ପିଲାଙ୍କ ପଢା ଘରେ କ’ଣ ରଖିବେ ନ ରଖିବେ…ଏମିତି କରନ୍ତୁ ଷ୍ଟଡି ରୁମ୍
ପଢ଼ା ଘରର ପରିବେଶ ଭଲ ରହିଲେ ପିଲାଙ୍କ ମନରେ ସକାରାତ୍ମକ ପ୍ରଭାବ ପଡ଼େ। ତେଣୁ ଘରକୁ କିପରି ସଜାଡ଼ି ରଖିବେ ଜାଣିରଖନ୍ତୁ… ପାଠ ପଢ଼ିବା ପାଇଁ ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ହିଁ ସବୁଠୁ ଭଲ। ତେବେ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ…
୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ….
୪୦ ବର୍ଷ ପରେ ମହିଳାଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ଧ୍ୟାନ ନ ଦେଲେ ବହୁ ସମସ୍ୟା ଦେଖାଦିଏ। ଏହି ସମୟରେ କେଉଁ ଖାଦ୍ୟକୁ ଗୁରୁତ୍ୱ ଦେବେ ଜାଣିରଖନ୍ତୁ.. ଅଣ୍ଡାରେ…
ଛାତିରେ ଜଳାପୋଡ଼ା ହାର୍ଟ ଆଟାକ୍ର ଲକ୍ଷଣ କି? ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର…
କିଛି ବର୍ଷ ଧରି ଭାରତରେ ହୃଦରୋଗ ସମ୍ବନ୍ଧୀୟ ରୋଗର ମାମଲା ବୃଦ୍ଧି ପାଉଛି। ହଠାତ୍ ଲୋକମାନେ ହୃଦଘାତର ଶିକାର ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। ନିକଟରେ ମଧ୍ୟପ୍ରଦେଶର ବିଦିଶାରେ, ଜଣେ ମହିଳା ମଞ୍ଚ ଉପରେ ନାଚୁଥିବା ସମୟରେ ହୃଦ୍ଘାତ ହୋଇଥିଲା ଏବଂ…
ଡାଇବେଟିସ୍ ରୋଗୀ ପୂରା ଆଳୁ ଖାଇବା ଛାଡ଼ିଦେବା ଉଚିତ କି? ଜାଣନ୍ତୁ କ’ଣ କୁହନ୍ତି ଡାଇଟିସିଆନ୍…
ଡାଇବେଟିସ୍ ବା ମଧୁମେହ ରୋଗୀମାନେ ମିଠା ଖାଇବାଠାରୁ ଦୂରେଇ ରହିବା ଉଚିତ୍। ପ୍ରାୟତଃ କୁହାଯାଏ ଯେ, ଆଳୁ ଖାଇବା ଉଚିତ୍ ନୁହେଁ କାରଣ ଏହା ସୁଗାର ବା ଶର୍କରା ବୃଦ୍ଧି କରିପାରେ, କିନ୍ତୁ ଏହା କ’ଣ ସତ୍ୟ ଯେ ଆଳୁ ଖାଇବା…
Chanakya Niti: ସୁନ୍ଦରୀ ସ୍ତ୍ରୀ ସ୍ବାମୀ ପାଇଁ ବିପଦ, ଏମିତି କାହିଁକି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ଅର୍ଥନୀତିଜ୍ଞ, ଏବଂ କୂଟନୀତିଜ୍ଞ ଭାବରେ ଜଣାଶୁଣା। ଚାଣକ୍ୟ, ଚାଣକ୍ୟ ତାଙ୍କ ନୀତି ନାମରେ ପ୍ରସିଦ୍ଧ। ଚାଣକ୍ୟ ସାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ର୍ନିଦ୍ଦିଷ୍ଟ…
ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ
ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ ଏକ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଏକ ସର୍ଭେରୁ ଜଣାପଡିଛି। ଅଶୋଧିତ ପେଟ୍ରୋଲିୟମ୍ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ…
ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ
ଚଳିତ ବର୍ଷ ସମଗ୍ର ପୃଥିବୀରେ ବୋଷ-ଆଇନଷ୍ଟାଇନ୍ ଘନୀଭବନ ତତ୍ତ୍ୱର ଏକଶତ ବର୍ଷ ପାଳନ କରାଯାଇଛି। ଏହି ତତ୍ତ୍ୱର ସ୍ରଷ୍ଟା ହେଉଛନ୍ତି ଭାରତର ସତ୍ୟେନ୍ଦ୍ର ନାଥ ବୋଷ (୧୮୯୪-୧୯୭୪) ଏବଂ ଜର୍ମାନୀର ଆଲବର୍ଟ ଆଇନଷ୍ଟାଇନ (୧୮୭୯-୧୯୫୫)। ଜର୍ମାନୀ ବୈଜ୍ଞାନିକ ମାକ୍ସ ପ୍ଲାଙ୍କ (୧୮୫୮-୧୯୪୭)…
ଲଦାଖ: ମଙ୍ଗଳ ଗ୍ରହର ଅନୁରୂପ
ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଅଗ୍ରଣୀ ଶକ୍ତି। ଚନ୍ଦ୍ର ବିଜୟର ଅଭୂତପୂର୍ବ ସଫଳତା ସହିତ ମଙ୍ଗଳ ଅଭିଯାନ, ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ଆଦିର ସଫଳ ସମ୍ପାଦନ ଏହାର କ୍ଷେତ୍ରରେ କୃତିତ୍ୱର ବାର୍ତ୍ତା ବହନ କରିଥାଏ। ପୁନଶ୍ଚ ନିକଟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଚନ୍ଦ୍ରଯାନ-୪,…
ନିୟମିତ ଧୂମପାନ କରୁଥିଲେ ମାଡ଼ିବସିବ ଏସବୁ ମାରାତ୍ମକ ରୋଗ
ନିୟମିତ ଧୂମପାନ କଲେ ହୃଦ୍ରୋଗ, ଫୁସ୍ଫୁସ୍ଜନିତ ରୋଗ ସହିତ ଅନ୍ଧତ୍ୱ, ଟାଇପ-୨ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଯୌନ ଅକ୍ଷମତା, ଅସ୍ଥିର ଦୁର୍ବଳତା ଏପରି କି ଜନ୍ମିତ ଶିଶୁର ବିକଳାଙ୍ଗତା ଇତ୍ୟାଦି ହୋଇଥାଏ। ଧୂମପାନ ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ…
ପ୍ରଥମ ରୋଜଗାର ଟଙ୍କା ନେଇ କ’ଣ କୁହନ୍ତି ପ୍ରଶାସନିକ ଅଧିକାରୀ କାନନବାଳା ନାୟକ
ପିଲାଟି ଦିନରୁ ମୁଁ ଭାରି ସ୍ବାଭିମାନୀ। କାହାଠୁ କିଛି ମାଗିବାକୁ ମୋତେ ଆଦୌ ଭଲ ଲାଗେନା, ଏପରିକି ବାପା ମାଆଙ୍କୁ ମଧ୍ୟ। ପ୍ରାଥମିକ ସ୍କୁଲରେ ପଢ଼ିବା ଦିନରୁ କିଛି ନା କିଛି ରୋଜଗାର କରିବାର ପନ୍ଥା ଖୋଜୁଥାଏ। ଭାଗ୍ୟର ବିଡ଼ମ୍ବନା ମଧ୍ୟ…
ପିତ୍ତଳ କଇଁଛ ଘରେ ରହିଲେ କ’ଣ ହେବ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସୁଖସମୃଦ୍ଧି ଓ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଘରେ ପିତ୍ତଳର କଇଁଛ ପ୍ରତୀମା ରଖିବା ଶୁଭ ହୋଇଥାଏ। ଏହି ପ୍ରତୀମାକୁ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ କୋଣରେ ରଖିବା ସବୁଠୁ ଉପଯୁକ୍ତ ଅଟେ। ବିଶ୍ୱାସ ରହିଛି…
ଗର୍ଭାବସ୍ଥାରେ ମାଛ ଖାଇଲେ କେମିତିକା ଶିଶୁ ଜନ୍ମ ହୋଇଥାଏ? ଜାଣି ରଖନ୍ତୁ ଏହି ସତ କଥା…
ଗର୍ଭାବସ୍ଥା ସମୟରେ ମହିଳାମାନେ ସି’ ଫୁଡ୍ ବା ସମୁଦ୍ର ମାଛ ଖାଇବା ଉଚିତ କି ଅନୁଚିତ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏପରିକି ଅନେକ ମହିଳା ସମ୍ପୂର୍ଣ୍ଣ ଭାବେ ସି’ ଫୁଡ୍କୁ ଆଭଏଡ୍ କରିଥାନ୍ତି। ମାତ୍ର ଏହି ସି’ ଫୁଡ୍ରେ ପ୍ରୋଟିନ,…
Archives


