୧୯ଟି ଶିଳ୍ପକୁ ମଞ୍ଜୁରୀ କଲେ ରାଜ୍ୟ ସରକାର, ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୦ା୮: ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି (SLSWCA) ବୈଠକରେ...
ଭୁବନେଶ୍ୱର ନୂଆ ସହର ପାଇଁ ୩୩୯ ହେକ୍ଟର ଜମି ଚିହ୍ନଟ, ସିଙ୍ଗାପୁର ସହଯୋଗରେ ହେବ ମାଷ୍ଟର ପ୍ଲାନ
ଭୁବନେଶ୍ୱର,୨୦ା୮: ଭୁବନେଶ୍ୱରରେ ଉଚ୍ଚମାନର ସହରୀ ଭିତ୍ତିଭୂମି ସ୍ଥାପନକୁ ଆହୁରି ଜୋରଦାର କରାଯାଇଛି। ବୁଧବାର ସୁର୍ବନା ଜୁରୋଙ୍ଗର ଅଧିକାରୀମାନେ ଗୃହ ଓ ସହରୀ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପଢ଼ୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ସହରୀ ଭିତ୍ତିଭୂମି ଓ...
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୮: କେନ୍ଦ୍ର କ୍ୟାବିନେଟ୍ରେ ଓଡ଼ିଶା ପାଇଁ କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ ମଞ୍ଜୁର କରାଯାଇଥିବାରୁ ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ନବୀନଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।...
ଏସ୍ସିବିରେ ଚିକିତ୍ସା ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ
କଟକ,୨୦ା୮: ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେବେ। କିଛିଦିନ ତଳେ...
ନୂଆଦିଲ୍ଲୀରେ ନିର୍ମାଣ ହେବ ଓଡ଼ିଶା ଭବନ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ...
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ଭୁବନେଶ୍ୱର,୨୦।୮: ବିଶିଷ୍ଟ ସାହିତି୍ୟକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ...
ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା: ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ରାଜ୍ୟର ସମସ୍ତ ଶିଶୁ(ବାଲ୍)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ...
ଶିଶୁବାଟିକା ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ: ପ୍ରତ୍ୟେକ ପିଲା ପାଇଁ ଖର୍ଚ୍ଚ ହେବ…
ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହଁା କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ...
ସୁଲତା ଆଣିଲେ ସାଂଘାତିକ ଅଭିଯୋଗ, ମହିନ୍ଦ୍ରା ଗ୍ରୁପର କର୍ମଚାରୀ ତାଙ୍କ ସହ…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮; ବିଜେଡି ଏମପି ସୁଲତା ଦେଓଙ୍କ ସହ ଅସଦାଚରଣ ଏବଂ ସୋସିଆଲ ମିଡିଆରେ ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ଦେବା ପାଇଁ ମହିନ୍ଦ୍ରା ଗ୍ରୁପର ଜଣେ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। କମ୍ପାନୀ ଏବେ ନିଜ କର୍ମଚାରୀ...
ଯୁକ୍ତ-୨ ଖାଲି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ତାରିଖ ଘୋଷଣା
ଭୁବନେଶ୍ୱର,୧୯।୮: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀର ଖାଲି ଆସନ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ଼ମିଶନର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ଆଡ଼ମିଶନ ପ୍ରକ୍ରିୟା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଅଗଷ୍ଟ...
Archives


