ଜୀବନଚର୍ଯ୍ୟା

ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍‌

ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍‌ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ ଡାଇବେଟିଜ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଏମ୍‌ଡିଆର୍‌ଏଫ୍‌) ପ୍ରକାଶ କରିଛି। ଚାଉଳ ସୁଗାର-ଫ୍ରି ହୋଇପାରିବ ନାହିଁ ବୋଲି…

ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍‌ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ନିୟମିତ ୨ରୁ ୩…

ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା

ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି…

ପେଟରୁ ଫ୍ୟାଟ୍‌ କମାଏ ଏହି ପାନୀୟ

ସୁପର୍‌ ଫୁଡ୍‌ ଗାଜରରେ ଅତ୍ୟଧିକ ଫାଇବର୍‌ ରହିଛି। ଏକ ଗ୍ଲାସ୍‌ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍‌ ଥିବାରୁ ଏହା ପେଟରୁ ଫ୍ୟାଟ କମାଇଦିଏ। ଲେମ୍ବୁରସରୁ ଖୁବ୍‌ କମ୍‌ କ୍ୟାଲୋରି ମିଳେ। ଏଣୁ…

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର…

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି ଆପଣଙ୍କ ଲାଗି ଫ୍ୟାଶନ୍‌ ଟିପ୍ସ ଦେଉଛୁ ଯାହାର ସାହାଯ୍ୟ ନେଇ ନିଜକୁ ଷ୍ଟାଇଲିଶ୍‌…

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍‌), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ (ଅଳ୍ପ ପରିମାଣର), ୩ଟି ଛୋଟ ଆକାରରେ କଟା ହୋଇଥିବା ପିଆଜ, ଦହି (ଅଧାକପ୍‌), ଛୋଟ…

ଫେସପ୍ୟାକ୍‌

ମୁଖକୁ ସୁନ୍ଦର କରିବାକୁ ହେଲେ ମହିଳାମାନେ କେତେ ଉପାୟ ଆପଣାଇଥାନ୍ତି। ଏହି ଉପାୟ ମଧ୍ୟରୁ ଫେସପ୍ୟାକ୍‌ ଅନ୍ୟତମ। ଯାହାର ସହାୟତାରେ ମହିଳାମାନେ ଆକର୍ଷକ ଦେଖାଯାନ୍ତି। ଫେସପ୍ୟାକ୍‌କୁ ମହିଳା ଘରେ ହିଁ ଆପଣାଇଥାନ୍ତି ଓ ସୁନ୍ଦର ହେବାର ଇଚ୍ଛା ରଖିଥାନ୍ତି। କିନ୍ତୁ ଦେଖାଯାଏ…

କେମିତି ଚମକିବ ବାସନ

ସବୁ ମହିଳାଙ୍କୁ ପସନ୍ଦ ସେମାନଙ୍କ ରୋଷେଇ ଘରର ବାସନ କେମିତି ଚମକିବ । କିନ୍ତୁ ବାସନରେ ଯଦି ପୋଡ଼ା ଦାଗ ରହିଯାଏ ତେବେ ତାକୁ ସଫା କରିବା ସମସ୍ୟା ଦେଖାଯାଏ । ବାସନକୁସନ ସହଜରେ ସଫା କରିପାରିବେ ଜାଣନ୍ତୁ ସେ ସମ୍ପର୍କରେ……

ରାତିରେ ହେଉନି ନିଦ; ତେବେ ପିଅନ୍ତୁ ଏହି ଜୁସ୍‌…

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଅନିଦ୍ରା ସମସ୍ୟା…

କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ ହୃଦ୍‌ରୋଗ ଆଶଙ୍କା ବଢାଏ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡିରେକ୍‌ ବେନେଟ୍‌ଙ୍କ ମତରେ, ଗବେଷଣାରୁ ପରାମର୍ଶ ଦିଆଯାଇଛି ଯେ,…

ବହୁରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?