ଜୀବନଚର୍ଯ୍ୟା

ସାଇନସ ସମସ୍ୟାର ଘରୋଇ ଉପଚାର

ସାଇନସ୍‌ ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ ଇନଫେକଶନ, ନାକରେ ହାଡ ବଢ଼ି ତେଢ଼ା ହୋଇଯିବା, ପ୍ରଦୂଷଣ ଯୋଗୁଁ ଏହା ହୋଇଥାଏ। ବିଶେଷଭାବରେ ଥଣ୍ଡା ପବନ, ଧୂଳି, ଧୂଅଁା ସଂସ୍ପର୍ଶରେ ଆସିଲେ ଏହି ସମସ୍ୟା ଆହୁରି ବଢ଼ିଯାଇଥାଏ। ଏହାର କେତେକ…

ସ୍ମାର୍ଟ ଓ୍ବିଣ୍ଡୋ

ଘର ଭିତରକୁ ପବନ ଯାତାୟାତ ପାଇଁ ଘରେ ଝରକା ଲଗାଯାଇଥାଏ। ହେଲେ ଖରାଦିନେ ଉତପ୍ତ ବାୟୁ ଏହା ଭିତର ଦେଇ ଘରକୁ ଆସିଥାଏ। ନିକଟରେ ୟୁନିଭର୍ସିଟି ଅଫ ଓ୍ବାଶିଂଟନର ବୈଜ୍ଞାନିକମାନେ ଏପରି ଏକ ଝରକା ପ୍ରସ୍ତୁତ କରିଛନ୍ତି ଯାହାକୁ ଆପଣ ଖରାଦିନେ…

ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ ତେବେ ତା’ଦ୍ୱାରା କେତେ ଉପକାର ମିଳେ ତାହା ଅନୁଭବୀ ହିଁ ଜାଣେ। କେତେକ ବ୍ୟାୟାମ…

କାଚ ଓ ବାତ୍ୟା ପରବର୍ତ୍ତୀ ବିଭୀଷିକା

”ଭଂଗା କାଚକୁ ସଂଗ୍ରହ କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ…

ଜୀବନ ଜୀବିକା ଓ ଜୈବ ବିବିଧତା

”ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ । ସଂପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦଜଗତ ସହ, ସଂଘର୍ଷରତ ପ୍ରାଣିଜଗତ ସହ ଏବଂ ଏପରି କି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ…

ଅର୍ଶରୁ ଦୂରେଇ ରଖେ ଏହି ଶାଗ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଅର୍ଶ ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣେଇଲେ ଏଥିରେ ସୁଫଳ ମିଳିଥାଏ। ପ୍ରତିଦିନ ବଥୁଆ ଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ…

ଶରୀର ପାଇଁ ହାନିକାରକ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌

କ୍ୟାଲୋରୀ ରହିତ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାର ନିୟମିତ ସେବନ ପାକସ୍ଥଳୀରେ ଟାଇପ୍‌-୨ ଡାଏବିଟିସ୍‌ ଏବଂ ହୃଦ୍‌ରୋଗରୁ ରକ୍ଷାକରୁଥିବା ଏନ୍‌ଜାଇମ୍‌ ଉତ୍ପାଦନ ହ୍ରାସ ପାଇଥାଏ। ଆମେରିକା ସ୍ଥିତ ମିଶିଗାନ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ…

ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ ନଖରେ ବିଭିନ୍ନ ଆର୍ଟ କରିବା ଏବେ ଟ୍ରେଣ୍ଡ ପାଲଟିଗଲାଣି। କିନ୍ତୁ ଜାଣିଛନ୍ତି କି ସୌନ୍ଦର୍ଯ୍ୟ…

ଚକଟା ଅଟା ଫ୍ରିଜ୍‌ରେ ରଖୁଛନ୍ତି କି? ଏଥିରେ ପ୍ରସ୍ତୁତ ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ…

ପ୍ରାୟତଃ ଅଧିକାଂଶ ମହିଳା ସମୟ ବଞ୍ଚାଇବା ପାଇଁ ସକାଳ ଓ ରାତି ପାଇଁ ଏକା ସାଥିରେ ଅଟା ଚକଟି ଦେଇଥାନ୍ତି। ଏହି ଚକଟା ଅଟାକୁ ଫ୍ରିଜ୍‌ରେ ରଖି ରୁଟି କରିଥାନ୍ତି। ହେଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।…

ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ମିଳିଥାଏ ଏହି ଫାଇଦା

ନଡ଼ିଆ ତେଲକୁ ଆମେ ସାଧାରଣତଃ ତ୍ୱଚା ଏବଂ ମୁଣ୍ଡରେ ଲଗାଇଥାଉ। ମାତ୍ର ଏହାକୁ ଖାଦ୍ୟ ପ୍ରସ୍ତୁତିରେ ସାମିଲ କଲେ ଅନେକ ଫାଇଦା ମିଳିଥାଏ। ଏକ ସର୍ଭେରୁ ଜଣାଯାଇଛି, ଦୈନଦିନ ଖାଦ୍ୟରେ ନଡ଼ିଆତେଲ ବ୍ୟବହାର କଲେ ସୁସ୍ଥ ରହିବା ସହ ଫୂର୍ତ୍ତି ଲାଗେ।…

ଖରାଦିନେ ଏସବୁ ସମସ୍ୟାକୁ ଦୂର କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି ଅପେକ୍ଷା ଖରାଦିନେ ସର୍ବତ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହି ସର୍ବତରେ କଳା ଲୁଣର…

ଫିଟିକିରିର କ’ଣ ରହିଛି ଉପକାରୀ ଗୁଣ

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ରାତିରେ ଦୁଃସ୍ବପ୍ନ ଦେଖୁଥିଲେ କଳା କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରାତିରେ ଶୋଉଥିବା ତକିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri