ସ୍ବାସ୍ଥ୍ୟକୁ ଜଗୁଛନ୍ତି ମୋଦି, ପ୍ରତିଦିନ ଜଳଖିଆରେ ଖାଆନ୍ତି ଏହି ସୁପରଫୁଡ୍, ଲାଭ ଜାଣିବା ପରେ ଆପଣ ବି ଖାଇବେ…
ମଖାନା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହା ପୋଷକ ତତ୍ତ୍ୱରେ ଭରପୂର, ଯାହା ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସଦ୍ୟ ବିହାର ଗସ୍ତ ସମୟରେ ମଖାନାକୁ ଏକ ସୁପରଫୁଡ୍ ଭାବରେ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ…
ମାସିକ ଋତୁସ୍ରାବ ପୂର୍ବରୁ ଆପଣଙ୍କ ଶରୀରରେ ଦେଖାଯାଉଛି କି ଏହି ଲକ୍ଷଣ, ହୋଇପାରେ…
ପ୍ରିମେନଷ୍ଟ୍ରୁଆଲ ସିଣ୍ଡ୍ରୋମ (PMS) ଏକ ଅବସ୍ଥା ଯାହା ମାସିକ ଋତୁସ୍ରାବର ପୂର୍ବ ଦିନଗୁଡ଼ିକରେ ହୁଏ। ଏହା ଶାରୀରିକ ଏବଂ ମାନସିକ ଲକ୍ଷଣଗୁଡ଼ିକର ଏକ ସମୂହ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭାବରେ ଦେଖାଯାଏ। ସାଧାରଣତଃ ଜଣେ ବ୍ୟକ୍ତିଙ୍କଠାରେ ସ୍ତନ ପରିବର୍ତ୍ତନ, ବ୍ରଣ…
ଓଜନ ହ୍ରାସ କରେ ଭେଣ୍ଡି
ଭେଣ୍ଡି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଭେଣ୍ଡିରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ ଓ ପ୍ରୋଟିନ୍ ରହିଥାଏ। ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲୋରିର ମାତ୍ରା ମଧ୍ୟ ଅଧିକ ରହିଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଭେଣ୍ଡି ହଜମ…
ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି: ପାଇବେ ଚମତ୍କାର ଲାଭ
ଆୟୁର୍ବେଦରେ ଗୁଜୁରାତିକୁ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା କେବଳ ଏକ ମସଲା ନୁହେଁ ବରଂ ଏକ ପ୍ରାକୃତିକ ଔଷଧ, ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାର ଚିକିତ୍ସାରେ ସାହାଯ୍ୟ କରେ। ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି…
୩୦ ବର୍ଷ ବୟସ ପରେ ବିବାହ କରୁଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବିବାହ ଜୀବନର ଏକ ବଡ଼ ନିଷ୍ପତ୍ତି, ବିଶେଷକରି ଯେତେବେଳେ ଆପଣ ୩୦ ବର୍ଷ ବୟସର ଶେଷ ଭାଗରେ ଥାଆନ୍ତି। ଏହି ବୟସ ସୁଦ୍ଧା, କ୍ୟାରିଅର, ଜୀବନଶୈଳୀ ଏବଂ ଚିନ୍ତାଧାରାରେ ବହୁତ ପରିବର୍ତ୍ତନ ଆସେ। ଏହି ସମୟରେ, ସଠିକ ଜୀବନସାଥୀ ବାଛିବା ପୂର୍ବ…
୯୦% ଭାରତୀୟଙ୍କ ଶରୀରରେ ଲୁଚି ରହିଛି ଏହି ମାରାତ୍ମକ ଭାଇରସ, ହେଲେ 56.6% ଲୋକ ଜାଣି ନାହାନ୍ତି…
ନୂଆଦିଲ୍ଲୀ,୨୫।୨: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଆମ ଶରୀରରେ ଏକ ଭାଇରସ ଲୁଚି ରହିପାରେ ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ 50 ବର୍ଷ…
ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା…
ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ… – ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍ ଟୋନ୍ ଲାଇଟ୍ ହୋଇଥାଏ। ଏହା ସ୍କିନ୍କୁ ସ୍ପଟ୍ଲେସ୍ କରିବା…
ଡାଇବେଟିସ ଲୋକ ଅଣ୍ଡା ଖାଇପାରିବେ ନା ନାହିଁ? ଜାଣି ନିଅନ୍ତୁ ଦରକାରୀ କଥା
ଅଣ୍ଡା ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ଆଇରନ ରହିଛି ଯାହା ସୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସମସ୍ତଙ୍କୁ ସକାଳେ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ମଧୁମେହ ରୋଗୀମାନେ ପ୍ରତିଦିନ ଅଣ୍ଡା ଖାଇପାରିବେ କି?…
ଅଟା ଦଳି ବହୁତ ସମୟ ଯାଏ ରଖୁଛନ୍ତି କି? ଏହି ରୁଟି ଖାଇଲେ ଶରୀର ପାଇଁ ଭୟଙ୍କର କ୍ଷତି
ସ୍ବାସ୍ଥ୍ୟ ପ୍ରତି ସଜାଗ ଲୋକ ଅଧିକାଂଶ ରୁଟି ଖାଇବାକୁ ପସନ୍ଦ କରନ୍ତି। ଅଟା ଦଳିବା ପରେ କେହି ସାଙ୍ଗେ ସାଙ୍ଗେ ରୁଟି ପ୍ରସ୍ତୁତ କରନ୍ତି ତ କେହି କିଛି ଘଣ୍ଟା ପରେ ତ କେହି ପରଦିନ ମଧ୍ୟ ଏଥିରୁ ରୁଟି ତିଆରି…
Mahashivratri 2025: ମହାଶିବରାତ୍ରୀରେ ଉଜାଗର ରହିଲେ କ’ଣ ହୁଏ?
ଭୋଳାବାବାଙ୍କ ଭକ୍ତମାନେ ମହାଶିବରାତ୍ରି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ମହାଶିବରାତ୍ରିର ଆକ୍ଷରିକ ଅର୍ଥ ‘ଶିବଙ୍କ ମହାନ ରାତ୍ରି’। ଶିବରାତ୍ରି ପାଳନ କରିବା ଦ୍ୱାରା, ଅବିବାହିତ ଝିଅମାନେ ସେମାନଙ୍କର ମନ ମୁତାବକ ବର ପାଆନ୍ତି ଏବଂ ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟ…
Surya Grahan 2025: ସୂର୍ଯ୍ୟପରାଗର ୩ମାସ ଯାଏ ଏହି ୩ ରାଶିଙ୍କୁ ଭୋଗିବାକୁ ପଡିବ କଷ୍ଟ, ଧନହାନୀ ସହ…
୨୦୨୫ର ପ୍ରଥମ ସୂର୍ଯ୍ୟପରାଗ ମାର୍ଚ୍ଚ ମାସରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗର ଏକ ବିଶେଷ ମହତ୍ତ୍ୱ ଅଛି। ୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚ, ଶନିବାର ଦିନ ହେବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨:୨୦ ରେ ସୂର୍ଯ୍ୟପରାଗ…
ଏହି ୭ ଲକ୍ଷଣ ଦେଖାଗଲେ ଭୁଲ୍ରେ କରନ୍ତୁନି ଅଣଦେଖା, ହୋଇପାରେ ହୃଦଘାତ
ଦିନର ବ୍ୟସ୍ତତା, କାମର ଚାପ ଏବଂ ଖରାପ ଖାଦ୍ୟପେୟ ଆମ ହାର୍ଟ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଏହି କାରଣରୁ ଆଜିକାଲି ହଠାତ୍ ହୃଦଘାତର ମାମଲା ଶୁଣାଯାଉଛି। ହୃଦଘାତରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ହାର୍ଟର କଥା ଶୁଣିବା…
Archives


