ଆଜି ପୁତ୍ରଦା ଏକାଦଶୀ, ମହିଳାମାନେ ଧ୍ୟାନ ରଖନ୍ତୁ ଏହିସବୁ ଜିନିଷ
୨୦୨୫ ନୂଆବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ ୧୦, ଶୁକ୍ରବାର ଅର୍ଥାତ ଆଜି ପଡୁଛି। ଏହାକୁ ପୌଷ ପୁତ୍ରଦା ଏକାଦଶୀ ଏବଂ ବୈକୁଣ୍ଠ ଏକାଦଶୀ ମଧ୍ୟ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ...
ସୁଦଶା ବ୍ରତ କରୁଛନ୍ତି କି? ଏହି ୫ରାଶି ଉପରେ କୃପା କରିବେ ମା’ ଲକ୍ଷ୍ମୀ, ହେବ ପ୍ରଚୁର ଧନବର୍ଷା
ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। କୁହାଯାଏ ଯେ ଯେଉଁ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଆନ୍ତି, ତାଙ୍କୁ ଜୀବନରେ କେବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ଏଥିସହ, ଏପରି ବ୍ୟକ୍ତିଙ୍କ ଜୀବନ ବହୁତ ଖୁସିରେ କଟିଥାଏ।...
ମକର ରାଶିରେ ଚଳନ କରିବେ ସୂର୍ଯ୍ୟ, ଏହି ରାଶିଙ୍କୁ ମିଳିବ ବଡ଼ ଲାଭ, ଜାଣନ୍ତୁ ବ୍ୟବସାୟ ଓ ଦାମ୍ପତ୍ୟ ଜୀବନ ବିଷୟରେ…
ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ପ୍ରତ୍ୟେକ ମାସରେ ହୋଇଥାଏ। ସୂର୍ଯ୍ୟ ନିଜର ନିର୍ଦ୍ଧାରିତ ସମୟରେ ଏକ ରାଶିର ଅନ୍ୟ ରାଶିକୁ ଚଳନ କରନ୍ତି। ଯାହା ସୂର୍ଯ୍ୟ ସଂକ୍ରାନ୍ତି ନାମରେ ପରିଚିତ। ଏହି ସମୟରେ ସୂର୍ଯ୍ୟ ଧନୁ ରାଶିରେ ବିରଜାମାନ କରନ୍ତି। ତେବେ...
ପାଣି ବଦଳିଲେ ଅଧିକ କେଶ ଝଡେ? ଜାଣନ୍ତୁ କାରଣ
ଆଜିର ଦିନରେ କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଗଲାଣି। ପିଲାଠୁ ବୃଦ୍ଧକିମ୍ବା ଯୁବପିଢିଙ୍କ ଠାରେ ଏହିସମସ୍ୟା ଅଧିକ ଦେଶଯାଉଛ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ପ୍ରଭାବିତ କରେ ନାହିଁ ବରଂ ମାନସିକ ଚାପ ମଧ୍ୟ ସୃଷ୍ଟି କରିପାରେ। କେଶ ଝଡ଼ିବାର...
ତ୍ୱଚା ପାଇଁ ବରଦାନ ବିଟ୍ରୁଟ୍:ଜାଣନ୍ତୁ କେମିତି କରିବେ ବ୍ୟବହାର…
ବିଟ୍ରୁଟ୍ରେ ଭରିରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ… ବିଟ୍ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍ ଲାଭଦାୟକ। ଏକ ଚାମଚ୍ ବିଟ୍ ରସରେ ୨-୩ ବୁନ୍ଦା ନଡ଼ିଆ ତେଲ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ...
ଶୀତଦିନେ ବେଶ୍ ଉପକାରୀ ଫ୍ଲାକ୍ସ ସିଡ୍: ଏମିତି ଖାଆନ୍ତୁ…
ଫ୍ଲାକ୍ସ ସିଡ୍ ବା ଅଳସୀ ମଞ୍ଜିରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ, ବିଶେଷ କରି ଶୀତଦିନେ ଏହାକୁ ଖାଇଲେ ଥଣ୍ଡା, କାଶ, ଫ୍ଲୁ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।...
ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଟିପ୍ସ
କଥାରେ ଅଛି ଯେଉଁ ସମ୍ପର୍କରେ ମାନ ଅଭିମାନ ନାହିଁ ସେଠି ଜୀବନର ଆନନ୍ଦ ନାହିଁ । ବିଶେଷ କରି ସ୍ବାମୀସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ ଝଗଡ଼ା ଏବଂ ରାଗରୁଷା ପରବର୍ତ୍ତୀ ସମୟରେ ପରସ୍ପରକୁ ବୁଝାଇବାରେ ଭଲପାଇବା ବଢ଼ାଇଥାଏ। କିନ୍ତୁ...
ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି...
ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର
ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ ରହିଛି। ମାତ୍ର ଏହି ପ୍ରକୃତିକୁ ଆମେ ନଷ୍ଟ କରି ଓ ପରିବେଶକୁ ଦୂଷିତ...
କିଡ୍ନୀ ଫେଲ୍ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ
କିଡ୍ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ...
ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା
ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ ବାସ୍ତବରେ ଅତ୍ୟନ୍ତ ବୈଚିତ୍ର୍ୟମୟ ଏବଂ ଅନେକ ଭୌଗୋଳିକ ତଥା ଜୈବ-ବିବିଧତାରେ ପରିପୂର୍ଣ୍ଣ। ଏହା...
ଏବେ ବି ଓଠରେ ହସ ଖେଳାଇଦିଏ
ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା ସ୍ବାଭିମାନ। ଅଭାବ ଅସୁବିଧା ଭିତରେ ଏଠି ଶିଖିବାକୁ ହୁଏ ବଞ୍ଚତ୍ବାର କଳା ଓ...
Archives


