ୍ର, ଗୁଜବକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ଏବଂ ଯୁକ୍ତ୨ ପରୀକ୍ଷା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରରେ...

ଶ୍ରୀମନ୍ଦିର ସୁରକ୍ଷା ନେଇ ୨୭ରେ ବିକ୍ଷୋଭ, ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ବାନ

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଅନୁମତି ମିଳି ନ ଥିବା ନେଇ ବିବାଦ ଉପୁଜିଥିଲା। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ...

୫ଟା ଯାଏ ମିଳିଲାନି ତ୍ରାହି

ଭୁବନେଶ୍ୱର,୨୨ା୪(ବ୍ୟୁରୋ)- ପ୍ରଚଣ୍ଡ ଖରାରେ ସିଝିଛି ରାଜଧାନୀ। ଦିନସାରା ତତଲା ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା। ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିବସ ସହରକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ...

ଭୁବନେଶ୍ୱରରେ ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାଓ୍ବା ରାଜଧାନୀକୁ ଉତ୍ତପ୍ତ କରିଦେଇଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୯ଟାରୁ ଗରମ ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା।...

ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୫ଟି ଜିଲାରେ...

ଗାଇଡଲାଇନ୍‌ ଆସିବା ପରେ ଶିଶୁଙ୍କ ଟିକାକରଣ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଶିଶୁଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶୁକ୍ରବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟିକାକରଣ ଲାଗି ଡିସିଜିଏଲ୍‌ର ସୁପାରିସ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ...

ଫିଟୁଛି ନକଲି ଡାକ୍ତରଙ୍କ ଗୁମର : ଦ୍ୱିତୀୟ ଦେଉଥିଲେ ଟଙ୍କା ପ୍ରଥମ ସ୍ତ୍ରୀ ଆଣୁଥିଲେ ଜାମିନ୍‌ରେ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଆଗରୁ ଗିରଫ ହୋଇଥିଲେ । ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁଙ୍କ ନାମରେ ମଧ୍ୟ ଏହି...

‘ପିଲାଙ୍କୁ ଥଣ୍ଡା,ଜ୍ୱର ହେଲେ ତୁରନ୍ତ ଟେଷ୍ଟ କରାନ୍ତୁ’

ଭୁବନେଶ୍ୱର ୨୨।୪(ବ୍ୟୁରୋ) : କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ହେଲେ ସ୍କୁଲ୍‌ ପିଲାଙ୍କୁ ଟେଷ୍ଟ କରାଇ ସଙ୍ଗରୋଧରେ ରଖନ୍ତୁ। ଅଲଗା ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ...

ବଦଳିବ କି ଖରାଛୁଟି ନଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ ଖରାଛୁଟି ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି...

୨୮ରୁ ଆରମ୍ଭ ଯୁକ୍ତଦୁଇ ପରୀକ୍ଷା, ଆଜିଠୁ ହବ୍‌କୁ ପଠାଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଯୁକ୍ତଦୁଇ ପରୀକ୍ଷା ଆସନ୍ତା ୨୮ରୁ ଅଫଲାଇନରେ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ହବ୍‌କୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୨୦୧ ହବ୍‌କୁ ଆଗାମୀ ୪ ଦିନ ଭିତରେ ସମସ୍ତ ପ୍ରଶ୍ନପତ୍ର ପହଞ୍ଚିବ । କଡା ସୁରକ୍ଷା...

ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ

ଭୁବନେଶ୍ୱର,୨୨।୪: ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ସ୍ପେଶାଲ ଟ୍ରେନ୍‌କୁ ଅପରାହ୍ନ ୪ଟାରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଜୟପୁର ଏବଂ ମାଲକାନଗିରି ମଧ୍ୟରେ ପ୍ରସ୍ତାବିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri