‘ରୋଜ୍ ଭ୍ୟାଲି’ ଚିଟ୍ଫଣ୍ଡ ଠକେଇ: ଆଉ ୬.୫୨ କୋଟିର ସମ୍ପତ୍ତି ଆଟାଚ୍
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକେଇ କରିଥିବା ଚିଟଫଣ୍ଡ୍ ସଂସ୍ଥା ‘ରୋଜ୍ ଭ୍ୟାଲି’ର ୬.୫୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ହୋଇଥିବା ଆଟାଚ୍ ଆବେଦନକୁ କଟକ…
ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଭୁବନେଶ୍ୱର
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଆମ ରାଜଧାନୀ ଭୁବନେଶ୍ୱର ଭାରତବର୍ଷର ଶ୍ରେଷ୍ଠ ସହର ଭାବେ ପରିଗଣିତ ହେବା ସହ ସମଗ୍ର ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, କ୍ରୀଡ଼ା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି ସମସ୍ତ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରି…
କର୍ମଚାରୀ ନୁହନ୍ତି, ସଙ୍ଗଠନ ସ୍ମାରକପତ୍ର ଦେଇପାରିବେ
ଭୁବନେଶ୍ୱର,୧୪ା୪(ବ୍ୟୁରୋ): ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତରେ କେବଳ କର୍ମଚାରୀ ସଙ୍ଗଠନ ସ୍ମାରକପତ୍ର ଦେଇପାରିବେ। କୌଣସି କର୍ମଚାରୀ ବ୍ୟକ୍ତିଗତ ଭାବରେ ଦାବିପତ୍ର ପ୍ରଦାନ କରିପାରିବେ ନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗୁରୁବାର…
ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ଶାସକ ଦଳର ଜଣେ ମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ ଆସିଛି। ଭୁବନେଶ୍ୱର ମହିଳା ଥାନାରେ ନିଜ ଦଳର ଜଣେ ନେତ୍ରୀ ଗୁରୁବାର ମନ୍ତ୍ରୀଙ୍କ ବିରୋଧରେ ଏହି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ…
ବଢ଼ିଲା ହରିଶ୍ଚନ୍ଦ୍ର ସହାୟତା ରାଶି
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତା ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର…
ନିୟମିତ ହେଲେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ-ଶିକ୍ଷକ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି। ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲା ଓଡ଼ିଶା ସରକାରୀ ହାଇସ୍କୁଲ…
ଜନ୍ମଦିନ ପାଳିଲା ରାଜଧାନୀ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇଛି। ରାଜଧାନୀ ତା’ର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୩ ଦିନ ଧରି ଏହି ଉତ୍ସବ ପାଳନ ହେବ। ୧୯୪୮ ଏପ୍ରିଲ ୧୩ରେ ଓଡ଼ିଶାର ରାଜଧାନୀ ଭାବେ…
ଭାଜପା ଛାଡ଼ି ବିଜେଡିରେ ମିଶିଲେ ମୀନକେତନ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଭାଜପା ଛାଡ଼ି ବିଜେଡିରେ ଗୁରୁବାର ମିଶିଛନ୍ତି ଦେବଗଡ଼ ଭାଜପା ଜିଲା ସଭାପତି ମୀନକେତନ ପ୍ରଧାନ। ୧୯୯୦ରୁ ସେ ଭାଜପାରେ କାର୍ଯ୍ୟ କରିଆସୁଥିଲେ। ବିଭିନ୍ନ ସମୟରେ ପ୍ରଭାରୀ ଦାୟିତ୍ୱ ମଧ୍ୟ ନେଇଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ…
ବସ୍ରେ ଗହଳି ନ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୁରୁବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଗରମ ଜୋର୍ରେ ହେଉଥିବାରୁ ବସ୍ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍ରେ ବରଫ,…
ତତଲା କଡ଼େଇରେ ରାଜଧାନୀ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଛି। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି। ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ତେବେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ଥିଲା। ଫଳରେ ଲୋକେ…
ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି
ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର ଭୁବନେଶ୍ୱରର ସମ୍ପର୍କ। କାହାକୁ ଅସୁମାରୀ ସ୍ବପ୍ନ ଦେଖାଇ ନିଜର କରିଛି ତ କାହାକୁ ପ୍ରେମ,…
ରାଷ୍ଟ୍ରପତିଙ୍କୁ ‘ନୀଳଚକ୍ର ସମ୍ମାନ’
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚଳିତ ବର୍ଷର ‘ନୀଳଚକ୍ର ସମ୍ମାନ’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଦସ୍ୟ ବାବା ରାମନାରାୟଣ ଦାସ ମହାରାଜଙ୍କଠାରୁ ରାଷ୍ଟ୍ରପତି ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ…
Archives


