ଜୀବନଚର୍ଯ୍ୟା

ଫିଟିକିରିର କ’ଣ ରହିଛି ଉପକାରୀ ଗୁଣ

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ରାତିରେ ଦୁଃସ୍ବପ୍ନ ଦେଖୁଥିଲେ କଳା କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରାତିରେ ଶୋଉଥିବା ତକିଆ…

ଥାଇରଏଡ ରୋଗରୁ ମୁକ୍ତି ପାଇବା ପାଇଁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହା ଦ୍ୱାରା ଥାଇରଏଡ ରୋଗୀମାନେ କିଛି…

ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରଖେ ପିଆଜ ଶଣ୍ଢା

ପିଆଜ ଶଣ୍ଢା କାହାକୁ ବା ନାପସନ୍ଦ କହିଲେ। ଏହା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ପିଆଜ ଶଣ୍ଢାରେ ଭରପୂର୍‌ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିଏନ୍‌ଏକୁ କ୍ଷତି ପହଞ୍ଚତ୍ବାରୁ ରୋକିଥାଏ। ଏଥିରେ ମିଳୁଥିବା ଭିଟାମିନ ସି ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏହାଦ୍ୱାରା…

ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି। ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ଖରାଦିନେ ସୁଇମିଂ ପୁଲ୍‌କୁ ନେଇ ଯାଇଥାନ୍ତି। କିନ୍ତୁ କିଛିକ୍ଷଣ ପାଇଁ…

ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା…

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କେତେକ ସହଜ ଘରୋଇ ଉପାୟ ରହିଛି। ଖରାଦିନେ ପ୍ରତିଦିନ ପିଆଜ ରସ ଚାମୁଚେ ପିଇଲେ ବେଶ୍‌ ସୁଫଳ ମିଳିଥାଏ। ଏହା ସହିତ ଖାଦ୍ୟରେ ଅଭ୍ୟାସ କରି ପିଆଜ ଖାଇଲେ…

ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ ଏହା ଜାଣନ୍ତି କେବଳ ଗର୍ଭାବସ୍ଥା ସମୟରେ ନୁହେଁ ବରଂ ପିଲା ଜନ୍ମ ପରେ ମଧ୍ୟ…

ଇନ୍‌ଫେକ୍‌ଶନର କାରଣ ହୋଇପାରେ ଟୁଥ୍‌ବ୍ରଶ

ଇନ୍‌ଫେକ୍‌ଶନର କାରଣ ହୋଇ ପାରେ ଟୁଥ୍‌ବ୍ରଶ-ଏପରି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମେଡିସିନ ବିଶେଷଜ୍ଞମାନେ। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଟୁଥ୍‌ବ୍ରଶ ଯଦି ବଦଳାଉ ନାହାନ୍ତି କିମ୍ବା ଦାନ୍ତ ଘଷିବା ପରେ ଏହାର ଠିକ୍‌…

ସର୍ଭିକାଲ ସ୍ପଣ୍ଡିଲୋସିସ୍‌

”ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ। ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ ମେରୁହାଡ଼ର ସ୍ନାୟୁକୁ(ସ୍ପାଇନାଲ କର୍ଡ)କୁ ଚାପିଦିଏ। ଏହାଦ୍ୱାରା ବ୍ୟଥା ବେକରୁ ଆରମ୍ଭ ହୋଇ ହାତ ଓ…

ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି। ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ସୁଗାର ଫ୍ରି ଖାଦ୍ୟ ଉପଲବ୍ଧ, ଯାହାର ମଧ୍ୟ ଢେର୍‌ ଚାହିଦା…

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସୁନିଦ୍ରା ପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି…

ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର ପ୍ରକୋପଜନ୍ୟ ବିକାର ଦେଖାଯାଏ ଓ କେତେଗୁଡ଼ିଏ କାରଣରୁ ଏହା ଶରୀରରୁ ବାହାରକୁ ବାହାରିବାର ପ୍ରୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?