ମେଟ୍ରୋ

ସରିଲା ନାର୍କୋ ଟେଷ୍ଟ: ଗୋପାଳ ଅଚେତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଗୁଜରାଟ ଗାନ୍ଧୀନଗର ଡିଏଫ୍‌ଏସ୍‌ଏସ୍‌ ଲ୍ୟାବ୍‌ରେ  ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ସରିଛି। ନାର୍କୋ ଟେଷ୍ଟ ପାଇଁ ଦୁଇ ଦିନ ଧରି ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ଆଜି ନାର୍କୋ ଟେଷ୍ଟ ସରିବା…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି। ସୂଚନାଯୋଗ୍ୟ, ଗତ ଉପନିର୍ବାଚନ ସମୟରେ ପାଇକମାଳର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ସୋମବାର ବସିବ କ୍ୟାବିନେଟ୍‌ ବୈଠକ , ୧୦ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୧।୨ : ରାଜ୍ୟ କ୍ୟାବିନେଟ୍‌ର ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶା କରାଯାଉଛି। ଖବର…

ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡା ସୁରକ୍ଷା ବ୍ୟବସ୍ଥାରେ ଶୁକ୍ରବାର ବାବା ଲିଙ୍ଗରାଜଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ। ଗର୍ଭଗୃହରୁ ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି…

ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗରାଜ ଦର୍ଶନ ପରେ ରାଷ୍ଟ୍ରପତି…

ସବୁ ବୃକ୍ଷଚେରରେ ଔଷଧୀୟ ଗୁଣ ରହିଛି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏପରି କୌଣସି ବୃକ୍ଷର ଚେର ନାହିଁ ଯାହାର ଔଷଧୀୟ ଗୁଣ ନାହିଁ। ସବୁ ଚେରରେ ହିଁ ଔଷଧୀୟ ଗୁଣ ଭରି ରହିଛି। ଔଷଧୀୟ ବୃକ୍ଷକୁ ଠିକ୍‌ ଭାବେ ଚିହ୍ନଟ କରି ତାହାକୁ ଠିକ୍‌ ଉପଯୋଗ ପାରିଲେ ମାରାତ୍ମକ ରୋଗରୁ ଉପଶମ…

ହତ୍ୟା ମାମଲା ରୁଜୁ, ଜେଲ ଗଲେ ଭଉଣୀଭାଇ

ଭୁବନେଶ୍ୱର,୧୧ା୨ (ବ୍ୟୁରୋ): ଧାର ଟଙ୍କାକୁ କେନ୍ଦ୍ର କରି ବିଚିତ୍ର ପଲେଇ(୪୨)ଙ୍କୁ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟଣାକୁ ନେଇ କମିଶନରେଟ ପୋଲିସ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ଗିରଫ ସମ୍ପର୍କୀୟ ଭଉଣୀଭାଇ ଶାନ୍ତିପଲ୍ଲୀ ବସ୍ତିର…

ଓଡ଼ିଶାରେ ହାତୀ ଶିକାର ସର୍ବାଧିକ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଭାରତରେ ୬୦% ଏସିଆନ ହାତୀ ଅଛନ୍ତି। ଏମାନଙ୍କ ସୁରକ୍ଷା କେବଳ ସରକାର ନୁହେଁ, ଷ୍ଟେକ୍‌ ହୋଲ୍ଡର ଓ ଜନସାଧାରଣ ମିଳିମିଶି କରିବା ଉଚିତ। ନ ହେଲେ ଆଗକୁ ହାତୀ ବଂଶ ଲୋପ ପାଇଯିବ ବୋଲି ଅନ୍ତର୍ଜତୀୟ ବନ୍ୟପ୍ରାଣୀ ବିଶେଷଜ୍ଞ…

ମାର୍ଚ୍ଚ ୫ରୁ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଉଡ଼ିବ ବିମାନ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେବ। ଇଣ୍ଡିଗୋର ୬ଇ୦୦୨୭ ବିମାନଟି ସନ୍ଧ୍ୟା ୬ଟା ୫ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ଦୁବାଇରେ ରାତି…

ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାରେ ଓଏଏସ୍‌ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ହେଉଛି ରାଜ୍ୟ ପ୍ରଶାସନର ମୁଖ୍ୟ ଅଂଶ। ବ୍ଲକ ଏବଂ ତହସିଲଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଏଏସ୍‌ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛନ୍ତି। ତୃଣମୂଳସ୍ତରରେ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ପହଞ୍ଚାଇବାରେ ସେମାନେ…

ମାତୃଶକ୍ତିର ଉତ୍ଥାନ ପାଇଁ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ: ରାଷ୍ଟ୍ରପତି

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ଭାରତ ନାରୀଙ୍କୁ ସମ୍ମାନ ଦିଏ। ଏହି ପରମ୍ପରା ଓ ସଂସ୍କୃତି ବହୁଦିନରୁ ରହିଆସିଛି। ନାରୀମାନେ ଶକ୍ତିସ୍ବରୂପିଣୀ। ତାଙ୍କ ନିକଟରେ ସୃଷ୍ଟି କରିବାର ଅପାର ଶକ୍ତି ରହିଛି। ନାରୀ ଜାଗ୍ରତ ହେଲେ ଓ ଆଗକୁ ବଢ଼ିଲେ ରାଷ୍ଟ୍ର ବିକଶିତ…

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଶୁକ୍ରବାର ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କିଛି ଦିନ ପୂର୍ବରୁ କଂଗ୍ରେସରେ ସାମଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୬ କ୍ୟାଡରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri