ଉପକାରୀ ମାଠିଆ ପାଣି
ମାଠିଆ ପାଣି ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୂୁଲ୍ୟ। ମାଠିଆରୁ ଆଣି ଗ୍ଲାସେ ପାଣି ପିଇଦେଲେ ବେଶ୍ ଶାନ୍ତି ଲାଗେ। ତେବେ ଏଥିରେ ଥିବା ଉପକାରୀ ଗୁଣ ବିଷୟରେ ଟିପ୍ସ… ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ…
ଅଫିସରେ କାମ କରୁଥିଲେ ଏହି ରୋଗର ରହିଛି ଆଶଙ୍କା..
ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନ୍ୟାଶନାଲ କ୍ଲାସିଫିକେଶନ ଅଫ୍ ଡିଜିଜ୍ ଲିଷ୍ଟରେ ‘ବର୍ନଆଉଟ୍’ ନାମକ ଏକ ରୋଗକୁ ସାମିଲ କରାଯାଇଛି।…
ସକାଳେ ଗ୍ଲାସେ ଉଷୁମ ପାଣି…
ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଏ। ଆଜ୍ମା ରୋଗୀ ସକାଳୁ ଏପରି ନିୟମିତ କଲେ ଭଲ ବୋଲି…
ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ
ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ଥାଇରଏଡ୍ ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ଆମେରିକାର ୟ୍ୟୋମିଙ୍ଗ ବିଶ୍ୱବିଦ୍ୟାଳୟର…
ମସ୍ତିଷ୍କକୁ ସକ୍ରିୟ ରଖେ ସ୍ବପ୍ନ
ସ୍ବପ୍ନ କିଏ ବା ନ ଦେଖେ? କିନ୍ତୁ ଏହା କେତେ ବାସ୍ତବତାର ରୂପ ନିଏ ତାହା ଭିନ୍ନ କଥା, ହେଲେ କେତେକ ଏହି ସ୍ବପ୍ନକୁ ନେଇ ଭାବନା ରାଇଜରେ ବୁଡ଼ି ଯାଇଥାନ୍ତି। ନିକଟରେ ‘ସ୍ବପ୍ନର ମସ୍ତିଷ୍କ ଉପରେ ପ୍ରଭାବ’ ବିଷୟକୁ ନେଇ…
ଘିକୁଆଁରୀ ଏହି ଲୋକଙ୍କ ପାଇଁ ଲାଭଦାୟକ ନୁହେଁ
ଘିକୁଆଁରୀ ଖାଇବା ଲାଭଦାୟକକ ହୋଇଥାଏ ବୋଲି ଶୁଣିଥିବେ। ଏଥିରେ ଥିବା ଆଣ୍ଟି ଇନ୍ଫ୍ଲାମାଟୋରି ଗୁଣ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ତେବେ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ…
ସକାଳେ କପେ ପାନମଧୁରୀ ଚା’…
ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ ମସ୍ତିଷ୍କ ପାଇଁ ବେଶ ଲାଭଦାୟକ। ଅଭ୍ୟାସ କରି ସକାଳେ ଅଧାକପ ପାନମଧୁରୀ ଚା’…
କଦଳୀପତ୍ରରେ ଖାଇଲେ ମିଳିଥାଏ ଏହି ଉପକାର
କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି। ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ। ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ ଉପକାର ମଧ୍ୟ ମିଳିଥାଏ। କଦଳୀ ପତ୍ରକୁ ସଫା କରିବା ପାଇଁ ପଡ଼େ ନାହିଁ। କେବଳ…
ମୁହଁରେ ରିଙ୍କିଲ୍ସ୍ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ
ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ମଧ୍ୟ ହୋଇଥାନ୍ତି। ୩୦…
ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ
କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍ ୧୪…
ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି କି? ହୋଇପାରେ ଏହସବୁ ସମସ୍ୟା…
ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି। ତେବେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଏହା ବେଳେବେଳେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ -ଅନେକ ସମୟରେ…
କର୍ମଜୀବୀ ମହିଳା ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ
ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ଏ କଥା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏସବୁ ସମ୍ଭବ ହୋଇ ନ ଥାଏ। ହେଲେ ସେମାନେ ନିଜ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣି ନିଜକୁ ଫିଟ୍…
Archives


