‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମାତ୍ର ୩୦ ମିନିଟ୍ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି।...
୧୦ ତାରିଖ ବେଳକୁ ଏହି ସବୁ ଜିଲାରେ ବର୍ଷା!
ଭୁବନେଶ୍ୱର,୬।୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବାର ସମ୍ଭାବନା...
ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି। ମଙ୍ଗଳବାର ଆର୍କିଟେକ୍ଟ ରଞ୍ଜିତ ବେହେରା ହାଜର ହୋଇଛନ୍ତି। ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲଠାରୁ ଆରମ୍ଭ କରି...
ଶୁଣାଣି ବନ୍ଦ କଲେ ମହିଳା କମିଶନ, ଦୀପିକା ନିରାଶ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ ଦୀପିକା-କେ ଦୀନେଶ ବିବାହ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମହିଳା କମିଶନରେ ଆପୋସ ସମାଧାନ ହୋଇପାରୁ ନାହିଁ। ସୋମବାର ଦୀପିକା ୫ମ ଥର ପାଇଁ କମିଶନଙ୍କ...
‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର
ଭୁବନେଶ୍ୱର, ୬।୧୨ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର। ମୁକ୍ତାକାଶ ଜିମ୍ ସହିତ ପିଲାଙ୍କ ପାଇଁ ପାର୍କ, କମ୍ୟୁନିଟି ସେଣ୍ଟର ଠାରୁ ଆରମ୍ଭ କରି ପୋଖରୀ ମରାମତି, ରାସ୍ତା, ସୌନ୍ଦର୍ଯ୍ୟକରଣ ଆଦି କରାଯିବ। ଏନେଇ...
ପ୍ରେମିକା ଘରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, ୬।୧୨(ବ୍ୟୁରୋ):ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ରାଜଧାନୀ ଭୁବନେଶ୍ୱରର ସାଲିଆ ସାହିରେ ରବିବାର ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଦ୍ୱୟ ହେଲେ ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଚିତ୍ରସେନ ଗୌଡ଼...
ଜାତୀୟ ରାଜପଥରୁ ୫୦ ଫୁଟ ଯାଏ ହଟିବ ଜବରଦଖଲ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ହକି ବିଶ୍ୱ କପ୍କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କରାଯାଉଛି। ତେବେ ଏଥିରେ ଜବରଦଖଲ ବାଧକ ସାଜୁଥିବାରୁ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଏଥିସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥରୁ ୫୦ ଫୁଟ...
ମହିଳା ଭେଣ୍ଡିଂ ଜୋନ୍ ଆଶା ମଉଳିଲା
ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ। ଏପରିକି କିଛି ପ୍ରକଳ୍ପ ଆରମ୍ଭରୁ ତ ଆଉ କିଛି ଅଧାରୁ ବନ୍ଦ ହୋଇ...
ସରିଲା କୋଣାର୍କ, ବାଲୁକା କଳା ଉତ୍ସବ
କୋଣାର୍କ,୬।୧୨(ଡି.ଏନ୍.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ଠାରୁ ଆରମ୍ଭ ହୋଇଥିବା କଳା ଓ ସଂସ୍କୃତିର ମହାକୁମ୍ଭ ୩୩ତମ କୋଣାର୍କ ଉତ୍ସବ ସୋମବାର ସରିଛି। କୋଣାର୍କ ଉତ୍ସବର ଉଦ୍ଯାପନୀ ସାର ଅତିଥି ଭାବେ...
ଭାଜପା ନେତା ଟଙ୍କା ବାଣ୍ଟୁଥିଲେ: ବିଜେଡି
ଭୁବନେଶ୍ୱର,୬।୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ନିଶ୍ଚିତ ଜାଣି ଦଳୀୟ ନେତାମାନେ ହତାଶ ହୋଇ ପଡ଼ିଛନ୍ତି। ସୋମବାର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭାଜପା ନେତାମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଛନ୍ତି। ପଦ୍ମପୁର, ପାଇକମାଳ...
୧୪ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି
ଭୁବନେଶ୍ୱର,୬।୧୨(ବ୍ୟୁରୋ):ରାଜ୍ୟ ସରକାର ୧୪ ଜଣ ଓଏଏସ୍ ଅଫିସରଙ୍କୁ ଓଏଏସ୍ (ସୁପରଟାଇମ୍ ସ୍କେଲ) ଲେଭଲ-୧୨କୁ ପଦୋନ୍ନତି ଦେଇଛନ୍ତି। ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେମାନେ ହେଲେ ମାଲକାନଗିରି ଆଇଟିଡିଏ ପିଏ ତ୍ରିନାଥ...
୧୫ ଦିନ ମଧ୍ୟରେ ଡିଜିପି ଜବାବ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ,୬ା୧୨:ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ରାଜ୍ୟରେ ଇ-ଏଫ୍ଆଇଆର୍ ବ୍ୟବସ୍ଥା ପ୍ରଚଳନ ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ...
Archives


