ଜୀବନଚର୍ଯ୍ୟା

ଫାଷ୍ଟଫୁଡ୍‌ ଖାଉଥିଲେ କିଛି କଥା ପ୍ରତି ଦିଅନ୍ତୁ ଧ୍ୟାନ, ରହିବେ ସୁସ୍ଥ

ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ସୁଆଦିଆ ମାତ୍ର ଦେହ ପ୍ରତି କ୍ଷତିକାରକ। ଫାଷ୍ଟଫୁଡ୍‌ ଖାଇବା ପରେ କିଛି କଥା ପ୍ରତି ଧ୍ୟାନ ଦେଲେ ପେଟ ଭାରି ଭାରି ଲାଗି ନ ଥାଏ। ଫାଷ୍ଟଫୁଡ୍‌…

ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌ ବି ମାର୍କେଟ୍‌କୁ ଆସିଥାଏ। ଏଠାରେ ସେମିତି କିଛି ଟ୍ରେଣ୍ଡି ରେନ୍‌କୋଟ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା,…

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ…

ତୁଳସୀ ପତ୍ର ବା ଏହାର ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌…

ସକାଳେ ଏଥିରୁ ଅଧାଗ୍ଲାସେ ରଖେ କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ…

ସକାଳୁ ନିତ୍ୟକର୍ମ ସାରି ଅଙ୍ଗୁର ଜୁସ୍‌ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ଅଙ୍ଗୁର ଜୁସ୍‌ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଙ୍ଗୁରରେ ପୋଟାସିୟମ ସହିତ…

ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ଭିଟାମିନ୍‌ରେ ଭରପୂର କଞ୍ଚାଲଙ୍କା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନ ‘ଏ’, ଭିଟାମିନ ବି-୬ ଏବଂ…

ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ…

ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି,…

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।…

ଏହି ସମସ୍ୟା ଥିଲେ କାଜୁଠାରୁ ଦୂରେଇ ରୁହନ୍ତୁ

ନଟ୍‌ସ ବା ଡ୍ରାଏ ଫ୍ରୁଟ୍‌ସ ଆମ ଶରୀର ପାଇଁ ଲାଭଦାୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ ବାଦାମ, ଅଖରୋଟ ଆମେ ଖାଇଥାଉ। କାଜୁର ବ୍ୟବହାର ମିଠା ଓ ତରକାରିରେ ହୋଇଥାଏ। ସ୍ବାଦ ସହ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହାକୁ ବରଦାନ ସଦୃଶ…

ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଲେ ମଧ୍ୟ ଆମକୁ ବୋଝ ପରି ମନେ ହୋଇ ନ…

ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ? ଏହା କେବଳ ଓଜନ ନିୟନ୍ତ୍ରଣ କରେ ନାହିଁ ବରଂ ଶରୀରରେ ଥିବା…

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ କପେ…

ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ରସୁଣରେ ଭିଟାମିନ୍‌-‘ଏ’, ‘ବି’,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?