୫୦ ହଜାର କୋଭିଡ୍ ଟିକା ମାଗିଲା ଓଡ଼ିଶା
ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସ୍ଥିତି ସଂକଟମୟ ନ ଥିଲେ ବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ସତର୍କତା ଅବଲମ୍ବନ କରାଯାଉଛି। ଏହି ପରିପ୍ରେକ୍ଷୀରେ କରୋନା ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ…
ର଼୍ୟାକେଟ୍ର ଆଉ ୨ ସଦସ୍ୟ ଗିରଫ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ଜାଲ୍ ଦସ୍ତାବିଜ ଜରିଆରେ ଜମି ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଏହି ର଼୍ୟାକେଟ୍ରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ମଙ୍ଗଳବାର ଇଓଡବ୍ଲ୍ୟୁ ଗିରଫ କରିଛି। ସେମାନେ ହେଲେ ଗାୟତ୍ରୀ ମଲ୍ଲିକ…
ଅସମ୍ଭାଳ ତାତି: ୧୫ ଯାଏ ନିସ୍ତାର ନାହିଁ
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଅସ୍ତବ୍ୟସ୍ତ । ସକାଳ ହେବା ମାତ୍ରେ ମାଡ଼ିଆସୁଛି ତତଲା ପବନ। ଅପରାହ୍ନ ୫ଟା ଯାଏ ନିସ୍ତାର ନାହିଁ। ଜଳିପୋଡ଼ି ଯାଉଛି ଦେହମୁଣ୍ଡ । ତାତିର ପ୍ରକୋପରେ ମଣିଷଠାରୁ ଜୀବଜନ୍ତୁ ସମସ୍ତେ କଲବଲ ହେଉଛନ୍ତି। ଗତ…
କାଲିଠାରୁ ଏପ୍ରିଲ୍ ୧୬ ଯାଏ ସ୍କୁଲ ଛୁଟି
ଭୁବନେଶ୍ୱର,୧୧।୪ (ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଦିନ ବେଳା ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି କାଲିଠାରୁ ଏପ୍ରିଲ୍ ୧୬ ଯାଏ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନଓ୍ବାଡି କେନ୍ଦ୍ର…
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୧।୪ (ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା ନିର୍ଦ୍ଦେଶ…
୩ ଦିନ ଗ୍ରୀଷ୍ମ ପ୍ରବାହ ପାଇଁ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଦିନ ବେଳା ବାହାରକୁ ଆସିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ୩ ଦିନ ପାଇଁ ହିଟ ୱେଭ ଓ୍ବାର୍ନିଂ ଜାରି କରିଛି। ପାଣିପାଗ ବିଭାଗ…
ଏଏସ୍ଆଇଙ୍କୁ ୩ ବର୍ଷ ଜେଲଦଣ୍ଡ, ବହିଷ୍କୃତ ହେବେ
ଭୁବନେଶ୍ୱର,୧୧।୪ (ବ୍ୟୁରୋ): ଏକ ଲାଞ୍ଚ କାରବାର ମାମଲାର ରାୟ ଦୀର୍ଘ ୯ ବର୍ଷ ପରେ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ଖୋର୍ଦ୍ଧା ଜିଲା ଟାଉନ ଥାନାର ପୂର୍ବତନ ଏଏସ୍ଆଇ ଲକ୍ଷ୍ମୀଧର ପଣ୍ଡାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି।…
ଶ୍ରେଣୀଗୃହରେ ମଦ ବୋତଲ, ଗଛମୂଳେ ପଢ଼ିଲେ ପିଲା
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ଅସୁରକ୍ଷିତ ହୋଇପଡୁଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଓ ସ୍ଥିତିକୁ ଦେଖିଲେ ଶିକ୍ଷାନଗରୀର ଶିକ୍ଷାନୁଷ୍ଠାନ କେତେ ସୁରକ୍ଷିତ ତାହା…
ଆଜିଠାରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଆରମ୍ଭ ହୋଇ ସାଢ଼େ ୧୧ ଟା ଯାଏ ପାଠପଢା ଚାଲିବ। ପ୍ରବଳ ଖରାକୁ ନଜରରେ ରଖି…
ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ…
୧୫ରୁ ସମୁଦ୍ରରେ ମାଛଧରା କଟକଣା
ଭୁବନେଶ୍ବର, ୧୧ା୪(ବ୍ୟୁରୋ): ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ଆଣିବା ଲକ୍ଷ୍ୟରେ ସେମାନଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି କରାଯାଇଥାଏ। ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ତାରିଖ ଅର୍ଥାତ୍…
ବିଦେଶରେ ମଧ୍ୟ ନିଯୁକ୍ତି ଦେବୁ: ମନ୍ତ୍ରୀ
ଭୁବନେଶ୍ବର, ୧୧ା୪(ବ୍ୟୁରୋ): ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଏକ ପ୍ରଗତିଶୀଳ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଟେକ୍ନିକାଲ ଆଣ୍ଡ ଭୋକେଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଟିଭିଇଟି) ଇକୋ-ସିଷ୍ଟମରେ ‘ସ୍କିଲ ଇନ୍ ଓଡ଼ିଶା’ ଏକ…
Archives


