ଜୀବନଚର୍ଯ୍ୟା

ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା ଏପରି ଏକ ବ୍ୟାୟାମ ଯାହାକି ଜଣେ ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌…

ସକାଳେ ଗ୍ଲାସେ କମଳା ରସ…

ସକାଳେ ଗ୍ଲାସେ କମଳା ରସ ପିିଇଲେ ଅନେକ ଫାଇଦା ମିଳିଥାଏ । ଏଥିରେ ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ ରହିଛି। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ।…

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା ଦ୍ୱାରା କ୍ୟାନସର୍‌ରୁ ରକ୍ଷା ମିଳିଥାଏ। ଗବେଷଣା ଅନୁସାରେ, ସପ୍ତାହକୁ ଅତିକମ୍‌ରେ ୧୦ଥର ଟମାଟୋ ସେବନ…

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ ଦେଶର ବଡ଼ ବଡ ସହରରେ ଦୈନିକ ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫ୍ୟାଶନ ଡିଜାଇନରେ…

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ ସ୍ବାଦିଷ୍ଠ ରେଷ୍ଟୁରାଣ୍ଟ। ସେଥିମଧ୍ୟରେ ଏକ ନିଆରା ଖାଦ୍ୟ ପ୍ରସ୍ତୁତକାରୀ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁର ଦଳୁଆ…

ସକାଳେ ଏଥିରୁ ଖାଆନ୍ତୁ ଫାଳେ, ମିଳିବ ବହୁ ଫାଇଦା…

ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏହା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ସେଓ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଫାଳେ ସେଓ ଖାଇଲେ ଏହା ଆର୍ଟ…

ଦିଆସିଲି ଆକାରର ଡିଭାଇସ୍‌ ଦୂର କରିବ ଅଣ୍ଟା ଦରଜ

ଅଧିକାଂଶ ଲୋକଙ୍କଠାରେ ଅଣ୍ଟା ଦରଜ ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିଆସିଲି ଆକାରର ଏକ ଡିଭାଇସ୍‌ ବାହାର କରିଛନ୍ତି, ଯାହା ଅଣ୍ଟା ଦରଜ କମାଇବା ସହ କ୍ଷତିଗ୍ରସ୍ତ ମାଂସପେଶୀର ସହଜରେ ଚିକିତ୍ସା କରି ପାରିବ।…

ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର ରୋଗୀ ଯେତେବେଳେ ସଂଗୀତ ଶୁଣିଥାନ୍ତି ତାଙ୍କର ମସ୍ତିଷ୍କରେ ଏମିତି ଏକ ରସାୟନ ପଦାର୍ଥ ବାହାରିଥାଏ…

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି,ସକାଳେ ଏଥିରୁ ପିଅନ୍ତୁ ଚାମୁଚେ…

ପିଆଜ ରସ ପିଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ଆୟୁର୍ବେଦରେ ପିଆଜକୁ ମହୌଷଧୀ ଭାବେ ଉଲ୍ଲେଖ କରାଯାଇଛି। ପିଆଜ ରସ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ପିଆଜ ରସରେ ମିଥାଇଲ ସଲଫାଇଡ ଏବଂ ଏମିନୋ ଏସିଡ୍‌…

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ ଦେଇଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆସ୍ଥିତ ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆର ବିଶେଷଜ୍ଞ ଦାବି କରିଛନ୍ତି, କ୍ୟାଲୋରୀ…

ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର ସବୁ ସମୟରେ ଏହା ଭାବିବା ଭୁଲ, ଯେଉଁଠି ଏହି ଛୋଟଛୋଟ ମନୋମାଳିନ୍ୟରେ ସମ୍ପର୍କ ଭାଙ୍ଗିବାର…

ମୌସୁମୀର ମଜା ନେବା ପୂର୍ବରୁ ଜାଣନ୍ତୁ, ଏହା ଜନିତ ସ୍ବାସ୍ଥ୍ୟ ସମସ୍ୟା: ଏଥିରୁ ବଞ୍ଚତ୍ବାର ୫ଟି ଉପାୟ

ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ ପେଟ ସମସ୍ୟା, ପାଚନତନ୍ତ୍ର ସମସ୍ୟା ଦେଖାଯାଇଥାଏ। ମୌସୁମୀ ବର୍ଷାର ମଜା ନେବା ପୂର୍ବରୁ ଏହାଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?